Browsing Category

ବାଣିଜ୍ୟ

AI Big Opportunity: ୨୦୨୬ ସୁଦ୍ଧା ଭାରତରେ ୬ କୋଟି ଚାକିରି ସୃଷ୍ଟି କରିବ ଡିଜିଟାଲ ଟେକ୍ନୋଲୋଜି- କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା (ଏଆଇ) କାରଣରୁ ଲୋକଙ୍କର ଚାକିରି ଚାଲିଯିବ ବୋଲି ଗତ କିଛିଦିନ ଧରି ବେଶ୍ ଚର୍ଚ୍ଚା ହେବାରେ ଲାଗିଛି । ଏଭଳି ଏକାଧିକ ରିପୋର୍ଟ ମଧ୍ୟ ସାମ୍ନାକୁ…

ଭଡ଼ା ଘରେ ରହିବା ଠିକ୍ ନା ହୋମ ଲୋନ୍ ନେଇ EMI ଭରିବା ଠିକ୍: କେଉଁଥିରେ ଆପଣଙ୍କର ଅଧିକ ଅର୍ଥ ବଞ୍ଚିବ, କ’ଣ କହୁଛନ୍ତି ଏକ୍ସପର୍ଟ

ନୂଆଦିଲ୍ଲୀ: ନିଜର ଗୋଟିଏ ଘର କିଣିବା ସମସ୍ତ ଜୀବନରେ ଏକ ବଡ଼ ସ୍ୱପ୍ନ ରହିଥାଏ । ଘର କିଣିବା ହେଉ ବା ହୋମ ଲୋନ୍ ନେବା ହେଉ ଏଥିପାଇଁ ଜଣେ ବହୁତ ପ୍ରୟାସ କରିଥାଏ । ଅନେକ ଲୋକ ବର୍ଷ ବର୍ଷ ଧରି ଭଡ଼ା ଘରେ ରହିବା ଫଳରେ…

କମ୍ ହୋଇପାରେ ପେଟ୍ରୋଲ-ଡିଜେଲ ଦର: ସରକାର ପ୍ରସ୍ତୁତ କରୁଛନ୍ତି ନୂଆ ଯୋଜନା

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ପରଠାରୁ ଦେଶରେ ପ୍ରାୟ ବର୍ଷେ ହେବ ପେଟ୍ରୋଲ-ଡିଜେଲ ଦର ସ୍ଥିର ରହିଛି । କିନ୍ତୁ ବର୍ତ୍ତମାନ ଏହା ଶସ୍ତା ହୋଇପାରେ ଏବଂ ଗାଡି ଚାଳକଙ୍କୁ ମିଳିପାରେ ଆଶ୍ୱସ୍ତି । ବିଜେପି ମୁଖ୍ୟାଳୟରେ…

ଏତେ ଶସ୍ତା, ଆଜି ରିଚାର୍ଜ କରନ୍ତୁ: ମାସକୁ ମାତ୍ର ୧୨୬ ଟଙ୍କା ଖର୍ଚ୍ଚ କରନ୍ତୁ, ଦୈନିକ ମିଳିବ ୨ ଜିବି ଡାଟା!

ନୂଆଦିଲ୍ଲୀ: ଆଜିକାଲି ସମସ୍ତଙ୍କର ପାଖରେ ସ୍ମାର୍ଟଫୋନ ରହିଥିବା ବେଳେ ସମସ୍ତେ ଶସ୍ତା ପ୍ଲାନ ସନ୍ଧାନରେ ରହିଥାନ୍ତି । ଗ୍ରାହକଙ୍କୁ ରୁଚିକୁ ଦୃଷ୍ଟିରେ ରଖି ଟେଲିକମ୍ କମ୍ପାନୀମାନେ ମଧ୍ୟ ନୂଆ ନୂଆ ଆକର୍ଷଣୀୟ ଅଫର ସବୁ…

ଏୟାରଟେଲ୍ ଲଞ୍ଚ କଲା ଧମାକାଦାର ପ୍ୟାକ୍, କେବଳ ୪୯ ଟଙ୍କାରେ ମିଳିବ ୬ଜିବି ଡାଟା

ନୂଆଦିଲ୍ଲୀ: ଏୟାରଟେଲ ହେଉଛି ଭାରତର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ। ଏୟାରଟେଲ ଏହାର ଉପଭୋକ୍ତାମାନଙ୍କୁ ଅଧିକ ଗୁରୁତ୍ୱ ଦିଏ, ସେଥିପାଇଁ କମ୍ପାନୀ ନୂତନ ସୁଲଭ ଯୋଜନା ସହିତ ଆସୁଛି। ବର୍ତ୍ତମାନ ଏୟାରଟେଲ ଏହାର…

