Browsing Category

ବାଣିଜ୍ୟ

ଥାଇଲ୍ୟାଣ୍ଡରେ ଗଞ୍ଜେଇ ଚାଷକୁ ମିଳିଲା ଆଇନଗତ ମାନ୍ୟତା, ଚାଷୀଙ୍କୁ ୧୦ ଲକ୍ଷ ମଞ୍ଜି ବାଣ୍ଟିଲେ ସରକାର

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡରେ ଗଞ୍ଜେଇ ଚାଷ କରିବା ଆଉ ବେଆଇନ୍‌ ନୁହେଁ । ଏସିଆ ମହାଦେଶର ପ୍ରଥମ ଦେଶ ଭାବେ ଥାଇଲ୍ୟାଣ୍ଡରେ ଗଞ୍ଜେଇକୁ ମିଳିଛି ଆଇନଗତ ମାନ୍ୟତା । ଏଣିକି ଗଞ୍ଜେଇ ଉତ୍ପାଦନ କରିବା ,ଏହାକୁ ରଖିବା ଓ…

ତିନି ଗୁଣା ବୃଦ୍ଧି ହେବ EPFO ଗ୍ରାହକଙ୍କ ପେନସନ ରାଶି! ଖୁବଶୀଘ୍ର ମିଳିବ ଏକ ଶାନଦାର ଉପହାର

ନୂଆଦିଲ୍ଲୀ: କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ତା’ର ଗ୍ରାହକଙ୍କ ପାଇଁ ଏକ ସୁଖବର ଆସିଛି । ଇପିଏଫଓ ପକ୍ଷରୁ ଗ୍ରାହକଙ୍କୁ ଖୁବଶୀଘ୍ର ମିଳିପାରେ ଏକ ଶାନଦାର ଉପହାର । ଗ୍ରାହକଙ୍କ ସର୍ବନିମ୍ନ ପେନସନ…

ଆସନ୍ତା ଜୁଲାଇ ପହିଲାରୁ ଦେଶରେ ବ୍ୟାନ୍ ହେବ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍: ସମସ୍ୟା ଘେରରେ ଶିଳ୍ପ ସଂସ୍ଥା, ରୋଜଗାର ହରାଇବେ କୋଟି କୋଟି ଲୋକ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ମାସ ପହିଲାରୁ ଦେଶରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଉପରେ କଟକଣା ଲାଗୁ ହେବାକୁ ଯାଉଛି । ତେବେ ପ୍ଲାଷ୍ଟିକ୍ ବ୍ୟାନ ପରିବେଶ ସୁରକ୍ଷା ଦୃଷ୍ଟିରୁ ଏକ ସଠିକ୍ ପଦକ୍ଷେପ ହେଲେ ମଧ୍ୟ ଏହାର…

୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକ ହରାଇଲେ ୩.୧୫ ଲକ୍ଷ କୋଟି

ନୂଆଦିଲ୍ଲୀ: ଗତକାଲି ଭାରତୀୟ ଶେୟାର ବଜାରରେ ଉନ୍ନତି ପରିଲକ୍ଷିତ ହୋଇଥିଲାବେଳେ ଆଜି ଶୁକ୍ରବାର କିନ୍ତୁ ପୁଣି କ୍ଷତି ଦେଖିବାକୁ ମିଳିଛି । ବୈଶ୍ୱିକ ସ୍ତରରେ ଆର୍ଥକ ମାନ୍ଦାବସ୍ତା କାରଣରୁ ଅନେକ ଦେଶର ଶେୟାର ବଜାର…

ରାସନ ବଣ୍ଟନ କରିବାର ବ୍ୟବସ୍ଥା ବଦଳିବ, ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରିବାରୁ ପାଇବେ ମୁକ୍ତି

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ରାସନ କାର୍ଡରେ ଜିନିଷ ଆଣିବା ପାଇଁ ଆପଣଙ୍କୁ ଆଉ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିବ ନାହିଁ। ଯଦି ଆପଣଙ୍କର ଏକ ରାସନ କାର୍ଡ ଅଛି ଏବଂ ଆପଣ ପ୍ରତି ମାସରେ ସରକାରଙ୍କ ଦ୍ୱାରା…

