Browsing Category

Breaking News

ମଣିପୁର: ସୁରକ୍ଷା ବ୍ୟବସ୍ଥା ନେଇ କ’ଣ କହିଲେ ସରକାରଙ୍କ ସୁରକ୍ଷା ପରାମର୍ଶଦାତା?

ନୂଆଦିଲ୍ଲୀ: ମଣିପୁର ସରକାରଙ୍କ ସୁରକ୍ଷା ପରାମର୍ଶଦାତା କୁଲଦୀପ ସିଂହ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ସୁରକ୍ଷା ସ୍ଥିତିର ସଦ୍ୟତମ ସ୍ଥିତି ଉପରେ ବୟାନ ଦେଇଛନ୍ତି । ଆଜି ଆମେ ସୁରକ୍ଷା ସମୀକ୍ଷା ବୈଠକ…

(Video) ବରମୁଣ୍ଡା ଓଭରବ୍ରିଜ୍ ଉପରେ ଅଜଣା କାର୍: ରାସ୍ତା ମଝିରେ ଗାଡ଼ି ରଖି ଡ୍ରାଇଭର ମାରିଲେ ଛୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀର ବରମୁଣ୍ଡା ଓଭରବ୍ରିଜ୍ ଉପରେ ଥୁଆ ହୋଇଛି ଏକ ଅଜଣା କାର । ଜାତୀୟ ରାଜପଥ ଉପରେ ଗାଡ଼ିକୁ ରଖିଦେଇ ଡ୍ରାଇଭର କୁଆଡ଼େ ଛୁ ମାରିଛନ୍ତି । ତେବେ ଡ୍ରାଇଭର କ’ଣ ପାଇଁ ଗାଡ଼ିକୁ ଏଭଳି…

8th Pay Commission: ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ବେତନ ହେବ ୫୧,୪୮୦ ଟଙ୍କା, ନୂଆବର୍ଷ ବଡ଼ ଉପହାର ଦେବେ କେନ୍ଦ୍ର ସରକାର!

ନୂଆଦିଲ୍ଲୀ: ନୂଆ ବର୍ଷରେ କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେବେ । ବର୍ତ୍ତମାନ ସରକାରୀ କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ଅନୁସାରେ ବେସିକ ସାଲାରୀ ୧୮,୦୦୦ ଟଙ୍କା ମିଳୁଛି । ଏହା ପୂର୍ବରୁ…

ନଭେମ୍ବର ୨୬ରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ: ୨୩ରେ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ । ୨୩ରେ ମନ୍ତ୍ରୀ ପରିଷଦ ବୈଠକ ବସିବ ଓ ୨୬ରେ ଅତିରିକ୍ତ ବଜେଟ୍ ଆଗତ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ…

ଅଜବ ଘୋଷଣା! ଜଣେ ଅପରାଧୀଙ୍କୁ ଧରିବା ପାଇଁ ‘୨୫ ପଇସା’ ପୁରସ୍କାର ଘୋଷଣା କଲା ପୋଲିସ

ନୂଆଦିଲ୍ଲୀ: ଅନେକ ସମୟରେ କିଛି ମୋଷ୍ଟ ୱାଣ୍ଟେଡ ଅପରାଧୀ ପୋଲିସର ନିଦ ହଜାଇ ଦେଇଥାନ୍ତି । ଏପରି ଅପରାଧୀମାନଙ୍କୁ ଧଣିବା ପାଇଁ ପୋଲିସ ପାଠ କାଠିକର ପାଠ ହୋଇଥାଏ । ତେଣୁ ଏପରି ସ୍ଥିତିରେ ପୋଲିସ ପକ୍ଷରୁ ପୁରସ୍କାର…

କ୍ରମାଗତ ଭାବେ ଖସୁଛି ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର, ପୁଣି ହ୍ରାସ ହେଲା ୧୮ ବିଲିୟନ ଡଲାର

ମୁମ୍ୱାଇ: ନଭେମ୍ବର ୧୫ରେ ଶେଷ ହୋଇଥିବା ସପ୍ତାହରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୧୭.୭୬ ବିଲିୟନ ଡଲାର ହ୍ରାସ ପାଇ ୬୫୭.୮୯ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି। ରିଜର୍ଭ ବ୍ୟାଙ୍କର ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ…

ରେଲୱେର ବଡ଼ ଯୋଜନା: ଡିସେମ୍ବର ମାସରେ ଦେଶରେ ଗଡ଼ିବ ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍

ନୂଆଦିଲ୍ଲୀ: ଦେଶରେ ଅତ୍ୟାଧୁନିକ ଟ୍ରେନ୍ ଚଳାଚଳକୁ ନେଇ ରେଳ ବିଭାଗ ଏକ ବଡ଼ ଯୋଜନା କରିଛି । ଆସନ୍ତା ମାସରେ ଦେଶରେ ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ଗଡ଼ିବ । ଆସନ୍ତାମାସରେ ହରିୟାଣାର ଜିନ୍ଦ-ସୋନିପତ୍ ରୁଟରେ ଏହ।।ର…

ନଭେମ୍ବର ୨୩ରେ ରେଜଲ୍ଟ: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ପାଇଁ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କଲା କଂଗ୍ରେସ

ନୂଆଦିଲ୍ଲୀ: ନିକଟରେ ଝାଡ଼ଖଣ୍ଡ ବିଧାନସଭାର ୮୧ଟି ଆସନ ଓ ମହାରାଷ୍ଟ୍ରର ୨୮୮ଟି ଆସନ ପାଇଁ ମତଦାନ ଗ୍ରହଣ କରାଯାଇଥିଲା । ଆସନ୍ତା ୨୩ ତାରିଖରେ ଏହି ଦୁଇ ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିବ । ତେବେ…

ବଡ଼ ନିଷ୍ପତ୍ତି: ଏଥର ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଦେଖିବ ଜଣେ ନୂଆ କଂସ, ହଟିଲେ ହୃଷିକେଶ ଭୋଇ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଥର ରାଜ୍ୟର ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଜଣେ ନୂଆ କଂସଙ୍କୁ ଦେଖିବ । ୨୦୨୨ ମସିହାରୁ ଧନୁଯାତ୍ରାର କଂସ ଭୂମିକାରେ ଅଭିନୟ କରି ଆସୁଥିବା ହୃଷିକେଶ ଭୋଇଙ୍କୁ ହଟାଇ ଦିଆଯାଇଛି ।…

ଜାନୁଆରୀ ୫ରେ ହେବ ଆସିଷ୍ଟାଣ୍ଟ କେମିଷ୍ଟ ଲିଖିତ ପରୀକ୍ଷା: OPSC ପକ୍ଷରୁ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ କେମିଷ୍ଟ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଏହି ପଦର ଲିଖିତ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଆସନ୍ତା…