Browsing Category

Breaking News

SBIରେ ନିଯୁକ୍ତି ପାଇବେ ୧୩,୭୩୫ ଜୁନିୟର ଆସୋସିଏଟ୍: ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ସର୍ବବୃହତ୍ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଆଣିଛି ବମ୍ପର ନିଯୁକ୍ତି ସୁଯୋଗ । ସାରା ଦେଶର ବିଭିନ୍ନ ବ୍ୟାଙ୍କିଂ ଶାଖାମାନଙ୍କରେ ନିଯୁକ୍ତି ପାଇବେ ୧୩ ହଜାରରୁ…

ଫିଜିଓଥେରାପିଷ୍ଟ, ଡେଣ୍ଟାଲ ଟେକ୍ନିସିଆନ ଆଦି ୬ ପ୍ରକାର ପଦ ପାଇଁ ଲିଖିତ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଦ୍ୱାରା ପରିଚାଳିତ ଅଲଗା ଅଲଗା ପଦର ଲିଖିତ ପରୀକ୍ଷା ତାରିଖ ପୂର୍ବରୁ ଘୋଷଣା କରାଯାଇଥିଲା । କେଉଁ ତାରିଖରେ କେଉଁ ପରୀକ୍ଷା ଅନୁଷ୍ଠିତ ହେବ,…

Vi ଏହି ସହରରେ ଲଞ୍ଚ କଲା 5G ସର୍ଭିସ, ଆପଣଙ୍କ ସହର ଅଛି କି ନାହିଁ ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ: ଭୋଡାଫୋନ ଆଇଡିଆ ଦେଶରେ ୫ଜି ସର୍ଭିସ ଆରମ୍ଭ କରିଛି। କିଛି ରିପୋର୍ଟସରେ କୁହାଯାଇଛି ଯେ, କମ୍ପାନୀ ଦେଶର ୧୭ଟି ସହରରେ ଏହି ସେବା ଆରମ୍ଭ କରିଛି। ଏହି ସହରରେ ମୁମ୍ବାଇ, କୋଲକାତା, ଚେନ୍ନାଇ, ଦିଲ୍ଲୀ ଏବଂ…

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମରାମତିର ଆଜି ପ୍ରଥମ ଦିନ, ନିୟୋଜିତ ରହିବେ ୧୫ରୁ ୨୦ ଶ୍ରମିକଙ୍କ ସହ ଟେକ୍ନିକାଲ ଟିମ୍

ପୁରୀ: ଆଜି ପୁରୀ ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ । ନୀତିକାନ୍ତିକୁ ଶୃଙ୍ଖଳିତ ରଖି ଏହି କାର୍ଯ୍ୟ କରାଯିବ ବୋଲି ଏଏସଆଇ ସୂଚନା ଦେଇଛନ୍ତି । ପ୍ରଥମ ଦିନରେ ଏହି ମରାମତି କାର୍ଯ୍ୟରେ ୧୫ ରୁ ୨୦…

କମିଆ କଲା ନାଲି ପାଣି, ନିଶାରେ ଚୁର୍ ହୋଇ ବ୍ଲେଡରେ ନିଜ ବେକ କାଟିଲେ ଯୁବକ

ଭୁବନେଶ୍ବର: ମଦ ନିଶାରେ ନିଜ ବେକ କାଟିଦେଲେ ଯୁବକ । ମଦ ପିଇ ଯୁବକ ନିଜ ବେକ ନିଜେ କାଟି ଦେଇଛନ୍ତି । ବାଲେଶ୍ବର ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ଏହି ଘଟଣା ପରେ ଯୁବକଜଣଙ୍କୁ ଉଦ୍ଧାର କରାଯାଇ…

ଦିଲ୍ଲୀରେ ମୁହଁ ଖୋଲିଲେ ବିଜେଡି ସାଂସଦ: ‘ଆମେ ଏକାଠି ଅଛୁ, ନବୀନ ବାବୁ ଆମର ଧ୍ରୁବତାରା’

