Browsing Category
ବାଣିଜ୍ୟ
ଏଆଇ ଆଣିବ ନୂତନ ଚାକିରିର ସୁଯୋଗ: ଟିଏମସି ନେତାଙ୍କ ପ୍ରଶ୍ନରେ ଶ୍ରମମନ୍ତ୍ରୀ ରଖିଲେ ଜବାବ ପଢନ୍ତୁ ପୁରା ଖବର
ଭୁବନେଶ୍ୱର: AI ନୂତନ ଚାକିରିର ସୁଯୋଗ ସୃଷ୍ଟି କରିବ। ଏଆଇ ପାଇଁ କେହି ବି ଚାକିରି ହରାଇବେ ନାହିଁ। ଲୋକସଭାରେ ଅଲ ଇଣ୍ଡିଆ ତ୍ରୁଣମୂଳ କଂଗ୍ରେସର କଲ୍ୟାଣ ବାନାର୍ଜୀ ଉଠାଇଥିବା ପ୍ରଶ୍ନରେ ମାଣ୍ଡଭିଆ ଏଭଳି କହିଛନ୍ତି।…
Microsoft ର ଅଫିସ ଏବଂ କ୍ଲାଉଡ ସର୍ଭିସରେ ପୁଣି ସମସ୍ୟା, ଚିନ୍ତାରେ ଲକ୍ଷ ଲକ୍ଷ ୟୁଜର୍ସ
ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ଆଜି ପୁଣିଥରେ କିଛି ଅଫିସ ଆପ୍ଲିକେସନ ଏବଂ କ୍ଲାଉଡ ସେବାଗୁଡିକରେ ସମସ୍ୟା ଦେଖାଯିବାର ସୂଚନା ଦେଇଛି । କମ୍ପାନୀ ନିଜ ଆଜୁର କ୍ଲାଉଡ ସେବାଗୁଡିକର ପ୍ରବେଶ ଉପରେ ନଜର ରଖିବା ପାଇଁ ଡିଜାଇନ…
ଏଣିକି ଘର ତିଆରି କରିବା ଆହୁରି ସହଜ: ଲୁହା ରଡ ଓ ସିମେଣ୍ଟ ବସ୍ତା ହେଲା ଶସ୍ତା, ଦେଖନ୍ତୁ ଆପଣଙ୍କ ସହରର ରେଟ୍
ନୂଆଦିଲ୍ଲୀ: ପ୍ରତି ବର୍ଗଫୁଟ ନିର୍ମାଣ ମୂଲ୍ୟ ଅନେକ କାରକ ଉପରେ ନିର୍ଭର କରେ । ଯେପରିକି ସ୍ଥାନ, ନିର୍ମାଣର ଗୁଣ, ବ୍ୟବହୃତ ସାମଗ୍ରୀ ଏବଂ ଶ୍ରମିକମାନଙ୍କର ବେତନ । ବଜାରରେ ବିମୁଦ୍ରାକରଣ ହେତୁ ଲୁହା ଏବଂ ସିମେଣ୍ଟର…
ଅଗଷ୍ଟରେ ୩୦୦ ଟଙ୍କା ଶସ୍ତାରେ ମିଳିବ ଏଲପିଜି ସିଲିଣ୍ଡର, ଆସନ୍ତା ୮ ମାସ ପାଇଁ ଖୁସି ଖବର
ନୂଆଦିଲ୍ଲୀ: ଅଗଷ୍ଟ ମାସ ଆରମ୍ଭ ହେବାକୁ ଯାଉଛି । ଏହି ମାସରେ କୋଟି କୋଟି ଲୋକ ସାଧାରଣ ଗ୍ରାହକଙ୍କ ତୁଳନାରେ ପୁଣି ଥରେ ଶସ୍ତା ଏଲପିଜି ସିଲିଣ୍ଡର ପାଇବେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗ୍ରାହକମାନେ ଆସନ୍ତା ଆଠ ମାସ…
ଏଣିକି ଏକସାଙ୍ଗରେ ତିନୋଟି ରାଇଡ କରିପାରିବେ ବୁକ୍, Uber ଭାରତରେ ଲଞ୍ଚ କଲା ନୂଆ ସର୍ଭିସ
ନୂଆଦିଲ୍ଲୀ: କ୍ୟାବ ବୁକିଙ୍ଗ ଆପ ଉବେର ଭାରତରେ Concurrent Rides ନାମକ ଏକ ନୂଆ ଫିଚର ଲଞ୍ଚ କରିଛି । ଏହି ଫିଚର୍ସ ଜରିଆରେ ୟୁଜର୍ସ ଏକସଙ୍ଗରେ ତିନୋଟି ରାଇଡ ବୁକ କରିପାରିବ । ୟୁଜର ଏହି ଫିଚରର ବ୍ୟବହାର କରି…
