Browsing Category

ବାଣିଜ୍ୟ

ସୁନାକୁ ଅନଲାଇନରେ କେମିତି କରିବେ ନିବେଶ, ସବୁଠୁ ଭଲ ଅପ୍‌ସନ୍ କ’ଣ, ଜାଣନ୍ତୁ ଏହି ଟ୍ରେଣ୍ଡିଙ୍ଗର ଫାଇଦା

ନୂଆଦିଲ୍ଲୀ: ନିବେଶକଙ୍କ ପାଇଁ ସୁନା ସର୍ବଦା ସୁରକ୍ଷିତ ବୋଲି କୁହାଯାଇଥାଏ। ହେଲେ ବର୍ତ୍ତମାନ ଏହା ଜରୁରୀ ନୁହେଁ ଯେ, ଆପଣ ସୁନା କିଣି ତାକୁ ନିବେଶ କରିବେ। ଆଜିକାଲି ଆପଣ ସୁନାରେ ଅନଲାଇନ ନିବେଶ କରିପାରିବେ। ଏହା…

SBI ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା, ଏହି ତାରିଖରେ ବନ୍ଦ ରହିବ ATM, UPI, IMPS, NEFT ସେବା

ନୂଆଦିଲ୍ଲୀ: ଦେଶର କୋଟି କୋଟି ସାଧାରଣ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର ଆସୁଛି। ଏହି ମାସର ୧୬ ତାରିଖରେ ଆପଣ ATM ରୁ ଟଙ୍କା ଉଠାଇପାରିବେ ନାହିଁ କିମ୍ବା UPI ମାଧ୍ୟମରେ କୌଣସି କାରବାର କରିପାରିବେ ନାହିଁ।…

ମାଲାମାଲ କରିବ ପୋଷ୍ଟ ଅଫିସର ଏହି ସ୍କିମ୍, ପ୍ରତି ମାସରେ ହାତକୁ ଆସିବ ୨୦,୫୦୦ ଟଙ୍କା

ନୂଆଦିଲ୍ଲୀ: ଅବସର ପରେ ନିୟମିତ ଆୟ ଖୋଜିବା ଏକ ବଡ଼ ଚ୍ୟାଲେଞ୍ଜ। ପୋଷ୍ଟ ଅଫିସ୍‌ର ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା (SCSS) ଏକ ସମାଧାନ ପ୍ରଦାନ କରିବ ଯାହା କେବଳ ଆପଣଙ୍କ ଆୟକୁ ନିୟମିତ ରଖେ ନାହିଁ ବରଂ ଆପଣଙ୍କ…

ରୁଷ୍‌ରେ ଭାରତୀୟଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ: ୨୦୨୫ ଶେଷ ସୁଦ୍ଧା ୧୦ ଲକ୍ଷ ଲୋକଙ୍କୁ ମିଳିବ ନିଯୁକ୍ତି

ରୁଷ୍‌ରେ ଚାଲୁଥିବା ୟୁକ୍ରେନ ଯୁଦ୍ଧ ହେତୁ ଶ୍ରମିକଙ୍କ ତୀବ୍ର ଅଭାବ ଦେଖାଦେଇଛି। ଏହି ଅଭାବକୁ ପୂରଣ କରିବା ପାଇଁ ରୁଷ୍‌ ସରକାର ୨୦୨୫ ଶେଷ ସୁଦ୍ଧା ଭାରତରୁ ପ୍ରାୟ ୧୦ ଲକ୍ଷ ଶ୍ରମିକଙ୍କୁ ନିଯୁକ୍ତି ଦେବାର ଯୋଜନା…

ଭାରତ ସରକାରଙ୍କ ନୂଆ ନିଷ୍ପତ୍ତିରୁ କମିପାରେ ବିଦ୍ୟୁତ ମୂଲ୍ୟ, ଥର୍ମାଲ ପାୱାର ପ୍ଲାଣ୍ଟ ପାଇଁ ନୂଆ ନିୟମ ଲାଗୁ

