fbpx
Browsing Category

ବାଣିଜ୍ୟ

ଏପ୍ରିଲ ୧ରୁ ବଢ଼ିବ PM Kisanର ଟଙ୍କା ! ୬୦୦୦ ବଦଳରେ ଏବେ ମିଳିବ ଏତିକି ଟଙ୍କା

ନୂଆଦିଲ୍ଲୀ: ୧ ଫେବୃଆରୀ ୨୦୨୩ ରେ ଉପସ୍ଥାପିତ ହେବାକୁ ଥିବା ଆଗାମୀ ବଜେଟକୁ ନେଇ ଉଭୟ ଚାକିରିଆ ଓ ଚାଷୀଙ୍କର ବହୁତ ଆଶା ରହିଛି । ଏଥର ଚାକିରିଆଙ୍କୁ ଆୟକର ଛାଡ ମାମଲାରେ ଆରାମ ମିଳିବାର ସମ୍ଭାବନା ରହିଛି । ଏହା…

ହଜିଯାଇଛି କି PAN Card ? ତେବେ ତୁରନ୍ତ କରନ୍ତୁ ଏହି କାମ, ନଚେତ୍…

ନୂଆଦିଲ୍ଲୀ: ଆଜିକାଲି ପାନ୍ କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ, ଯାହା ମାଧ୍ୟମରେ ଆପଣ ଅନେକ ସରକାରୀ ଯୋଜନାର ଲାଭ ଉଠାଇପାରିବେ । ପାନ୍ କାର୍ଡ ଆବେଦନ ଦୁଇ ପ୍ରକାରର ରହିଛି- ଗୋଟିଏ ଭାରତୀୟଙ୍କ ପାଇଁ ଏବଂ…

ଦେଶରେ ଧନୀ-ଦାରିଦ୍ର୍ୟ ମଧ୍ୟରେ ତାରତମ୍ୟ ହ୍ରାସ କରିଛି ମାଗଣା ଗହମ-ଚାଉଳ ବଣ୍ଟନ: SBI Report

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଦେଶରେ ସୃଷ୍ଟି ହୋଇଥିବା ହାହା କାର ପରିସ୍ଥିତିର ସାମ୍ନା କରିବା ପାଇଁ ଗରିବ ଲୋକମାନଙ୍କୁ ମାଗଣାରେ ଖାଦ୍ୟସଶ୍ୟ ବଣ୍ଟନ କରିଥିଲେ । ଯାହା ଫଳରେ ଲୋକେ ସାମାନ୍ୟ ଆଶ୍ୱସ୍ତି ଅନୁଭବ…

ରାସନକାର୍ଡ ଧାରୀଙ୍କ ପାଇଁ ଖୁସି ଖବର, ଏହି ମାସରେ ଆକାଉଣ୍ଟରେ ଚଢ଼ିବ ୧ହଜାର ଟଙ୍କା

ନୂଆଦିଲ୍ଲୀ:ଯଦି ଆପଣ ଏକ ରାସନ କାର୍ଡ ଧାରକ ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଆନନ୍ଦଦାୟକ। ରାସନ କାର୍ଡଧାରୀଙ୍କ ପାଇଁ କେନ୍ଦ୍ର ସରକାର ଅନେକ ପ୍ରକାରର ସୁବିଧା ଆରମ୍ଭ କରିଛନ୍ତି। ଏହା ବ୍ୟତୀତ ଅନେକ ରାଜ୍ୟ ସରକାର…

ଆହୁରି ବଢ଼ିଯିବ ଆପଣଙ୍କ ଘରର ବିଦ୍ୟୁତ୍ ବିଲ୍ :ରେଟରେ ୨୩ ପ୍ରତିଶତ ବଢ଼ାଇବାକୁ ପ୍ରସ୍ତାବ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଘରୋଇ ବିଦ୍ୟୁତ୍ ମୂଲ୍ୟରେ ବୃଦ୍ଧି ଘଟିବାକୁ ଯାଉଛି । ୟୁପିରେ ବିଦ୍ୟୁତ୍ ହାର ୨୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ବିଜୁଳି କମ୍ପାନୀଗୁଡିକ ସୋମବାର ୨୦୨୩-୨୪ ବର୍ଷ ପାଇଁ ବାର୍ଷିକ…

