Browsing Category
ବାଣିଜ୍ୟ
ଯୋଗାଣ ବୃଦ୍ଧି ପରେ ଖାଇବା ତେଲ ମୂଲ୍ୟରେ ୧୫ ଟଙ୍କା ହ୍ରାସ, ଆଗକୁ ଆହୁରି ଶସ୍ତା ହେବ ବୋଲି ଆଶା
ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଦେଶରେ ବର୍ତ୍ତମାନ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ଉପରମୁହାଁ ରହିଛି। ଏଭଳି ସମୟରେ ବ୍ରାଣ୍ଡେଡ୍ କମ୍ପାନୀ ଖାଇବା ତେଲର ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିଛନ୍ତି। ସୂଚନା…
ଭାରତକୁ ଆମେରିକାର ୧୨୨ ନିୟୁତ ଡଲାର ସହାୟତା, ଚିକିତ୍ସା ଓ ଗବେଷଣା କ୍ଷେତ୍ରରେ ବିନିଯୋଗ ହେବ ଅର୍ଥ
ନୁଆଦିଲ୍ଲୀ:ଅପରିହାର୍ଯ୍ୟ ରୋଗର ମୁକାବିଲା ଲାଗି ଆମେରିକା ଭାରତକୁ ୧୨୨ ନିୟୁତ ଡଲାର ସହାୟତା କରିଛି ।ଶୀଘ୍ର ବେମାରୀର ବିପଦ ଆକଳନ କରିବା, ମହାମାରୀକୁ ରୋକିବା ଓ ତ୍ୱରିତ ପ୍ରତିକ୍ରିୟା ଲାଗି ଏହି ଅର୍ଥ ଦେଶର ୩…
ପୋଷ୍ଟ ଅଫିସ୍ ର ଏହି ସ୍କିମରେ ଦ୍ୱିଗୁଣ ହୋଇପାରିବ ଟଙ୍କା, ଜାଣନ୍ତୁ କେମିତି?
ନୂଆଦିଲ୍ଲୀ: ସମସ୍ତେ ନିଜର ଜମା ରାଶି ସୁରକ୍ଷିତ ରଖିବା ସହ ଏହାକୁ ବୃଦ୍ଧି କରିବାକୁ ଚାହନ୍ତି । ଏଥିପାଇଁ ଅନେକ ସେମାନଙ୍କୁ ଜମାରାଶିକୁ ବ୍ୟାଙ୍କରେ ରଖିଥାନ୍ତି କିମ୍ବା କୌଣସି ସ୍କିମରେ ନିବେଶ କରିଥାନ୍ତି । ତେବେ…
ଶେୟାର ବଜାରରେ ହାହାକାର, ନିବେଶକ ହରାଇଲେ ୫ ଲକ୍ଷ କୋଟି
ନୂଆଦିଲ୍ଲୀ: ଆମେରିକାର ଫେଡେରାଲ ରିଜର୍ଭ ବ୍ୟାଙ୍କ ତରଫରୁ ଋଣ ଦର ରେକର୍ଡ ବୃଦ୍ଧି ଏବଂ ମାନ୍ଦାବସ୍ତା ଆଶଙ୍କା ମଧ୍ୟରେ ଶେୟାର ବଜାରରେ ଗୁରୁବାର ହାହାକାର ଦେଖାଦେଇଛି । ସକାଳେ ସବୁଜ ସଙ୍କେତ ସହ ବଜାର ଖୋଲିଥିଲା…
ବିମାନ ଯାତ୍ରା ହେବ ମହଙ୍ଗା! ସର୍ବକାଳୀନ ସ୍ତରରେ ପହଁଚିଲା ATF ମୂଲ୍ୟ
ନୂଆଦିଲ୍ଲୀ(ଓଡ଼ିଶା ଭାକ୍ସର): ବିମାନ ଚଳାଚଳ ଇନ୍ଧନ (ଏଟିଏଫ) ମୂଲ୍ୟ ଅଧିକ ସ୍ତରରେ ପହଞ୍ଚିବା ପରେ ଏହା ବିମାନ ଯାତ୍ରା ଉପରେ ପ୍ରଭାବ ପକାଇଛି। ଏଟିଏଫ୍ ମୂଲ୍ୟରେ ବୃଦ୍ଧି ହେତୁ ବିମାନ ସେବା ଭଡା ବଢାଇବାକୁ ପ୍ରସ୍ତୁତ…
