Browsing Category

Breaking News

ଯୁବପିଢ଼ିଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ରୋକିବାକୁ ପଦକ୍ଷେପ, ସବୁ କଲେଜ ଓ ବିଶ୍ବବିଦ୍ୟାଳୟରେ କରାଯିବ ସେଫ୍‌ କ୍ୟାମ୍ପେନ୍‌

 ଭୁବନେଶ୍ବର: ସେଫ୍‌ କ୍ୟାମ୍ପେନ୍‌ କରିବ ଉଚ୍ଚ ଶିକ୍ଷା ବିଭାଗ । ଏନେଇ ଆଜି ସୂଚନା ଦେଇଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ତେବେ ଗତ କିଛି ଦିନ ହେବ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆତ୍ମହତ୍ୟା ମାମଲା…

ବାବର ଆଜମଙ୍କ କମବ୍ୟାକ୍ ମାରିଲା ଫେଲ୍‌, ପାକିସ୍ତାନକୁ ୯୨ରେ ଅଲଆଉଟ୍ କରି ଇତିହାସ ରଚିଲା ୱେଷ୍ଟଇଣ୍ଡିଜ

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ଟିମକୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ତୃତୀୟ ଦିନିକିଆରେ ପରାଜୟର ଶିକାର ହେବାକୁ ପଡ଼ିଛି। ଏହି ହାରିବାରେ ପାକିସ୍ତାନ ତିନିଟିକିଆ ମ୍ୟାଚର ଦିନିକିଆ ସିରିଜ ୧-୨ରେ ହାରିଛି। ସେହିପରି…

(VIDEO) କାଫେରେ ବୟଫ୍ରେଣ୍ଡକୁ ପିଜ୍ଜା ଖୁଆଉଥିଲା ଭଉଣୀ, ଗୁଣ୍ଡାଙ୍କୁ ଧରି ପହଞ୍ଚିଗଲା ଭାଇ, ଆଉ ତା’ପରେ ଖାଲି କୋଥଳି

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ହାପୁଡ଼ରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକି ଦେଖିବା ପରେ ଲାଗିବ, ଏହା କୌଣସି ଫିଲ୍ମର ସିନ୍‌ଠାରୁ କମ୍ ନୁହେଁ। କିନ୍ତୁ ଏହା ଏକ ସତ ଘଟଣା ଅଟେ। ଏହା ଏକ ପିଜା କାଫେର ଅଟେ। ଏଠାରେ…

ବୁର୍ଲାରେ ରୋଗୀଙ୍କ ଆତ୍ମହତ୍ୟା ଉଦ୍ୟମ, କାରଣ ଅସ୍ପଷ୍ଟ

ସମ୍ବଲପୁର: ବୁର୍ଲା ଭୀମସାର ଛାତରୁ ଡେଇଁ ରୋଗୀଙ୍କ ଜୀବନ ହାରିବା ଉଦ୍ୟମ କରୁଥିଲେ। ଗୁରୁତର ଅବସ୍ଥାରେ କାଜୁଆଲିଟିରେ ଭର୍ତ୍ତି ହେଲେ ରୋଗୀ। ଗତକାଲି ନିଜ ତଣ୍ଟି କାଟି ଜୀବନ ହାରିବା ପାଇଁ କରିଥିଲେ ଉଦ୍ୟମ।…

ବଙ୍ଗୀୟ ଅଭିନେତ୍ରୀ ବାସନ୍ତୀ ଚାଟାର୍ଜୀଙ୍କ ୮୮ ବର୍ଷ ବୟସରେ ଦେହାନ୍ତ, ୧୦୦ ରୁ ଅଧିକ ଫିଲ୍ମରେ କରିଥିଲେ ଅଭିନୟ

