Browsing Category

ବାଣିଜ୍ୟ

ଯେଉଁ କମ୍ପାନୀ ଯୋଗୁଁ ଠପ୍ ହୋଇଗଲା ଦୁନିଆ, ଗୋଟିଏ ଝଟକାରେ ତାହାର ୭୩,୦୦୦ କୋଟି ଟଙ୍କା କ୍ଷତି!

ନୂଆଦିଲ୍ଲୀ: ଆମେରିକାର ସାଇବର ସିକ୍ୟୁରିଟି କମ୍ପାନୀ କ୍ରାଉଡ୍ ଷ୍ଟ୍ରାଇକ୍ ଶୁକ୍ରବାର ଠାରୁ ଚର୍ଚ୍ଚାରେ ଅଛି, କାରଣ ଏହା ସେହି ସମାନ କମ୍ପାନୀ ଯାହାର ଖରାପ ସଫ୍ଟୱେର୍ ଅପଡେଟ୍ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି ।…

କେତେ ଧନୀ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନଡେଲା? ସଂପତ୍ତି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଟେକ କମ୍ପାନୀ ମାଇକ୍ରୋସଫ୍ଟର ସର୍ଭରରେ ଆସିଥିବା ଅସୁବିଧା ସାରା ଦୁନିଆକୁ ଦୋହଲାଇ ଦେଇଛି । ଏହି ଅସୁବିଧାକୁ ନେଇ ସିଇଓ ସତ୍ୟା ନଡେଲା କହିଛନ୍ତି ଯେ, ଏକ୍ସରେ ନଡେଲା କହିଛନ୍ତି ଯେ, ଆମେ ଏହି ପ୍ରସଙ୍ଗରେ…

Union Budget 2024: ଆୟକର କ୍ଷେତ୍ରରେ ୭ଟି ବଡ଼ ଆଶ୍ୱସ୍ତି ମିଳିବାର ସମ୍ଭାବନା ଅଧିକ, ଜୁଲାଇ ୨୩ରେ ବଡ଼ ଘୋଷଣା କରିପାରନ୍ତି ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ ୨୦୨୪ ଆଗତ କରିବେ । ଏହି ବଜେଟ ଉପରେ ଏବେ ସାରା ଦେଶବାସୀଙ୍କ ନଜର ରହିଛି । ତେବେ ଏଥର ଅର୍ଥମନ୍ତ୍ରୀ ୭ଟି ଇନକମ୍ ଟ୍ୟାକ୍ସ ରିଲିଫ୍…

ସ୍ଥାୟୀ ଜମାରେ ୯.୬ ପ୍ରତିଶତ ସୁଧ ପାଆନ୍ତୁ: ଦେଶର ୧୦ଟି ବ୍ୟାଙ୍କ ପକ୍ଷରୁ ବଡ଼ ଘୋଷଣା

ନୂଆଦିଲ୍ଲୀ: ଆଜିର ସମୟରେ ସମସ୍ତେ କମ୍ ନିବେଶରେ, କମ୍ ସମୟରେ ଅଧିକ ରିଟର୍ଣ୍ଣ ପାଇବାକୁ ଚାହାନ୍ତି । ତେବେ ଏଭଳି ସ୍ଥିତିରେ ଗ୍ରାହକଙ୍କ ପାଖରେ ଶେୟାର ବଜାର, ସୁନା ନିବେଶ, ମ୍ୟୁଚୁଆଲ ଫଣ୍ଡ, ରିକରିଂ ଡିପୋଜିଟ୍,…

Microsoft ଅଚଳରେ ଦୋହଲିଗଲା ସାରା ସିଷ୍ଟମ, ହେଲେ ପ୍ରଭାବିତ ହେଲାନି ଇଣ୍ଡିଆନ ରେଲୱେ, ଜାଣନ୍ତୁ

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟରେ ତ୍ରୁଟି ସାରା ଦୁନିଆର ୟୁଜର୍ସଙ୍କୁ ପ୍ରଭାବିତ କରିଛି । ଏହାର ପ୍ରଭାବ ଏୟାରଲାଇନ୍ସ, ଯୋଗାଯୋଗ ସେବା, ବ୍ୟାଙ୍କ ଏବଂ ମିଡିଆ ସଂସ୍ଥାମାନଙ୍କୁ ଉପରେ ପଡିଛି । ଏୟାରଲାଇନ୍ସ ଏବଂ ବିମାନବନ୍ଦର…

