Browsing Category
ବାଣିଜ୍ୟ
ଅକ୍ଷୟ ତୃତୀୟାରେ ଏଇଠି ମିଳୁଛି ବମ୍ପର ଅଫର୍ : ସୁନା କିଣି ପାଆନ୍ତୁ ମାଗଣା ସୁନା ମୁଦ୍ରା, ଗଢା ମଜୁରୀ ଉପରେ ୨୫% ରିହାତି
ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନ ସୁନା କିଣିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ତେଣୁ ଏହି ଅବସରରେ ସୁନା କିଣିବାକୁ ଅନେକ ଲୋକ ଚାହାଁନ୍ତି ଏବଂ ଦୋକାନରେ ଲମ୍ବା ଭିଡ ମଧ୍ୟ…
ବଡ ଖବର, ଓଭରଟାଇମ୍ ପାଇଁ ପେମେଣ୍ଟ ମିଳିବ ନା ନାହିଁ? ସରକାରୀ କର୍ମଚାରୀଙ୍କ ପାଇଁ ଘୋଷଣା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସରକାରୀ କର୍ମଚାରୀମାନଙ୍କ ଓଭରଟାଇମ କାମ କରିବା ଏବଂ ଏଥିପାଇଁ ପେମେଣ୍ଟ ବ୍ୟବସ୍ତାକୁ ନେଇ ଏକ ନୂଆ ଶୁଣାଣି କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ତେବେ ଏହି ଶୁଣାଣି ସରକାରୀ କର୍ମଚାରୀମାନଙ୍କୁ ଏକ ଝଟକା…
ରିଲାନ୍ସ ନିଜର ଏହି ବିଜନେସକୁ କରିବ ନାହିଁ ମର୍ଜ, କିନ୍ତୁ ଏକ ବଡ ନିବେଶର ଘୋଷଣା କରିଥିଲେ ଅମ୍ବାନୀ
ମୁମ୍ବାଇ: ଆରବପତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲ୍ୟିାନ୍ସ ଇଣ୍ଡଷ୍ଟ୍ରୀଜ ନିଜ ସବସିଡରୀ କମ୍ପାନୀ ରିଲାନ୍ସ ନ୍ୟୁ ଏନର୍ଜୀ ଲିମିଟେଡକୁ ମିଶ୍ରଣ କରିବେ ନାହିଁ । ରିଲାନ୍ସ ଇଣ୍ଡଷ୍ଟ୍ରୀଜ ରେଗୁଲେଟରୀ ଫାଇଲିଙ୍ଗରେ…
ମାର୍କେଟକୁ ୧୦୦ ଟଙ୍କିଆ କଏନ୍ ଆଣିବେ ପଧାନମନ୍ତ୍ରୀ: ୧୦୦ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ହେବ ଉନ୍ମୋଚନ
ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ଭାରତୀୟ ମୁଦ୍ରାର ରୂପ ପରିବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଥମେ ୫୦୦ ଟଙ୍କାରୁ ଆରମ୍ଭ କରି ୧୦ ଟଙ୍କିଆ ନୋଟକୁ ନୂଆ ରୂପରେ ଆଣିବା ପରେ ଏବେ କଏନ୍ ରେ ମଧ୍ୟ ପରିବର୍ତ୍ତନ…
ଖୁବଶୀଘ୍ର ବିଦେଶ ସହ ଡଲାର ପରିବର୍ତ୍ତେ ହେବ ଟଙ୍କାରେ ବ୍ୟାପାର, ଜାଣନ୍ତୁ କଣ କହିଲେ ଉଦ୍ୟେଗ ମନ୍ତ୍ରୀ