ଭୁବନେଶ୍ବର: ବିଜୁ ଜନତା ଦଳର ସାଂସଦମାନଙ୍କୁ ନେଇ ଅପପ୍ରଚାର ଘଟଣା । ଚର୍ଚ୍ଚା ଭିତରେ ଦିଲ୍ଲୀରେ ମୁହଁ ଖୋଲିଲେ 7ଜଣ ସାଂସଦ । ଦିଲ୍ଲୀରେ 7ଜଣ ସାଂସଦ ସାମ୍ବାଦିକ ସମ୍ମିଳନୀ କରି କ୍ଷୋଭ ଝାଡିଛନ୍ତି । ଆମେ ସର୍ବଦା…

କେବଳ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ପାଇଁ ଏଣ୍ଟ୍ରାନ୍ସ କରିବ NTA, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୂଚନା

ନୂଆଦିଲ୍ଲୀ: ଉଚ୍ଚଶିକ୍ଷା କୁ ନେଇ ଆସିଛି ଏକ ବଡ଼ ଖବର । ଏଣିକି ଜାତୀୟ ପରୀକ୍ଷା ଏଜେନ୍ସି ବା ଏନଟିଏ କେବଳ ଉଚ୍ଚ ଶିକ୍ଷା ପାଇଁ ପ୍ରବେଶିକା ପରୀକ୍ଷା ପରିଚାଳନା କରିବ ବୋଲି ଜଣା ପଡ଼ିଛି । ବାକି ପ୍ରତି ଯୋଗିତା ମୂଳକ…

ଟ୍ରକକୁ ପଛରୁ ଶକ୍ତ ଧକ୍କା ଦେଲା ବସ୍, ଉଡିଗଲା 6ଜଣଙ୍କ ପ୍ରାଣବାୟୁ

ନୂଆଦିଲ୍ଲୀ: ସକାଳୁ ସକାଳୁ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ-ଟ୍ରକ ଧକ୍କାରେ 6ଜଣଙ୍କ ଜୀବନ ଦୀପ ଲିଭିଯାଇଥିବା ବେଳେ 10ରୁ ଅଧିକ ଆହତ ହୋଇଛନ୍ତି । ଗୁଜୁରାଟ ଭାବାନଗର ଜିଲ୍ଲାରୁ ସାମ୍ନାକୁ ଆସିଛି ଏହି ମର୍ମନ୍ତୁଦ…

ନୂଆ ଅଧିବେଶନରୁ NCERT ପୁସ୍ତକଗୁଡ଼ିକରେ ହେବ ଭାରୀ ରିହାତି, ପ୍ରବେଶ ବୃଦ୍ଧି ପାଇଁ Mou ସ୍ୱାକ୍ଷରିତ

ନୂଆଦିଲ୍ଲୀ: ଏନସିଇଆରଟି ୯ ମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀର ବହିର ମୂଲ୍ୟ ୨୦% ହ୍ରାସ କରିଛି । ପ୍ରଥମ ଥର ପାଇଁ ଏନସିଇଆରଟି ବହିଗୁଡ଼ିକରେ ଏଭଳି ରିହାତି ଦିଆଯାଇଛି । ଏନସିଇଆରଟି ଅଧିକ କାଗଜ କିଣି ଏବଂ ନୂତନ ପ୍ରିଣ୍ଟିଂ…

ଭାରତୀୟଙ୍କୁ ମିଳିବ ଭିସା-ଫ୍ରି ଟ୍ରାଭେଲ୍ ସୁଯୋଗ! ଏହି ଦେଶକୁ ଯିବାକୁ ହେଲେ ଲାଗିବନି…

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତୀୟମାନେ ବିନା ଭିସାରେ ବିଦେଶ ଯାତ୍ରା କରିପାରିବେ । ଆସନ୍ତା ବର୍ଷ ଆଉ ଋଷ ଯିବା ଭିସାର ଆବଶ୍ୟକତା ପଡିବ ନାହିଁ । ଏନେଇ ଭାରତ ଏବଂ ଋଷ ମଧ୍ୟରେ ଆଲୋଚନା ସରିଥିବା ବେଳେ 2025 ସୁଦ୍ଧା ଏହା…