ବିଏସ୍‌ଏନ୍‌ଏଲ୍‌ ଦମଦାର ଅଫର: ଆପଣାନ୍ତୁ ଏହି ପ୍ଲାନ

ଆପଣ ଯଦି ବିଏସ୍‌ଏନ୍‌ଏଲ୍‌ ସିମର ବ୍ୟବହାର କରୁଛନ୍ତି ଏବଂ ଆପଣ କମ ଡାଟା କିନ୍ତୁ ଅଧିକ କଲିଂ ଚାହୁଁଛନ୍ତି । ତେବେ ବିଏସ୍‌ଏନ୍‌ଏଲ୍‌ର ୧୯୭ ପ୍ଲାନ ଆପଣାନ୍ତୁ । ବିଏସ୍‌ଏନ୍‌ଏଲ୍‌ର ଏହି ପ୍ଲାନରେ କମ୍ପାନୀ ଆପଣଙ୍କୁ କମ…

Microsoft ସଂକଟରେ ସାରା ଦୁନିଆ: ଶହ ଶହ ବିମାନ ରଦ୍ଦ କଲା ‘Indigo’… ଜାଣନ୍ତୁ ରିପୋର୍ଟ

ନୂଆଦିଲ୍ଲୀ: ‘Microsoft’ର ସଂକଟରେ ଏବେ ସାରା ଦୁନିଆ ପ୍ରଭାବିତ ହେଉଥିବା ଦେଖାଦେଇଛି । ଏହାର ପ୍ରଭାବରେ ଭାରତୀୟ ଏୟାରଲାଇନ୍ସ ‘Indigo’ ଦେଶରେ ନିଜର ପ୍ରାୟ ୨୦୦ ବିମାନ ରଦ୍ଦ କରିଛି । ଗ୍ଲୋବାଲ ସିଷ୍ଟମ ଏହାର…

(Photos) ବିଶ୍ୱର ସବୁଠୁ ବଡ଼ ସୁନାମୁଦି… ଓଜନ-ମୂଲ୍ୟ ଜାଣିଲେ ଉଡ଼ିଯିବ ହୋସ୍: କେଉଁଠି ଅଛି?

ନୂଆଦିଲ୍ଲୀ: ସୁନାର ଚମକ ସମସ୍ତଙ୍କୁ ବେଶ୍ ଆକର୍ଷିତ କରିଥାଏ । କିନ୍ତୁ ଅନେକ କିଛି ସୁନାର ଜିନିଷ ରହିଛି, ଯାହାକୁ କିଣିବା ସମସ୍ତଙ୍କ ପକ୍ଷରେ ସମ୍ଭବ ହୋଇପାରେ ନାହିଁ । ଆଉ କିଛି ସୁନା ବିକ୍ରି ହେବା ମଧ୍ୟ ସମ୍ଭବ…

ମାଇକ୍ରୋସଫ୍ଟକୁ ୨୩ ବିଲିୟନ ଡଲାର କ୍ଷତି, ଲାଗିଲା ବଡ ଝଟକା, ବିଶ୍ୱର ବିଭିନ୍ନ କମ୍ପାନୀ ଉପରେ ପଡିଲା ଆଇଟି ଆଉଟରେଜର ପ୍ରଭାବ

ଓଡିଶା ଭାସ୍କର: ଆଇଟିର ହିରୋ କୁହାଯାଉଥିବା ମାଇକ୍ରୋସଫ୍ଟକୁ ଆଇଟି ସିଷ୍ଟମ କ୍ରେଶ କାରଣରୁ ଏକ ବଡ ଅସୁବିଧାର ସାମ୍ନା କରିବାକୁ ପଡିଛି । ଫଳରେ ତାହାର ସେୟାର ପ୍ରାୟ ୦.୭୧ ପ୍ରତିଶତ କମିଛି । ଏହି କ୍ରେଶ କାରଣରୁ…

BoAt ଲଞ୍ଚ୍ କଲା ନୂଆ ସ୍ମାର୍ଟ ରିଂଗ୍‌, ରହିଛି ଜବରଦସ୍ତ ଫିଚର, ମୂଲ୍ୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ନିକଟରେ ସାମସଙ୍ଗ୍ ଏହାର ଏବକ୍ଷବଙ୍ଘଚ୍ଚ ଜସଦ୍ଭଶ ଲଞ୍ଚ୍ କରିଥିଲା । ଏହାର ମୂଲ୍ୟ ପ୍ରାୟ ୩୩ ହଜାର ଟଙ୍କା ଥିଲା । ଏଥିମଧ୍ୟରେ BoAt ବି ଏକ Smart Ring Active ଲଞ୍ଚ୍ କରିଛି । କୁହାଯାଉଛି ଏହା ହେଉଛି…