ନୂଆଦିଲ୍ଲୀ: ବ୍ୟବସାୟୀ ଖୁବଶୀଘ୍ର ଟଙ୍କା ଦ୍ୱାରା ବିଦେଶ ସହ ବ୍ୟାପାର କରିବାରେ ସକ୍ଷମ ହେବ ବୋଲି ବାଣିଜ୍ୟ ଏବଂ ଉଦ୍ୟେଗମନ୍ତ୍ରୀ ପିୟୁଷ ଗୋୟଲ ଗତକାଲି କହିଛନ୍ତି । ବହୁ ଗୁଡିଏ ଦେଶର ବ୍ୟାଙ୍କ ଭାରତୀୟ ବ୍ୟାଙ୍କରେ…
ଖୁସି ଖବର.. ତେଲର ଦାମ୍ ରେ ରେକର୍ଡ ହ୍ରାସ: ଜାଣନ୍ତୁ କେତେ କମିଲା ମୂଲ୍ୟ
ନୂଆଦିଲ୍ଲୀ: ସାରା ଦେଶରେ ମହଙ୍ଗା ମାଡକୁ ନେଇ ସାଧାରଣ ଲୋକେ ଚିନ୍ତାରେ ପଡିଛନ୍ତି । ବିଶେଷ କରି ତେଲ ସବୁଠୁ ଜରୁରୀ ଜିନିଷ ହୋଇଥିବା ବେଳେ ଏହାର ଦାମ୍ ବେଶୀ କନ୍ଦାଉଛି । କିନ୍ତୁ ଏହି ସମୟରେ ଆସିଛି ଏକ ବଡ ଖୁସି ଖବର…
ପବିତ୍ର ଅକ୍ଷୟ ତୃତୀୟା: ଆଜି ଦେଶରେ ୧୮ ଟନ୍ ସୁନା ବିକ୍ରି ହେବାର ଆଶା
ଭୁବନେଶ୍ୱର: ଆଜି ସାରା ଦେଶ ପାଳନ କରୁଛି ପବିତ୍ର ଅକ୍ଷୟ ତୃତୀୟା । ଏହି ପର୍ବ ପାଳନ କରିବା ପାଇଁ ପାଗ ମଧ୍ୟ ଖୁବ ଭଲ ହୋଇଛି । ବୃଦ୍ଧି ପାଉଥିବା ତାପମାତ୍ରାକୁ ନେଇ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଏବେ ତାତିରେ ହ୍ରାସ…
ଭାରତର ଅଭିବୃଦ୍ଧି ହାର କମ୍ ରହିବା ନେଇ IMFର ଆକଳନକୁ ଭୁଲ୍ ଦର୍ଶାଇଲା RBI
ନୂଆଦିଲ୍ଲୀ: ଅନିଶ୍ଚିତତା ବୈଶ୍ୱିକ ମାହୋଲ ମଧ୍ୟରେ କିଛି ସଂଗଠନ ଭାରତର ଆର୍ଥିକ ଅଭିବୃଦ୍ଧି ହାର ଅନୁମାନ କମ୍ ରହିବା ନେଇ ଆକଳନ କରିଛନ୍ତି । ଏହି ସଂଗଠନ ଗୁଡ଼ିକ ମଧ୍ୟରେ ଆନ୍ତର୍ଜାତିକ ମୁଦ୍ରାକୋଷ (ଆଇଏମ୍ଏଫ୍) ବି…
ବିଶ୍ୱସ୍ତରୀୟ ହେବା ପଥରେ ଭାରତୀୟ ଟଙ୍କା: ଖୁବ ଶୀଘ୍ର ଆନ୍ତର୍ଜାତୀୟ ବାଣିଜ୍ୟରେ ଟଙ୍କାରେ ହେବ କାରବାର-ପୀୟୁଷ ଗୋୟଲ
ନୂଆଦିଲ୍ଲୀ: ଭାରତୀୟ ଟଙ୍କା ବିଶ୍ୱ ମୁଦ୍ରା ହେବାର ପଥରେ ଆଗକୁ ବଢି ଚାଲିଛି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଶନିବାର ଆଶା ପ୍ରକଟ କରିଛନ୍ତି ଯେ ବ୍ୟବସାୟୀମାନେ ଖୁବ ଶୀଘ୍ର ବୈଦେଶିକ ବାଣିଜ୍ୟକୁ ଟଙ୍କାରେ…
ମାତ୍ର ୧୦୭ ଟଙ୍କାର ରିଚାର୍ଜ କରନ୍ତୁ: ଆକ୍ଟିଭ୍ ରହିବ ସିମ୍ କାର୍ଡ
ନୂଆଦିଲ୍ଲୀ: ଆଜିକାଲି ଇଣ୍ଟରନେଟ ସମସ୍ତଙ୍କ ପାଇଁ ଏକ ଜରୁରୀ ସାମଗ୍ରୀ ପାଲଟି ଯାଇଛି । ମଣିଷ ଖାଇବା, ପିଇବା ଓ ପିନ୍ଧିବା ଭୁଲିଯାଇପାରେ, ମାତ୍ର ସ୍ମାର୍ଟଫୋନରେ ପ୍ୟାକ୍ ପକାଇବାକୁ କଦାପିକୁ ଭୁଲିବ ନାହିଁ । କାରଣ…