Browsing Category

ବାଣିଜ୍ୟ

ବୃଦ୍ଧି ପାଇଲା ବାଣିଜ୍ୟିକ ଏଲପିଜି ଗ୍ୟାସ ମୂଲ୍ୟ, ଜାଣନ୍ତୁ ନୂତନ ଦର

ନୂଆଦିଲ୍ଲୀ: ଅକ୍ଟୋବର ପହିଲାରୁ ତୈଳ କମ୍ପାନୀଗୁଡିକ ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ଆଜିଠାରୁ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ହାର ୨୦୯ ଟଙ୍କା ବୃଦ୍ଧି କରାଯାଇଛି। ନୂତନ ହାର ରବିବାର ଅର୍ଥାତ୍ ଅକ୍ଟୋବର ୧,…

୩୬୬୩ କୋଟି ଟଙ୍କାର ୧୯ଟି ନୂଆ ପ୍ରକଳ୍ପକୁ ଅନୁମୋଦନ କଲେ ଓଡ଼ିଶା ସରକାର : ସୃଷ୍ଟି ହେବ ୧୩,୬୬୩ ନିଯୁକ୍ତି !

ଭୁବନେଶ୍ୱର: ଆଜି ଅନୁଷ୍ଠିତ ୧୨୨ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସଡବ୍ଲ୍ୟୁସିଏ) ବୈଠକରେ ଓଡ଼ିଶାର ଶିଳ୍ପ ବିକାଶର ଉତ୍କର୍ଷତା ଅଭିମୁଖେ ଯାତ୍ରାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି…

ଏହି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କଲା RBI, ଗ୍ରାହକ ସେମାନଙ୍କ ଜମା ପଇସା ଫେରିପାଇବେ କି ନା ଜାଣି ନିଅନ୍ତୁ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଉତ୍ତରପ୍ରଦେଶର ଏକ ବ୍ୟାଙ୍କର ବ୍ୟାଙ୍କିଂ ଲାଇସେନ୍ସ ରଦ୍ଦ କରି ଦେଇଛନ୍ତି । କେନ୍ଦ୍ରୀୟ ବ୍ୟାଙ୍କ ପର୍ଯ୍ୟାପ୍ତ ପୁଞ୍ଜି ନ ଥିବାରୁ ଓ ଆୟର ସମ୍ଭାବନା ନ ଥିବାରୁ…

ବଡ଼ ଅପଡେଟ୍: ଅକ୍ଟୋବର ୭ ତାରିଖ ପରେ ବି ୨୦୦୦ ଟଙ୍କିଆ ନୋଟ୍ ବଦଳାଇ ହେବ, RBI ନିୟମ ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୦୦ ଟଙ୍କିଆ ନୋଟକୁ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ବଡ଼ ଘୋଷଣା କରିଛନ୍ତି । ଅକ୍ଟୋବର ମାସ ୭ ତାରିଖ ପର୍ଯ୍ୟନ୍ତ ନୋଟ ଏକ୍ସଚେଞ୍ଜ / ଜମା ଅବଧି ବୃଦ୍ଧି କରିଛି କେନ୍ଦ୍ରୀୟ…

ଆସନ୍ତାକାଲି ଠାରୁ ବିଦେଶ ଯାତ୍ରା କରିବାରେ ଥିଲେ ଜାଣିରଖନ୍ତୁ ଏହି ନୂଆ ନିୟମ…ଆପଣଙ୍କୁ ଦେବାକୁ ପଡିବ

ଓଡିଶା ଭାସ୍କର; ଆସନ୍ତାକାଲି ଠାରୁ ବିଦେଶ ଯାତ୍ରା ପାଇଁ ପ୍ଲାନିଂ କରୁଥିବା ବ୍ୟକ୍ତିଙ୍କ ପାଇଁ ଏକ ନୂଆ ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ, ଅକ୍ଟୋବର ୧ ଅର୍ଥାତ୍‌ ଆସନ୍ତାକାଲି ଠାରୁ ବିଦେଶ ଯାତ୍ରା ମହଙ୍ଗା…

