fbpx
BSKY
BJD MC SKY
BJD MS SKY
Browsing Category

Breaking News

CTSRE-2023: JE (ସିଭିଲ) ଓ JE (ମେକାନିକାଲ) ପ୍ରିଲିମିନାରୀ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଏକ ଅପଡେଟ୍ ଆସିଛି । ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା (ସିଟିଏସଆରଇ) -୨୦୨୩ର ଜେଇ (ସିଭିଲ) ଓ…

ହାଣ୍ଡିକ୍ରାଫ୍ଟ ପ୍ରମୋସନ ଅଫିସର ପଦ ସଂଖ୍ୟା ପ୍ରତ୍ୟାହାର: କରିଜେଣ୍ଡମ ଜାରି କଲା OSSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମିଳିତ ସ୍ନାତକ ସ୍ତରୀୟ ପରୀକ୍ଷା-୨୦୨୩ (ସିଜିଏଲଆରଇ-୨୦୨୩) ବିଜ୍ଞପ୍ତିର ହାଣ୍ଡିକ୍ରାଫ୍ଟ ପ୍ରମୋସନ ଅଫିସର ପଦ ସଂଖ୍ୟା ପ୍ରତ୍ୟାହାର ହୋଇଛି । ହାଣ୍ଡ୍ରିକ୍ରାଫ୍ଟସ ନିର୍ଦ୍ଦେଶାଳୟ ଅଧିନରେ…

ପାଣିପାଗ ବିଭାଗର ସୂଚନା: ୨୨ରୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ

ଭୁବନେଶ୍ୱର : ବଙ୍ଗୋପସାଗରରେ ଚଳିତ ମାସ ୨୨ରେ ଏକ ଲଘୁଚାପ ସୃଷ୍ଟି ହେବ । ଏହା ରାଜ୍ୟର ଉତ୍ତର ପୂର୍ବ ଦିଗକୁ ମୁହାଁଇବ । ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ବଙ୍ଗୋପସାଗର ଅଞ୍ଚଳରେ ଘନୀଭୂତ ହୋଇ ୨୪ ତାରିଖ ବେଳକୁ ତାହା ଏକ…

ବାଙ୍ଗାଲୋରରୁ କୋଚି ଯାଉଥିବା ବିମାନର ଇଞ୍ଜିନ ଲାଗିଲା ନିଆଁ, କରାଗଲା ଏମରଜେନ୍ସି ଲ୍ୟାଣ୍ଡିଂ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏକ୍ସପ୍ରେସ ଗତ କିଛି ଦିନ ହେବ ଚର୍ଚ୍ଚାରେ ଅଛି । ଏହାପୂର୍ବରୁ ବହୁ ପରିମାଣରେ ବିମାନ ଉଡ଼ାଣ ବାତିଲ ହେଡଲାଇନ ସୃଷ୍ଟି କରିଥିଲା । ବର୍ତ୍ତମାନ ଏହାର ଗୋଟିଏ ବିମାନ ଇଞ୍ଜିନରେ ନିଆଁ ଲାଗିବା…

କାର୍ବାଇଟ୍‍ ବ୍ୟବହାରକୁ ନିଷେଧ କଲେ କେନ୍ଦ୍ର ସରକାର, କ୍ୟାନ୍ସର ହେବାର ରହିଛି ଆଶଙ୍କା

ନୂଆଦିଲ୍ଲୀ : ଆମ୍ବ ଏବଂ ଅନ୍ୟ ଫଳକୁ କୃତ୍ରିମ ଉପାୟରେ ପଚାଇବା ପାଇଁ ବ୍ୟବହାର କରାଯାଉଥିବା କ୍ୟାଲସିୟମ କାର୍ବାଇଟ୍‍ ବ୍ୟବହାରକୁ କେନ୍ଦ୍ର ସରକାର ନିଷେଧ କରିଛନ୍ତି । ସ୍ୱାସ୍ଥ୍ୟ ପ୍ରତି କ୍ୟାଲସିୟମ କାର୍ବାଇଟର ଖରାପ…

ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କର ଆଧାର କାର୍ଡ ସହ କ’ଣ କରାଯିବ: ସରେଣ୍ଡର ନା ବନ୍ଦ କରାଯିବ?

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଆଧାର କାର୍ଡ ସମସ୍ତଙ୍କ ପାଇଁ ଜରୁରୀ ଡକୁମେଣ୍ଟ ହୋଇଥିବା ବେଳେ ଉଭୟ ସରକାରୀ ଓ ଘରୋଇ କାର୍ଯ୍ୟ କ୍ଷେତ୍ରରେ ଏହାକୁ ଏକ ଜରୁରୀ ଡକ୍ୟୁମେଣ୍ଟ ଭାବେ ବ୍ୟବହାର କରାଯାଇଥାଏ । ଆଧାର କାର୍ଡରେ…

ଧୋନୀଙ୍କ ୧୧୦ ମିଟର ଛକା ସାଜିଲା ପ୍ରତିବନ୍ଧକ! ପ୍ଲେଅଫରୁ ବିଦା ହେଲା ଚେନ୍ନାଇ, ହିରୋ ସାଜିଲେ ୟଶ୍ ଦୟାଲ

ନୂଆଦିଲ୍ଲୀ: ଆଇପିଏଲର ଏକ ବଡ଼ ରୋମାଞ୍ଚକର ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସକୁ ୨୭ ରନରେ ପରାସ୍ତ କରି ପ୍ଲେଅଫରେ ନିଜର ସ୍ଥାନ ପକ୍କା କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଆରସିବିର ଏହି ବିଜୟର ହିରୋ ୟଶ ଦୟାଲ…

ବିଏସଏଫ୍ ରେ ଚାକିରିର ସୁବର୍ଣ୍ଣ ସୁଯୋଗ: ଆଇଟିଆଇ ଓ ଦ୍ୱାଦଶ ପାସ୍ ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ, ଦରମା ୧୧୨୦୦୦ ଟଙ୍କା

ନୂଆଦିଲ୍ଲୀ: ସୀମା ସୁରକ୍ଷା ବଳ (ବିଏସଏଫ୍) ରେ ଚାକିରି ପାଇବାକୁ ସମସ୍ତେ ସ୍ୱପ୍ନ ଦେଖନ୍ତି । ଯଦି ଆପଣ ବିଏସଏଫ୍ ରେ କାମ କରିବାର ସ୍ୱପ୍ନ ଦେଖନ୍ତି, ତେବେ ଏହା ଏକ ଭଲ ସୁଯୋଗ । ଏଥିପାଇଁ ବିଏସ୍ଏଫ୍ ଗ୍ରୁପ୍ ବି…

ଜୁଲାଇ ୧୫ରୁ ଆରମ୍ଭ ହେବ CBSE ସପ୍ଲିମେଣ୍ଟାରୀ ପରୀକ୍ଷା: ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ସବିଶେଷ ବିବରଣୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁଲାଇ ୧୫ ତାରିଖରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ । ଆସନ୍ତା ସପ୍ତାହରେ ଏ ସମ୍ପର୍କରେ ସବିଶେଷ ବିବରଣୀ ପ୍ରକାଶ ପାଇବ । ଗତ ୧୩…

ବିଜେଡିରୁ ଇସ୍ତଫା ଦେଲେ ସମୀର ରଞ୍ଜନ ଦାଶ, ଟିକେଟ ନ ମିଳିବା ନେଇ ଥିଲେ ଅସନ୍ତୁଷ୍ଟ

ଭୁବନେଶ୍ୱର: ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସମୀର ଦାଶ । ସେ ନିଜ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ…