fbpx
Browsing Category

ବାଣିଜ୍ୟ

ଛଟେଇ କରିବ ବିମାନ ନିର୍ମାଣକାରୀ କମ୍ପାନୀ ବୋଇଙ୍ଗ, ଫାଇନାନ୍ସ ଏବଂ HR ବିଭାଗରେ ୨,୦୦୦ ଚାକିରି ହ୍ରାସ କରିବ

ନୂଆଦିଲ୍ଲୀ: ବିମାନ ନିର୍ମାଣକାରୀ କମ୍ପାନୀ ବୋଇଙ୍ଗ ଚଳିତ ବର୍ଷ ଫାଇନାନ୍ସ ଏବଂ HR ବିଭାଗରେ ୨୦୦୦ ନିଯୁକ୍ତି ହ୍ରାସ କରିବାକୁ ନିଷ୍ପତି ନେଇଛି । ନିକଟରେ ଏହାର ମୁଖ୍ୟାଳୟକୁ ଭର୍ଜିନିଆର ଆର୍ଲିଙ୍ଗଟନ୍‌କୁ ସ୍ଥାନାନ୍ତର…

ଜିଓ ପକ୍ଷରୁ ତାଳଚେରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ, ସାରା ଓଡ଼ିଶାର ୧୩ଟି ସହରରେ ପହଂଚିଲା ଟ୍ରୁ-୫ଜି

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ତାଳଚେର ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ଆଜି ଘୋଷଣା କରାଯିବା ସହ ରାଜ୍ୟର ୧୩ଟି ସହରରେ ଟ୍ରୁ-୫ଜିର ଲାଭ ପହଂଚିଛି । ପୂର୍ବରୁ ଜିଓ ପକ୍ଷରୁ ରାଜ୍ୟର…

ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର, ବର୍ତ୍ତମାନ ମାଗଣାରେ ବିମାନ ଯୋଗେ କରିପାରିବେ ଯାତ୍ରା, ସରକାର କରିଲେ ଘୋଷଣା !

ନୂଆଦିଲ୍ଲୀ: ଦେଶର ବରିଷ୍ଠ ନାଗରିକମାନଙ୍କୁ ଅନେକ ପ୍ରକାରର ସୁବିଧା ଦିଆଯାଏ। ବରିଷ୍ଠ ନାଗରିକମାନେ ସରକାରଙ୍କ ଠାରୁ ରେଳବାଇ ଏବଂ ବ୍ୟାଙ୍କ ପର୍ଯ୍ୟନ୍ତ ଅନେକ କାର୍ଯ୍ୟରେ ଛାଡ ପାଆନ୍ତି। ଆଜି ଆମେ ଆପଣଙ୍କୁ ଏପରି ଏକ…

ଇନଫୋସିସ୍ ବହିଷ୍କାର କରିଲା ୬୦୦ ଫ୍ରେଶର,ଏସଏସମେଣ୍ଟ ଟେଷ୍ଟରେ ପରୀକ୍ଷାର୍ଥୀ ହେଲେ ବିଫଳ

ନୂଆଦିଲ୍ଲୀ: ଭାରତର ଅଗ୍ରଣୀ ଆଇଟି କମ୍ପାନୀ ଇନଫୋସିସ୍ ୬୦୦ ଫ୍ରେଶର୍ଙ୍କୁ ବରଖାସ୍ତ କରିଛି।ସୂଚନାମୁତାବକ ଯେଉଁମାନେ ଆଭ୍ୟନ୍ତରୀଣ ଫ୍ରେସର ମୂଲ୍ୟାଙ୍କନ ପରୀକ୍ଷାରେ ବିଫଳ ହୋଇଥିଲେ ସେମାନଙ୍କୁ ବାହାର କରିଦିଆ ଯାଇଛି ।…

Paytm ଏବଂ PhonePe ଶୀଘ୍ର ଆଣିପାରେ ଏହି ସେବା, ବିନା UPI ପିନ୍ ରେ ଆପଣ କରିପାରିବେ ପେମେଣ୍ଟ !

ନୂଆଦିଲ୍ଲୀ: ଡିଜିଟାଲ୍ ପେମେଣ୍ଟ ଆପ୍ସର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଲୋକମାନେ UPI ଦେୟ ଦେବା ପାଇଁ ପେଟିଏମ୍ ଏବଂ ଫୋନ୍ ପେ ବ୍ୟବହାର କରନ୍ତି। ବର୍ତ୍ତମାନ ଉଭୟ କମ୍ପାନୀ ଏକ ନୂତନ ବୈଶିଷ୍ଟ୍ୟ ଉପରେ କାମ…

ହୋଲି ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ଏତିକି ପ୍ରତିଶତ ବଢ଼ିପାରେ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିବାକୁ ଯାଉଛି । ଏକ କୋଟିରୁ ଅଧିକ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଯାଉଛନ୍ତି…

ବଜାରରେ ଅଭାବୀ ବିକ୍ରିରୁ ହେଉଛି କ୍ଷତି, ୬,୬୦୦ କର୍ମଚାରୀଙ୍କୁ ଛଟେଇ କରିବ Dell

ନୂଆଦିଲ୍ଲୀ: ବିଶ୍ୱ ବଜାରରେ ବର୍ତ୍ତମାନ ଛଟେଇ ପର୍ବ ଚାଲିଥିବା ବେଳେ ଏହି ଧାରାରେ ସାମିଲ ହୋଇଛି କମ୍ପ୍ୟୁଟର ଉତ୍ପାଦନକାରୀ କମ୍ପାନୀ ଡେଲ୍ । ବଜାରରେ ଚାହିଦାକୁ ହ୍ରାସ ପାଇବା କାରଣରୁ ହେଉଥିବା କ୍ଷତି କାରଣରୁ 'ଡେଲ…

ବଦଳିଲା ପିଏଫ ଖାତାର ନିୟମ! ୫ବର୍ଷ ପୂର୍ବରୁ ଟଙ୍କା ଉଠାଇଲେ ଦେବାକୁ ପଡ଼ିବ ଏତିକି ପ୍ରତିଶତ ଟ୍ୟାକ୍ସ

ନୂଆଦିଲ୍ଲୀ: ଦେଶର ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରୋଭିଡ଼େଣ୍ଟ ଫଣ୍ଡ ସହ ସମ୍ବନ୍ଧିତ ନିୟମରେ ପରିବର୍ତ୍ତନ କରିଛନ୍ତି । ଇପିଏଫଓ ସବସ୍କ୍ରାଇବର ମାନେ ଖାତା ଖୋଲିବାର ୫ବର୍ଷ ପୂର୍ବରୁ ଯଦି…

ଗୁଗୁଲୁ ଆଣୁଛି ନୂଆ ଫିଚର; ୧୫ମିନିଟ ପୂର୍ବରୁ ସର୍ଚ୍ଚ କରିଥିବା ଜିନିଷ କରିପାରିବେ ଡିଲିଟ୍ !

ନୂଆଦିଲ୍ଲୀ: ଆଜିକାଲି ସମୟରେ ସୋସିଆଲ ମିଡିଆର ଚାହିଦା ଦୃତ ଗତିରେ ବୃଦ୍ଧି ପାଇବାର ଲାଗିଛି । ଖାସ କରି ଗୁଗୁଲ କ୍ରୋମର ବ୍ୟବହାର ଦିନକୁ ଦିନ ବଢି ଚାଲିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଗୁଗୁଲ୍ ଏହାର ଲୋକପ୍ରିୟ…

ChatGPT କ୍ରାନ୍ତି ଦ୍ୱାରା ଚାକିରି ବିପଦରେ! ଧୀରେଧୀରେ ସମାପ୍ତ ହୋଇଯିବ ଚାକିରି, ଏପରି ଡର କାହିଁକି ଘାରିଛି?

ନୂଆଦିଲ୍ଲୀ: ସାରା ଦୁନିଆରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ପ୍ରୟୋଗ ବଢ଼ିବାରେ ଲାଗିଛି ଓ ନୂଆ ଜିନିଷର ସନ୍ଧାନ ଦ୍ୱାରା ଅନେକ କାମ ସହଜରେ ହୋଇପାରୁଛି । ତେବେ ଏହା ମଧ୍ୟରେ ଚାଟଜିପିଟିର ଆଗମନକୁ ନେଇ ଧୂମ୍…