Browsing Category

ବାଣିଜ୍ୟ

ଏକ୍ସର ମାଲିକ ଏଲନ ମସ୍କଙ୍କ ବଡ଼ ଘୋଷଣା; ଟ୍ୱିଟରର ଐତିହାସିକ ଅଫିସ ହେବ ବନ୍ଦ

ନୂଆଦିଲ୍ଲୀ: ଏଲନ ମସ୍କ ଏକ୍ସକୁ ନେଇ ଆଉ ଏକ ନିଷ୍ପତ୍ତି ନେଇଛନ୍ତି । ଯେଉଁ ଅଫିସରେ ଟ୍ୱିଟର ଅଗ୍ରଗତି କରିଛି ସେହି ଅଫିସକୁ ବର୍ତ୍ତମାନ ବନ୍ଦ କରାଯିବ । ସୋସିଆଲ ମିଡିଆ କମ୍ପାନୀ ନିଜର ସାନ୍ ଫ୍ରାନ୍ସିସ୍କୋରେ ଥିବା…

ଏସବିଆଇକୁ ମିଳିଲା ନୂତନ ଅଧ୍ୟକ୍ଷ, ଚଲ୍ଲା ଶ୍ରୀନିବାସୁଲୁ ଶେଟ୍ଟୀ ସମ୍ଭାଳିବେ ଦାୟିତ୍ୱ

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ ନୂଆ ଚେୟାରମ୍ୟାନ ମିଳିଛି । ସରକାର ମଙ୍ଗଳବାର ଦିନ ଚଲ୍ଲା ଶ୍ରୀନିବାସୁଲୁ ଶେଟ୍ଟୀଙ୍କୁ ଏହି ପଦବୀ ପାଇଁ ଚୟନ କରିଛନ୍ତି । ତାଙ୍କର କାର୍ଯ୍ୟକାଳ ୨୮ ଅଗଷ୍ଟରୁ ୩ ବର୍ଷ…

୧୦୭ ଟଙ୍କାରେ ଶସ୍ତା ପ୍ଲାନ ଦେଉଛି BSNL: ୩୫ ଦିନ ପର୍ଯ୍ୟନ୍ତ ମିଳିବ ଏହିସବୁ ସୁବିଧା

ଓଡ଼ିଶା ଭାସ୍କର: ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀ ଭିତରୁ ଗୋଟିଏ ହେଉଛି ବିଏସଏନଏଲ । ୟୁଜରମାନଙ୍କୁ ଶସତା ରିଚାର୍ଜ ପ୍ଲାନ ଦେଉଥିବା ଏକମାତ୍ର ସରକାରୀ ଟେଲିକମ୍ କମ୍ପାନୀ ଭାବରେ ରହିଛି ବିଏସଏନଏଲ । ଦେଶର ବିଭିନ୍ନ…

ଏଣିକି ‘ଆଖୁରସ’ରେ ଚାଲିବ କାର୍! ଦରକାର ନାହିଁ ପେଟ୍ରୋଲ-ଡିଜେଲ: ଟାଟା ତିଆରି କରୁଛି ନୂଆ ପ୍ଲାନ

ନୂଆଦିଲ୍ଲୀ: କାର ଏବଂ ବାଇକ ଚାଳକ ମାନଙ୍କ ମୁଣ୍ଡରୁ ଖୁବଶୀଘ୍ର ହଟିବ ପେଟ୍ରୋଲ-ଡିଜେଲ ଚିନ୍ତା । କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏ ନେଇ ବଡ଼ ଘୋଷଣା କରିଛନ୍ତି । ୧୦୦ ପ୍ରତିଶତ ଇଥାନଲରେ ଚାଲୁଥିବା କାର ଏବଂ…

ଆଖି ପିଛୁଳାକେ କାଙ୍ଗାଳ କରିପାରେ Income Tax Dueର ଏହି ମେସେଜ୍, ପୋଲିସ ଦେଲା ଚେତାବନୀ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ସାଇବର ଠକମାନେ ଇନକମ୍ ଟ୍ୟାକ୍ସ ଡ୍ୟୁ’ର ମେସେଜ୍ ପଠାଇ ଲୋକଙ୍କୁ ଠକିବା କରିବା ଆରମ୍ଭ କରି ଦେଇଛନ୍ତି । ଲୋକମାନେ ଭାବନ୍ତି ଯେ ଏହି ମେସେଜ୍ ଆୟକର ବିଭାଗରୁ ଆସୁଛି, କିନ୍ତୁ ତାହା…

ପୁଣି କ୍ରେଡିଟ୍ କାର୍ଡ ନିୟମ ବଦଳାଇଲା HDFC ବ୍ୟାଙ୍କ : ସେପ୍ଟେମ୍ବର ୧ ରୁ ହେବାକୁ ଯାଉଛି ଏହି ପରିବର୍ତ୍ତନ

ନୂଆଦିଲ୍ଲୀ : ଏଚଡିଏଫସି ବ୍ୟାଙ୍କର କ୍ରେଡିଟ୍ କାର୍ଡଗୁଡିକ ବହୁତ ଲୋକପ୍ରିୟ । ତେବେ ବ୍ୟାଙ୍କ ବର୍ତ୍ତମାନ ଏହାର କ୍ରେଡିଟ କାର୍ଡ ରିୱାର୍ଡ ପୋଗ୍ରାମରେ ଅନେକ ପରିବର୍ତ୍ତନ କରିବାକୁ ଯାଉଛି । ସେପ୍ଟେମ୍ବର ୧ ରୁ ଏହି…

ପୁଣି ଶସ୍ତା ହୋଇଗଲା ସୁନା ଏବଂ ରୂପା, ଜାଣନ୍ତୁ ଆଜି ୧୦ ଗ୍ରାମ ୨୨ କ୍ୟାରେଟ୍ ଗୋଲ୍ଡ ରେଟ୍ କେତେ

ନୂଆଦିଲ୍ଲୀ: ଆଜି (ଅଗଷ୍ଟ ୦୬, ୨୦୨୪) ଭାରତୀୟ ବୁଲିଅନ୍ ବଜାରରେ ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିଛି । ତେବେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୮ ହଜାରରୁ ଅଧିକ ରହିଛି । ଏଥି ସହିତ ରୂପା ମୂଲ୍ୟ କିଲୋଗ୍ରାମ ପିଛା ୭୮…

ଗୁଗୁଲକୁ ବଡ ଝଟକା! ଆମେରିକାରେ ମକଦ୍ଦମା ହାରିଗଲା ଟେକ୍ କମ୍ପାନୀ, କୋଟି କୋଟି ଲୋକଙ୍କ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ: ଗୁଗୁଲ୍ ଏପରି ଏକ ଝଟକା ଦେଇଛି ଯାହାର ମୁଖ୍ୟ ପ୍ରଭାବ କେବଳ ଏହି ଟେକ୍ନୋଲୋଜି କମ୍ପାନୀ ଉପରେ ନୁହେଁ ବରଂ କୋଟି କୋଟି ଲୋକଙ୍କ ଉପରେ ମଧ୍ୟ ପଡ଼ିବ । ଆମେରିକାରେ ଚାଲିଥିବା ଆଣ୍ଟିଟ୍ରଷ୍ଟ ମାମଲାରେ ବିଶ୍ୱର…

ଇଣ୍ଡିଗୋରେ ଆରମ୍ଭ ହେଲା ବିଜନେସ କ୍ଲାସ, ୧୨ ରୁଟରେ ମିଳିବ ସର୍ଭିସ, ଓବେରୋଇ ହୋଲେରୁ ଆସିବ ଖାଇବା

ନୂଆଦିଲ୍ଲୀ: ଦେଶରେ ନମ୍ବର ୱାନ ଏୟାରଲାଇନ ଇଣ୍ଡିଗୋକୁ ଭାରତରେ ୧୮ ବର୍ଷ ପୁରା ହେବାକୁ ଯାଉଛି । ଏହି ସୁଯୋଗରେ ଇଣ୍ଡିଗୋ ୧୨ ରୁଟରେ ବିଜନେସ କ୍ଲାସ ସର୍ଭିସେଜ ଇଣ୍ଡିଗୋ ଷ୍ଟ୍ରେଚ ଆରମ୍ଭ ହେବାର ନିଷ୍ପତ୍ତି ନେଇଛି ।…

ବହୁ ପ୍ରତିକ୍ଷାର ଘଟିଲା ଅନ୍ତ: ବିଏସଏନଏଲ ଦେଲା ସାରା ଭାରତକୁ ୫ଜି ସେବା , C-DOTରେ ହେଲା ପ୍ରଥମ ପରୀକ୍ଷଣ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଏସଏନଏଲ ୫ଜିର ପରୀକ୍ଷଣ କରିଛନ୍ତି ଏବଂ କମ୍ପାନୀ ଏଥିରେ ସଫଳତା ପାଇଛି । ସାରା ଭାରତରେ ବିଏସଏନଏଲ ୫ଜିକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।…