୨୪ ଘଣ୍ଟା ଏସି ଲଗାଇଲେ ବି ଦେବାକୁ ପଡିବନି ଅଧିକ ବିଲ, କରନ୍ତୁ ଏହି ଉପାୟ
ବର୍ତ୍ତମାନ ଗରମ ଦିନରେ ବିନା ଏସିରେ ଘରେ ରହିବା ଅସମ୍ଭବ । ଏସି ଯେତିକି ଶରୀରକୁ ଶାନ୍ତି ଦିଏ, ବିଦ୍ୟୁତ୍ ବିଲ୍ ସେତିକି ଟେନସନ୍ ଆଣିଦିଏ । ଏସି ଲଗାଇବା ଫଳରେ ବିଦ୍ୟୁତ୍ ବିଲ୍ ଡବଲ ଦେବାକୁ ପଡେ । ତେବେ ଆଜି ଆମେ…
ଆସନ୍ତା ମାସରୁ ମାଗଣା LPG ସିଲିଣ୍ଡର: ୩୭୦୦୦ ପରିବାରଙ୍କୁ ମିଳିବ ଲାଭ
ନୂଆଦିଲ୍ଲୀ: ଦେଶରେ ଏବେ ଦରଦାମ୍ ଆକାଶ ଛୁଆଁ ହେବାରେ ଲାଗିଛି । ଖାଇବା-ପିଇବା ସାମଗ୍ରୀରୁ ନେଇ ପେଟ୍ରୋଲ-ଡିଜେଲ ମହଙ୍ଗା ହୋଇଛି । ସରକାରଙ୍କ ସତ ଚେଷ୍ଟା ପରେ ବି ଏଥିରୁ ମୁକ୍ତି ମିଳିପାରି ନାହିଁ । ରୋଷେଇ ଗ୍ୟାସର…
କର୍ମଚାରୀଙ୍କ ପାଇଁ ଖୁସିଖବର! ଅବସର ବୟସ ସହ ବଢ଼ିପାରେ ପେନସନ୍ ରାଶି, ଜାଣନ୍ତୁ କ’ଣ ରହିଛି ସରକାରଙ୍କ ଯୋଜନା
ନୂଆଦିଲ୍ଲୀ: କର୍ମଚାରୀମାନଙ୍କୁ ଖୁବଶୀଘ୍ର ଖୁସିଖବର ଦେଇପାରନ୍ତି କେନ୍ଦ୍ର ସରକାର । କର୍ମଚାରୀଙ୍କ ଅବସର ବୟସ ଓ ପେନସନ୍ ରାଶି ବଢ଼ାଇବା ଉପରେ ସରକାର ଯୋଜନା କରୁଛନ୍ତି ।ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା…
ରାସନ କାର୍ଡରେ ତୁରନ୍ତ କରନ୍ତୁ ଏହି ଅପଡେଟ, ସବୁବେଳେ ମିଳି ରାସନ: ଜାଣନ୍ତୁ ସହଜ ପ୍ରକ୍ରିୟା
ନୂଆଦିଲ୍ଲୀ: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଯଦି ଆପଣଙ୍କ ମୋବାଇଲ ନମ୍ବର ବଦଳିଛି, ତେବେ ଏହାକୁ ତକ୍ରାଳ ରାସନ କାର୍ଡରେ ଅପଡେଟ କରନ୍ତୁ । ଯଦି ଆପଣ ରାସନ କାର୍ଡରେ ମୋବାଇଲ ନମ୍ବର ଭୁଲ…
ଆକାଉଣ୍ଟରେ ୪୫୬ ଟଙ୍କା ରଖିବାକୁ ବ୍ୟାଙ୍କ କାହିଁକି ଦେଉଛି ପରାମର୍ଶ? ଜାଣନ୍ତୁ ଏହାର ଫାଇଦା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବିମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବିମା ଯୋଜନାର ବାର୍ଷିକ ପ୍ରିମିୟମ ହାର ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏହି ୨ଟି ଯୋଜନା ସାଧାରଣ ଜନତାଙ୍କ କଲ୍ୟାଣ ସହ…