ନୂଆଦିଲ୍ଲୀ: ପ୍ରସିଦ୍ଧ ବରିଷ୍ଠ ବଙ୍ଗୀୟ ଅଭିନେତ୍ରୀ ବାସନ୍ତୀ ଚାଟାର୍ଜୀ ଆଉ ଏହି ଦୁନିଆରେ ନାହାନ୍ତି । ମଙ୍ଗଳବାର ରାତିରେ ସେ କୋଲକାତାସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଅଭିନେତ୍ରୀଙ୍କ ବିୟୋଗ…

ପୁଣି ଆତ୍ମହତ୍ୟା; ଘରୁ ମିଳିଲା ନବମ ଶ୍ରେଣୀ ଝିଅର ଝୁଲନ୍ତା ମୃତଦେହ

ପଟ୍ଟାମୁଣ୍ଡାଇ: ନବମ ଶ୍ରେଣୀ ଝିଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ପଟ୍ଟାମୁଣ୍ଡାଇଠାରେ ଘଟିଯାଇଛି ଏଭଳି ଘଟଣା। ପଟ୍ଟାମୁଣ୍ଡାଇ ବାଳିକା ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ହୋଇଥିବାବେଳେ ଘରେ ଝୁଲନ୍ତା ଅବସ୍ଥାରେ…

ତ୍ରିକୋଣୀୟ ପ୍ରେମ: ୩୦ ବର୍ଷର ବନ୍ଧୁତାରେ ଲାଗିଲା ରକ୍ତ ଛିଟା, ଜାଣନ୍ତୁ କିଏ ବଞ୍ଚିଲା.. କିଏ ମଲା

ନୂଆଦିଲ୍ଲୀ: ବେଙ୍ଗାଲୁରୁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଏଠାରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପିଲାଦିନର ବନ୍ଧୁ ହତ୍ୟା କରିଛନ୍ତି ଏବଂ ହତ୍ୟା ପଛର କାରଣ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। 30 ବର୍ଷର…

ସୃଷ୍ଟି ହେଲା ଲଘୁଚାପ, ୧୫ ଯାଏଁ ପ୍ରବଳ ଛେଚିବ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। କେନ୍ଦ୍ରୀୟ ବଙ୍ଗୋପସାଗର ଉପର ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହାର ପ୍ରଭାବରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ…

ସରକାରଙ୍କୁ ଠକି BPL ଚାଉଳ ଖାଉଥିଲେ ଜମିଦାର, ଗାଁର ୬୩ ପରିବାରଙ୍କ ପାଖରେ ହେକ୍ଟର ହେକ୍ଟର ଜମି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଭୋପାଳର ନଲଖେଡ଼ା ଗାଁରେ ୨୪୦ ପରିବାର ବିପିଏଲ ବର୍ଗର ବୋଲି ଦର୍ଶାଯାଇଥିଲା। ଏମାନଙ୍କୁ ବିପିଏଲ ରାସନ କାର୍ଡ ଆଧାରରେ ରାସନ ମଧ୍ୟ ଦିଆଯାଉଥିଲା। ସାରା ଗାଁ ବିପିଏଲ ଶ୍ରେଣୀରେ ଥିବାରୁ…

ଆଜି ବୁଧବାରରେ ବି ବନ୍ଦ ରହିବ ସମସ୍ତ ବ୍ୟାଙ୍କ, ଏହି ସପ୍ତାହରେ ଲଗାତାର ୩ ଦିନ ରହିବ ଛୁଟି

ନୂଆଦିଲ୍ଲୀ: ବୁଧବାର, ଅଗଷ୍ଟ ୧୩ ତାରିଖରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ଏବଂ କୌଣସି ପ୍ରକାରର କାମ ହେବ ନାହିଁ। ବ୍ୟାଙ୍କ ବନ୍ଦ ହେଲେ ସାଧାରଣ ଗ୍ରାହକମାନେ ବ୍ୟାଙ୍କକୁ ଯିବା ପାଇଁ ଥିବା ସମସ୍ତ କାମ କରିପାରିବେ ନାହିଁ।…