ନୂଆଦିଲ୍ଲୀ : ଭାରତ ସରକାର କୋଇଲା ଆଧାରିତ ଥର୍ମାଲ ପାୱାର ପ୍ଲାଣ୍ଟଗୁଡ଼ିକ ପାଇଁ ନୂଆ ନିୟମ ଜାରି କରିଛନ୍ତି, ଯାହା ଦେଶରେ ବିଦ୍ୟୁତ ମୂଲ୍ୟ କମାଇବାରେ ସହାୟକ ହୋଇପାରେ। ଏହି ନିୟମ ଅନୁସାରେ, ସଲଫର ଡାଇଅକ୍ସାଇଡ୍…

ଆଜି ୫ ହଜାର ଟଙ୍କା ମହଙ୍ଗା ହେଲା ରୂପା, ସୁନା ବି ବଢିଲା, ଜାଣନ୍ତୁ ତାଜା ରେଟ୍‌

ନୂଆଦିଲ୍ଲୀ: ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ରୂପା ଦର ୫ ହଜାର ଟଙ୍କା ବୃଦ୍ଧି ଘଟିଛି। ଏହା ବୃଦ୍ଧି ପରେ ରୂପା ଦର ବର୍ତ୍ତମାନ କିଲୋଗ୍ରାମ ପିଛା ୧,୧୫,୦୦୦ ଟଙ୍କାରେ ପହଞ୍ଚିଛି। ଅଖିଳ ଭାରତୀୟ ସରଫା ସଂଘ ଏହି ସୂଚନା…

୪୪ ଲକ୍ଷ ସରକାରୀ କର୍ମଚାରୀଙ୍କ ଦରମାରେ ବଡ଼ ବୃଦ୍ଧି, କେବେଠୁ ମିଳିବ ବର୍ଦ୍ଧିତ ଦରମା ? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ : କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ୮ମ ବେତନ ଆୟୋଗର ଗଠନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ରୀୟ କ୍ୟାବିନେଟ୍ ୨୦୨୫ ଜାନୁଆରୀ ୧୬ରେ…

ପରିବାରେ ଲାଗିଛି କରେଣ୍ଟ, ଆକାଶ ଛୁଇଁଲା ଦର

ଭୁବନେଶ୍ୱର: ବର୍ତ୍ତମାନ ବର୍ଷା ଋତୁ ଚାଲିଛି। ଏଥିପାଇଁ ପରିବା ଦର ଆକାଶ ଛୁଇଁଛି। ସବୁ ପରିବା ଦର କିଲୋଗ୍ରାମ ପିଛା ୭୦-୮୦ ଟଙ୍କା ଉପରେ। କେଉଁ ପରିବା ଦର ୫୦ ତଳକୁ ନାହିଁ। ଏଥିସହ ଖୁଚୁରା ବ୍ୟବସାୟୀ ପରିବାକୁ…

ଖୁସି ଖବର: ଛୋଟ କୃଷକଙ୍କ ପାଇଁ RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ : ଦେଶରେ ଅନେକ କୃଷକଙ୍କ ପାଖରେ ଚାଷ ପାଇଁ ନିବେଶ କରିବାର ଆର୍ଥିକ ସାମର୍ଥ୍ୟ ନଥାଏ। ଏପରି ସ୍ଥିତିରେ ସେମାନେ ଋଣ ନେଇ ଚାଷ କରିବାକୁ ଚାହାଁନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)…

Gold Prices: ରିପୋର୍ଟରେ ଖୁଲାସା, ସୁନା ମୂଲ୍ୟରେ ହୋଇପାରେ ବଡ଼ ହ୍ରାସ

ନୂଆଦିଲ୍ଲୀ: ବିଶ୍ୱ ଗୋଲ୍ଡ କାଉନସିଲ୍ ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ ଯଦି ସାରା ବିଶ୍ୱରେ ରାଜନୈତିକ ଏବଂ ବାଣିଜ୍ୟିକ ବିପଦ ହ୍ରାସ ପାଏ, ତେବେ ମଧ୍ୟବର୍ତ୍ତୀକାଳୀନ ସୁନା ମୂଲ୍ୟ ହ୍ରାସ ପାଇପାରେ । ରିପୋର୍ଟରେ…