୨ ବର୍ଷରେ ୭୧ ଲକ୍ଷ ଟଙ୍କାର ଚା’ ପିଇଛନ୍ତି ଅଧିକାରୀ, RTIରେ ହେଲା ଖୁଲାସା

ନୂଆଦିଲ୍ଲୀ: ଯଦି ସାଧାରଣ ଲୋକଙ୍କର ପ୍ରଥମ ପସନ୍ଦ କିଛି ଥାଏ ତେବେ ହେଉଛି ଚା। କିନ୍ତୁ ଏହି ଚା ନାମରେ ଗ୍ରେଟର ନୋଏଡା ପ୍ରାଧିକରଣର ଅଧିକାରୀଙ୍କ କାର୍ଯ୍ୟକଳାପ ସାମ୍ନାକୁ ଆସିଛି। କୁହାଯାଉଛି ଯେ, ୨ ବର୍ଷ ମଧ୍ୟରେ…

୧୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବାଇଜୁସ୍, ଏହି ଟିମର କର୍ମଚାରୀ ହେବେ ପ୍ରଭାବିତ

ନୂଆଦିଲ୍ଲୀ: ଟେକ୍ କମ୍ପାନି ଗୁଡିକ ଛଟେଇ କରିବା ପରେ ଏବେ ଏଡଟେକ କମ୍ପାନି ବାଇଜୁସ୍ ଛଟେଇ କରିବା ନେଇ ନିଷ୍ପତ୍ତି ନେଇଛି । ବାଇଜୁସ୍ ୧୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ନେଇ ବିଚାର କରୁଛି । ତେବେ ଆସନ୍ତୁ ଜାଣିବା…

ଇନଷ୍ଟାଗ୍ରାମ ପାଲଟିଛି ଶିଶୁଙ୍କ ଯୌନ ଶୋଷଣର କେନ୍ଦ୍ର, ବିକ୍ରି ହେଉଛି ବେଆଇନ ଭିଡିଓ: ରିପୋର୍ଟରେ ଖୁଲାସା

ନୂଆଦିଲ୍ଲୀ: ଦୁନିଆରେ ପପୁଲାର ଫଟୋ ଓ ଭିଡିଓ ସେୟାରିଂ ଆପ୍ ଭାବରେ ଇନଷ୍ଟାଗ୍ରାମକୁ ବହୁଳ ଭାବରେ ବ୍ୟବହାର କରାଯାଉଛି । କ୍ଷୁଦ୍ର ଭିଡିଓ ଅର୍ଥାତ୍ ରିଲ୍ସର ଫିଚର୍ସ ପରେ ଏହି ପ୍ଲାଟଫର୍ମ ଅଧିକ ଲୋକପ୍ରିୟ ହୋଇଛି ।…

ସାଧାରଣ ସମାରୋହରେ ବିବାହ କଲେ ଅର୍ଥମନ୍ତ୍ରୀର ନିର୍ମଳା ସୀତାରମଣଙ୍କ ଝିଅ: ସାମ୍ନାକୁ ଆସିଲା ଫଟୋ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଝିଅ ପରକଳା ୱାଙ୍ଗମଇ ଗୁରୁବାର (ଜୁନ୍ ୮) ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବାଙ୍ଗାଲୋର ସ୍ଥିତ ଘରେ ହିଁ ଏହି ବିବାହ ସମ୍ପର୍ଣ୍ଣ ହୋଇଛି । ବିବାହ ସମାରୋହର…

ଦେଶରେ ପୁଣି ଚାଲିବ କି ୧,୦୦୦ ଟଙ୍କିଆ ନୋଟ? ବ୍ୟାଙ୍କ ଯୋଜନାର ସୂଚନା ଦେଲେ ଆରବିଆଇ ଗଭର୍ଣ୍ଣର

ନୂଆଦିଲ୍ଲୀ: ଆଜି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୁଦ୍ରା ନୀତି କମିଟି (ଏମପିସି) ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଘୋଷଣା କରିଛି। ୩ ଦିନ ଧରି ଚାଲିଥିବା ଏହି ବୈଠକର ନିଷ୍ପତ୍ତି ସମ୍ପର୍କରେ ଆରବିଆଇ ଗଭର୍ଣ୍ଣର…