fbpx
Browsing Category

Breaking News

ଗୁଗୁଲରେ ଥମୁନାହିଁ ଛଟେଇ ପ୍ରକ୍ରିୟା: ସମଗ୍ର Python ଟିମକୁ ବାହାର କଲା କମ୍ପାନୀ

ନୂଆଦିଲ୍ଲୀ : ଭେଟେରାନ୍ ଟେକ୍ କମ୍ପାନୀରେ କର୍ମଚାରୀଙ୍କ ଛଟେଇ ପ୍ରକ୍ରିୟା ବନ୍ଦ ହେବାର ନାଁ ନେଉନାହିଁ । ସୁନ୍ଦର ପିଚାଇଙ୍କ ନେତୃତ୍ୱରେ ଥିବା ଆଲଫାବେଟ୍ ସମଗ୍ର ପାଇଥନ୍ ଟିମକୁ ଚାକିରିରୁ ବାହାର କରିଛି । ଏହା…

୨୦୦ ଫୁଟ ଗଭୀର ଖାଇ ଭିତରକୁ ଖସି ପଡ଼ିଲା ବସ: ୨୫ ଜଣଙ୍କ ପ୍ରାଣହାନୀ, ୧୨ରୁ ଅଧିକ ଆହତ

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକାର ପେରୁରୁ ଆସିଛି ଏକ ବଡ଼ ଖବର । ଏକ ବଡ଼ଧରଣର ଦୁର୍ଘଟଣା ଘଟି ବହୁ ଯାତ୍ରୀ ମୃତାହତ ହୋଇଛନ୍ତି । ଏକ ପାହାଡ଼ିଆ ରାସ୍ତାରେ ଯିବା ସମୟରେ ଗୋଟିଏ ବସ୍ ଏକ ଖାଇ ମଧ୍ୟକୁ ଖସିପଡ଼ିବା ଫଳରେ…

ୟୁଜିସି ନେଟ ୨୦୨୪ ପରୀକ୍ଷା ତାରିଖ ବଦଳିଲା: ନୂଆ ତାରିଖ ଘୋଷଣା କଲା UGC

ନୂଆଦିଲ୍ଲୀ: ୟୁଜିସି ନେଟ ଜୁନ ୨୦୨୪ ପରୀକ୍ଷା ତାରିଖ ବଦଳିଛି । ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ପ୍ରିଲିମିନାରୀ ପରୀକ୍ଷା ଓ ୟୁଜିସି ନେଟ ପରୀକ୍ଷା ସମାନ ଦିନରେ ପଡ଼ୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରଥମେ…

ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ହାଇୱା: ମାଟିରେ ପୋତି ହୋଇଗଲା ସ୍କର୍ପିଓ, ୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିହାରର ଭାଗଲପୁରରେ ଘଟିଯାଇଛି ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା । ଏକ ବରଯାତ୍ରୀ ଗାଡ଼ି (ସ୍କର୍ପିଓ) ଉପରେ ଏକ ହାଇୱା ଓଲଟି ପଡ଼ିବା ଫଳରେ ଉକ୍ତ ସ୍କର୍ପିଓଟି ମାଟି ଭିତରେ ପୋତି ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ…

ରାଜ୍ୟସଭା ସାଂସଦ ଦୁଷ୍ୟନ୍ତ ଗୌତମଙ୍କ କାର ଦୁର୍ଘଟଣାଗ୍ରସ୍ତ: ବିଜେପି ନେତା ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଗତ ୧୯ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଗତ ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି । ଆଗକୁ ଆଉ ୫ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ…

କରୋନା ଭ୍ୟାକ୍ସିନ୍ କୋଭିଶିଲ୍ଡରୁ ହୋଇପାରେ ଦୁର୍ଲଭ ସାଇଡ୍ ଇଫେକ୍ଟ: ପ୍ରଥମଥର ସ୍ୱୀକାର କଲା କମ୍ପାନୀ

ନୂଆଦିଲ୍ଲୀ: କରୋନା ଟିକା କୋଭିଶିଲ୍ଡ ବିଷୟରେ ବଡ ଖବର ସାମ୍ନାକୁ ଆସିଛି । ଆଷ୍ଟ୍ରାଜେନେକା ଏକ ଗୁରୁତ୍ୱପୂର୍ଣ୍ଣ ଦିଗରେ ପ୍ରଥମଥର ପାଇଁ କୋର୍ଟ ଡକ୍ୟୁମେଣ୍ଟରେ ସ୍ୱୀକାର କରିଛି ଯେ, ତାଙ୍କ କୋଭିଡ୍-୧୯ଟିକାରେ ଟିଟିଏସ…

ବିଜେପିରୁ ଇସ୍ତଫା ଖବରକୁ ନିଜେ ଖଣ୍ଡନ କଲେ ନୀତେଶ ଗଙ୍ଗଦେବ, କହିଲେ ହ୍ୟାକ୍ ହୋଇଛି ଆକାଉଣ୍ଟ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ଏକ ଖବର ପ୍ରସାରିତ ହୋଇଥିଲା ଯେ,ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ବିଜେପିରୁ ଇସ୍ତଫା ଦେଇଛନ୍ତି । ହେଲେ ବର୍ତ୍ତମାନ ନିଜେ ନୀତେଶ ଏହି ଖବରକୁ ଖଣ୍ଡନ କରିଛନ୍ତି । ସେ…

ଏତିକି ଟଙ୍କା ହ୍ରାସ ପାଇଲା ସୁନା ଦର, ଜାଣନ୍ତୁ ୧୦ ଗ୍ରାମ ଗୋଲ୍ଡ ମୂଲ୍ୟ କେତେ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର ସୁନା ବଜାରରେ ସୋମବାର ଦିନ ସୁନା ୧୩୦ ଟଙ୍କା କମିବା ସହ ୧୦ ଗ୍ରାମ ପିଛା ୭୨ ହଜାର ୭୫୦ ଟଙ୍କାରେ ବନ୍ଦ ହୋଇଛି । ଏଚଡିଏଫସି ସୁକ୍ୟୁରିଟୀଜ ଏହି ସୂଚନା ଦେଇଛି । ଗତ କାରବାର…

Bengal Jobs Scam: ମମତା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଠାରୁ ମିଳିଲା ଆଶ୍ୱସ୍ତି, ସିବିଆଇ ଯାଞ୍ଚକୁ କରାଗଲା ମନା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ସରକାରୀ ଅଧିକାରୀମାନଙ୍କ ଭୂମିକାକୁ ସିବିଆଇ ଯାଞ୍ଚ କରିବା ପାଇଁ କୋଲକାତା ହାଇକୋର୍ଟଙ୍କ…

Ola Cabsର ସିଇଓ ହେମନ୍ତ ବକ୍ସି ଦେଲେ ଇସ୍ତଫା, ୧୦ ପ୍ରତିଶତ କର୍ମଚାରୀର ଛଟେଇ କରିବ କମ୍ପାନୀ

ନୂଆଦିଲ୍ଲୀ: ଓଲା କ୍ୟାବ୍ସର ସିଇଓ, ହେମନ୍ତ ବକ୍ସି ୪ ମାସ ମଧ୍ୟରେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଏହି ଇସ୍ତଫା ଏପରି ସମୟରେ ଆସିଛି ଯେତେବେଳେ କମ୍ପାନୀ ରିଷ୍ଟ୍ରକଚରିଂର ପ୍ରକ୍ରିୟା ଆରମ୍ଭ କରୁଛି । ଯେଉଁଥିରେ…