ହ୍ୱାଟସଆପରୁ ଗାଏବ୍ ହୋଇଗଲା ‘ବ୍ଲୁ ସର୍କଲ’! ନୂଆ ଫିଚର ଦେଖି ୟୁଜର୍ସ ଚକିତ
ନୂଆଦିଲ୍ଲୀ: ହ୍ୱାଟସଆପର ପ୍ୟାରେଣ୍ଟ କମ୍ପାନୀ ମେଟା ପକ୍ଷରୁ ମେଟା ଏଆଇ ବ୍ଲୁ ରିଙ୍ଗକୁ ହଟାଇ ଦିଆଯାଇଛି । ହ୍ୱାଟସଆପରେ କିଛିଦିନ ଧରି ଏକ ନୀଳ ରଙ୍ଗର ସର୍କଲ ଦେଖିବାକୁ ମିଳୁଥିଲା । ଲୋକଙ୍କ ପାଇଁ ତାହା ଏକ ବଡ଼…
ଆଜି ବିଧାନସଭା ଅଧିବେଶନର ସପ୍ତମ ଦିନ, ପ୍ରଶ୍ନକାଳରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ ହୋଇପାରେ
ଭୁବନେଶ୍ୱର: ଆଜି ବିଧାନସଭା ଅଧିବେଶନର ସପ୍ତମ ଦିନ । ଆଜି ପ୍ରଶ୍ନକାଳ ସ୍ୱାଭାବିକ ରହିପାରେ କିନ୍ତୁ ଶୂନ୍ୟ କାଳରେ ସରଗରମ ରହିବାରେ ବିଧାନସଭା । ସୋମବାର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କଂଗ୍ରେସ ସ୍ୱାଧିକାର ଭଙ୍ଗ…
ପତଞ୍ଜଳି ଆୟୁର୍ବେଦ ଉପରେ ୪ କୋଟି ଟଙ୍କାର ଜରିମାନା ଲଗାଇଲେ ବମ୍ବେ ହାଇକୋର୍ଟ
ମୁମ୍ୱାଇ: ପତଞ୍ଜଳି ଆୟୁର୍ବେଦ ଉପରେ ବମ୍ବେ ହାଇକୋର୍ଟ ୪ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି । ଅଗଷ୍ଟ ୨୦୨୩ରେ ଦିଆଯାଇଥିବା ଆଦେଶକୁ ଅବମାନନା କରିଥିବାରୁ ବମ୍ବେ ହାଇକୋର୍ଟ ଏହି ଜରିମାନା ଲଗାଇଛନ୍ତି । ବମ୍ବେ…
ଫ୍ଲାଇଟରେ ଆରମ୍ଭ ହେବ ମାଗଣା WiFi ସେବା ! ଜାଣନ୍ତୁ କେଉଁ ଫ୍ଲାଇଟରେ ଯାତ୍ରୀଙ୍କୁ ମିଳୁଛି ଏହି ସୁବିଧା
ନୂଆଦିଲ୍ଲୀ: ଟାଟା ଏବଂ ସିଙ୍ଗାପୁର ଏୟାରଲାଇନ୍ସର ଜଏଣ୍ଟ ଭେନ୍ଚର ଏୟାରଲାଇନ୍ସ Vistara ଏହାର ସମସ୍ତ ଯାତ୍ରୀଙ୍କୁ ମାଗଣା WiFi ସେବା ପ୍ରଦାନ କରିବ । Vistara ଏହାର ଆନ୍ତର୍ଜାତୀୟ ଉଡ଼ାଣ ପାଇଁ ଯାତ୍ରୀଙ୍କୁ ମାତ୍ର…
ଆଇଟିଆର ଦାଖଲ କରିବାର ଅନ୍ତିମ ତିଥି: ଯଦି ଆପଣ ଏହିବର୍ଷ ୩୧ ଜୁଲାଇ ପର୍ଯ୍ୟନ୍ତ ରିଟର୍ଣ୍ଣ ଦାଖିଲ ବନ କି ପାରିଲେ ତେବେ କ’ଣ ହେବ?
ଓଡିଶା ଭାସ୍କର: ଏହିବର୍ଷ ଆୟକର ରିଟର୍ଣ୍ଣ ( ଆଇଟିଆର ) ଦାଖିଲ କରିବାର ଅନ୍ତିମ ତିଥି ୩୧ ଜୁଲାଇ ରହିଛି । ଯଦି ସମୟ ସୀମା ମଧ୍ୟରେ ଏହା ଦାଖଲ ନ କରାଯାଏ, ତେବେ ତାହାର ଗମ୍ଭୀର ପରିଁଣାମ କ’ଣ ରହିବ ତାହାବାବଦରେ ଲୋକେ…