Phone pay, Google pay’ରେ ମିଳୁନି କି କ୍ୟାସବ୍ୟାକ୍: ଏହି ନୂଆ ଆପ୍ ମାସକୁ ଦେବ ୧୦୦୦ ଟଙ୍କା

ନୂଆଦିଲ୍ଲୀ: ଗୁଗୁଲ ପେ ଓ ଫୋନ୍ ପେ’ରେ ଆଉ କ୍ୟାସବ୍ୟାକ୍ ମିଳୁନାହିଁ କି ? ତେବେ ବଜାରକୁ ଆସିଛି ଏପରି ଏକ ଆପ୍, ଯେଉଁଥିରେ ଆପଣ ଅତି ସହଜରେ ମାସକୁ ୧ ହଜାର ଟଙ୍କା ରୋଜଗାର କରିପାରିବେ । ଏଥିପାଇଁ ଆପଣଙ୍କୁ ଏହି ଆପ୍…

ଗ୍ରାହକଙ୍କ ପାଇଁ ସରକାର ନେଲେ ବଡ଼ ନିଷ୍ପତ୍ତି: ଡିଜିଟାଲ୍ TV ରିସିଭର, USB Type C ଚାର୍ଜର ପାଇଁ ଜାରି କଲେ କ୍ୱାଲିଟି ଷ୍ଟାଣ୍ଡାର୍ଡ

ନୂଆଦିଲ୍ଲୀ: ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (Bureau of Indian Standards) ତିନୋଟି ଇଲେକ୍ଟ୍ରୋନିକ୍ ଡିଭାଇସ୍ - ଡିଜିଟାଲ୍ ଟେଲିଭିଜନ ରିସିଭର, ୟୁଏସବି ଟାଇପ୍-ସି ଚାର୍ଜର ଏବଂ ଭିଡିଓ ସର୍ଭିଲାନ୍ସ…

ପ୍ରବଳ ଉତ୍ସାହ ସହିତ ବନ୍ଦ ହେଲା ଭାରତୀୟ ସେୟାର ବଜାର, ୩ ଲକ୍ଷରୁ କୋଟିରୁ ଅଧିକ ଲାଭ ଜକଲେ ନିବେଶକ

ମୁମ୍ବାଇ: ସପ୍ତାହର ପ୍ରଥମ ବ୍ୟବସାୟ ଦିନରେ ଭାରତୀୟ ସେୟାର ମାର୍କେଟ୍‌ରେ ଉତ୍ସାହ ଦେଖିବାକୁ ମିଳିଛି । ଗ୍ରୀନ୍ ସିଗନାଲ ସହିତ ବଜାର ଖୋଲିବା ପରେ ଉଭୟେ ସେନସେକ୍ସ ଏବଂ ନିଫ୍ଟି ଜବରଦସ୍ତ ବୃଦ୍ଧି ସହିତ ବନ୍ଦ ହୋଇଥିଲା…

ସରକାର ଦେଲେ ବଡ଼ ଖୁସିଖବର, ଏହି ମାସରୁ ଲାଗୁ ହେବ ପୁରୁଣା ପେନସନ୍ ସିଷ୍ଟମ…!

ନୂଆଦିଲ୍ଲୀ: ପୁରୁଣା ପେନସନ୍ ବ୍ୟବସ୍ଥାକୁ ଲାଗୁ କରିବା ପାଇଁ ସାରା ଦେଶରେ ତର୍କବିତର୍କ ଚାଲିଛି । ଏହି ସମୟରେ ପୁରୁଣା ପେନସନ୍ ବ୍ୟବସ୍ଥାକୁ ନେଇ ବଡ ଖବର ଆସିଛି । ଦେଶର ଅନେକ ରାଜ୍ୟରେ ପୁରୁଣା ପେନସନ୍ ବ୍ୟବସ୍ଥା…

କୋଟି କୋଟି ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ ଖବର: ନିୟମ ବଦଳାଇଲା RBI, ଏଣିକି ଯିବାକୁ ପଡ଼ିବନି ବ୍ରାଞ୍ଚ!

ନୂଆଦିଲ୍ଲୀ: ଯେଉଁମାନଙ୍କର ବ୍ୟାଙ୍କ ଆକାଉଣ୍ଟ ଅଛି, ସେମାନଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବ୍ୟାଙ୍କ ଆକାଉଣ୍ଟକୁ ନେଇ ନିୟମ ପରିବର୍ତ୍ତନ କରିଛି ରିଜର୍ଭ ବ୍ୟାଙ୍କ, ଯାହା ସିଧାସଳଖ କୋଟି ଗ୍ରାହକଙ୍କ ଉପରେ…