ଦେଶରେ ଦରଦାମ ବୃଦ୍ଧି ମଧ୍ୟରେ ବମ୍ପର ପିଆଜ ଉତ୍ପାଦନ, କୋଲ୍ଡ ଷ୍ଟୋରେଜ୍ ଅଭାବରୁ ସର୍ବନିମ୍ନ ମୂଲ୍ୟରେ ବିକ୍ରି କରୁଛନ୍ତି ଚାଷୀ

ମହାରାଷ୍ଟ୍ର(ଓଡ଼ିଶା ଭାସ୍କର): ଗୋଟିଏ ପଟେ ମହାରାଷ୍ଟ୍ରର ମଣ୍ଡିରେ ପିଆଜର ମୂଲ୍ୟ ଏବେ ସର୍ବନିମ୍ନ ସ୍ତରରେ ଥିବାବେଳେ ଅନ୍ୟ ପଟେ କୃଷକମାନେ ଅନେକ ରାଜ୍ୟରେ ଭଲ ମୂଲ୍ୟ ପାଉଛନ୍ତି। ବିହାର, ୟୁପି ଏବଂ କେରଳର ଚାଷୀମାନେ…

ଆସିବ ନାହିଁ ଅଷ୍ଟମ ବେତନ ଆୟୋଗ, କାର୍ଯ୍ୟଦକ୍ଷତା ଆଧାରରେ ବଢିବ ଦରମା!

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): କେନ୍ଦ୍ରୀୟ କର୍ମଚାରୀ ନିଜର ଦରମା ବୃଦ୍ଧି ପାଇଁ ଅପେକ୍ଷାରେ ରହିଛନ୍ତି। ବର୍ତ୍ତମାନ ୭ତମ ବେତନ କମିଶନଙ୍କ ଆଧାରରେ ଦରମା ମିଳୁଛି। ତେବେ ଦେଶରେ ଏବେ ନିରନ୍ତର ଦରଦାମ ବଢିବାରେ ଲାଗିଛି।…

ପୋଷ୍ଟ ଅଫିସର ଏହି ସ୍କିମରେ ହୋଇଯିବେ ଲକ୍ଷପତି, କେବଳ ପ୍ରତିଦିନ ଦେବାକୁ ହେବ ୫୦ ଟଙ୍କା

ନୂଆଦିଲ୍ଲୀ: ନିବେଶ କରିବା ପାଇଁ ପୋଷ୍ଟ ଅଫିସ ସ୍କିମକୁ ସାଧାରଣତଃ ସୁରକ୍ଷିତ ମନେ କରାଯାଏ । ଏଠାରେ କୌଣସି ପ୍ରକାର ରିସ୍କ ନଥାଏ । ପୋଷ୍ଟ ଅଫିସରେ ଅନେକ ଏଭଳି ସ୍କିମ୍ ରହିଛି ଯେଉଁଥିରେ ଲୋକେ ଫାଇଦା ଭଲ ଲାଭ…

ଧାନର MSP ୧୦୦ ଟଙ୍କା ବୃଦ୍ଧି ଯଥେଷ୍ଟ ନୁହେଁ, ଅସନ୍ତୋଷ ବ୍ୟକ୍ତ କଲା ବିଜେଡି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଗତକାଲି କେନ୍ଦ୍ର ସରକାର ୨୦୨୨-୨୩ ଫସଲ ପାଇଁ ୧୭ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(MSP) ବୃଦ୍ଧି କରିଥିଲେ। ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। କଂଗ୍ରେସ ଏବଂ ବିଜେଡି ଏହାକୁ ନେଇ…

୩ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେବେଠୁ ଓ ଏହାର କାରଣ କଣ?

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଜୁନ୍ ମାସର ବିଭିନ୍ନ ବ୍ୟାଙ୍କ୍ ସଂଗଠନର ଧର୍ମଘଟ କାରଣରୁ ପ୍ରାୟ ତିନି ଦିନ ବ୍ୟାଙ୍କ୍ ବନ୍ଦ ରହିପାରେ। ମାସର ଶେଷ ସପ୍ତାହରେ ପବ୍ଲିକ୍ ସେକ୍ଟର ବ୍ୟାଙ୍କ୍ କର୍ମଚାରୀମାନେ ଧର୍ମଘଟ କରିବେ…