RBIର ବଡ଼ ଘୋଷଣା: ୨୦୦୦ ଟଙ୍କିଆ ନୋଟ୍ ଡିପୋଜିଟ୍ ଓ ଏକ୍ସଚେଞ୍ଜ ଅବଧି ବୃଦ୍ଧି

ନୂଆଦିଲ୍ଲୀ: ୨୦୦୦ ଟଙ୍କିଆ ନୋଟକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ବଡ଼ ଘୋଷଣା କରିଛି । ନୋଟର ଡିପୋଜିଟ ଓ ଏକ୍ସଚେଞ୍ଜର ଅବଧି ବୃଦ୍ଧି କରାଯାଇଛି । ଆସନ୍ତା ମାସ ୭ ତାରିଖ ମଧ୍ୟରେ ଜନସାଧାରଣ ୨ ହଜାର…

୧ ଅକ୍ଟୋବରରୁ ବଦଳିଯିବ ଟଙ୍କା ସହ ଜଡ଼ିତ ଏହି ୬ଟି ନିୟମ! ଗ୍ୟାସ୍ ସିଲିଣ୍ଡରରୁ ନେଇ କ୍ରେଡିଟ୍ କାର୍ଡ ପଯ୍ୟନ୍ତ…

ନୂଆଦିଲ୍ଲୀ: ଆଜି ସେପ୍ଟେମ୍ବର ମାସର ଶେଷ ଦିନ । ନୂଆ ମାସର ଆରମ୍ଭ ସହିତ ଏପରି ଅନେକ ଆର୍ôଥକ ନିୟମ ଅଛି, ଯେଉଁଥିରେ ପରିବର୍ତ୍ତନ ହେବ । ଏହି ନିୟମ ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇବ । ଆସନ୍ତାକାଲି…

ଆଜି ହିଁ ଶେଷ ସୁଯୋଗ : ୨୦୦୦ ଟଙ୍କା ଜମା କରିବାର ଆଉ ବଢିବନି ସମୟ ସୀମା

ନୂଆଦିଲ୍ଲୀ : RBI ୨୦୦୦ ଟଙ୍କାର ନୋଟ ବଦଳିକୁ ନେଇ ଏକ ସ୍ପଷ୍ଠ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି ଯେ, ୨୦୦୦ଟଙ୍କିଆ ନୋଟ ବଦଳାଇବା ପାଇଁ ଆଉ ସମୟ ଦିଆଯିବ ନାହିଁ । ଯଦି ଆଜି ନୋଟ ବଦଳାଇବେ ତେବେ ଆସନ୍ତା କାଲି ଠାରୁ…

ସପ୍ତାହ ମଧ୍ୟରେ ଘରକୁ ଆସିବ ପାସପୋର୍ଟ : ଜାଣିନିଅନ୍ତୁ ଏହି ସ୍ମାର୍ଟ ଉପାୟ

ନୂଆଦିଲ୍ଲୀ : ଯଦି ଆପଣ ଭାରତରୁ ବାହାରକୁ ବୁଲିବା ପାଇଁ ଯିବାକୁ ଚାହୁଁଛନ୍ତି, କିନ୍ତୁ ବୁଝି ପାରୁନାହାନ୍ତି ପାଇପୋର୍ଟ କିପରି ବନାଇବେ ତେବେ ଏହି ସୂଚନା ଆପଣଙ୍କ ପାଇଁ ଅଟେ । ପାସପୋର୍ଟ ଆପ୍ଲାଏ କରିବା ପାଇଁ ଆପଣଙ୍କୁ…

OMG! ପାର୍ବଣରେ ଶସ୍ତା ହେଲା ସୁନା, ସୁଯୋଗକୁ ଆଦୌ କରନ୍ତୁନି ହାତଛଡା 

ଭୁବନେଶ୍ୱର : ଗ୍ରାହକଙ୍କ ପାଇଁ ଖୁସି ଖବର! ବିଗତ କିଛି ଦିନ ହେବ ସୁନା ଦର ବଢୁଥିବା ବେଳେ ଆଜି ସୁନାର ମୂଲ୍ୟ ହ୍ରାସ ପାଇଛି । ମହିଳାମାନେ ସୁନା ପିନ୍ଧିବାକୁ ବହୁତ ଭଲ ପାଆନ୍ତି । ତେଣୁ ଅନେକ ସମୟରେ ସୁନା କିଣି…