Browsing Category
ବାଣିଜ୍ୟ
ସୁଭଦ୍ରା ଆବେଦନର ଶେଷ ତାରିଖ ମାର୍ଚ୍ଚ ୩୧, ଅଗଷ୍ଟରେ ମିଳିବ ୧୫ ହଜାର ଟଙ୍କା
ଭୁବନେଶ୍ୱର: ସୁଭଦ୍ରା ଟଙ୍କା ଚଳିତ ମାସ ୮ ତାରିଖରେ ଏକ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କୁ ମିଳିସାରିଛି। ଯେଉଁମାନେ ପୂର୍ବରୁ ପ୍ରଥମ କିସ୍ତି ଟଙ୍କା ପାଇ ନଥିଲେ ସେମାନଙ୍କୁ ରାଜ୍ୟ ସରକାର ଏକାଥରକେ ଦୁଇଟି କିସ୍ତିର ଟଙ୍କା…
ଅଧିକରୁ ଅଧିକ ମହିଳା ଆପଣାଉଛନ୍ତି ଡିଜିଟାଲ ଆର୍ଥିକ ସେବା, ନୂଆ ରିପୋର୍ଟରେ ଖୁଲାସା
ଓଡ଼ିଶା ଭାସ୍କର: ସଶକ୍ତିକରଣ ହେଉଛନ୍ତି ଦେଶର ମହିଳା। ଏକ ରିପୋର୍ଟରେ ଏହାର ଉଦାହରଣ ଦେଖିବାକୁ ମିଳିଛି। ପେନିୱାଇ ସର୍ଭେ ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରାୟ 40% ମହିଳା AePS ବ୍ୟବହାର କରୁଛନ୍ତି।
ବ୍ୟାଙ୍କିଙ୍ଗ,…
ହୋଲିରେ କେତେ ରହିଛି ସୁନା ଦର, ଜାଣନ୍ତୁ ଆପଣଙ୍କ ସହରର ରେଟ୍
ସୁନା ପ୍ରେମୀଙ୍କ ପାଇଁ ବଡ଼ ଖବର। ଗତକାଲି ସୁନାଦର ରେକର୍ଡ଼ ଭାଙ୍ଗିଥିବା ବେଳେ ଆଜି ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଯାହା ଗ୍ରାହକଙ୍କୁ ଝଟକା ଦେଇଛି। ଯଦି ଆପଣ ଆଜି ସୁନା ଅଳଙ୍କାର କିଣିବା ପାଇଁ ଯୋଜନା…
ମାର୍ଚ୍ଚ ୩୦ରେ ଅନ୍ତଦୋୟ ଗୃହ ଯୋଜନା: ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର: ମାର୍ଚ୍ଚ ୩୦ରେ ତାରିଖରେ ଅନ୍ତଦୋୟ ଗୃହ ଯୋଜନାର ହେବ ଶୁଭାରମ୍ଭ। ଏହି ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଳାହାଣ୍ଡି ଜିଲ୍ଲାରୁ ଆରମ୍ଭ ହେବ ଏହି ଅନ୍ତଦୋୟ ଗୃହ ଯୋଜନା।
ସରକାର…
ଆଜି ଏତିକି ଟଙ୍କା ବଢିଗଲା ସୁନାଦର, ଜାଣନ୍ତୁ ୧୦ ଗ୍ରାମ୍ ପିଚ୍ଛା କେତେ ଅଛି ?
ବିବାହଋତୁ ଚାଲିଥିବା ବେଳେ ସୁନାଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଗତକାଲି ଦର ବୃଦ୍ଧି ହୋଇଥିବା ବେଳେ ଆଜି ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଯଦି ଆପଣ ଆଜି ସୁନା ଅଳଙ୍କାର କିଣିବା ପାଇଁ ଯୋଜନା କରୁଛନ୍ତି।…
ଏୟାରଟେଲ୍ ସହ ହାତ ମିଶାଇଲେ ଏଲନ ମସ୍କ, ଭାରତରେ ଆରମ୍ଭ ହେବ ଷ୍ଟାରଲିଙ୍କ ଇଣ୍ଟରନେଟ୍
ନୂଆଦିଲ୍ଲୀ: ଭାରତୀ ଏୟାରଟେଲ୍ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଭାରତରେ ଷ୍ଟାରଲିଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ଆଣିବା ପାଇଁ ଏୟାରଟେଲ୍ ସ୍ପେସ୍ଏକ୍ସ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛି। ଦେଶରେ ଷ୍ଟାରଲିଙ୍କ…
ଗୋଟିଏ ଦିନରେ ୨୯ ବିଲିୟନ ଡଲାର କମିଗଲା ଏଲନ ମସ୍କଙ୍କ ସମ୍ପତ୍ତି, ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତିରେ ବଡ଼ କ୍ଷତି ହୋଇଛି। ଡିସେମ୍ବର ୨୦୨୪ରେ ୪୮୬ ବିଲିୟନ ଡଲାରରେ ପହଞ୍ଚିଥିବା ଏଲନ୍ ମସ୍କଙ୍କ ସମ୍ପତ୍ତିରେ ଚଳିତ ବର୍ଷ ଆରମ୍ଭରୁ ୧୩୨ ବିଲିୟନ ଡଲାର ହ୍ରାସ…
ଆଉ ମାଗଣାରେ ହେବନି ଡିଜିଟାଲ ପେମେଣ୍ଟ: UPI ଏବଂ RuPay କାରବାର ଉପରେ ମର୍ଚ୍ଚାଣ୍ଟ ଚାର୍ଜ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି ସରକାର
ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ UPI ଏବଂ RuPay ଡେବିଟ୍ କାର୍ଡ ମାଧ୍ୟମରେ କରାଯାଇଥିବା କାରବାର ଉପରେ କୌଣସି ଚାର୍ଜ (MDR) ଲାଗୁନାହିଁ। କିନ୍ତୁ ଏବେ ସରକାର ଏହି କାରବାର ଉପରେ ବ୍ୟବସାୟୀ ଶୁଳ୍କ ଲାଗୁ କରିବାକୁ…
୬ ଘଣ୍ଟାରେ ୪ଥର ଡାଉନ୍ ହେଲା ଏକ୍ସ; ମସ୍କ କହିଲେ- ଆମ ଉପରକୁ ବିଦେଶୀମାନେ କରୁଛନ୍ତି ଆକ୍ରମଣ
ନୂଆଦିଲ୍ଲୀ: ଏକ୍ସର ଗତକାଲି ରହି ରହି ଡାଉନ ହୋଇଥିଲା। ଦ୍ୱିପ୍ରହର ୩ଟା ଠାରୁ ରାତି ୯ଟା ପର୍ଯ୍ୟନ୍ତ ଏକ୍ସ ୪ ଥର ଡାଉନ ହୋଇସାରିଛି। ସୋସିଆଲ ମିଡିଆରେ ଲୋକେ ଅନେକ ପ୍ରକାରର ଅସୁବିଧାର ଦାବି କରିଛନ୍ତି।
ଏ ନେଇ…
କୋଟି କୋଟି ୟୁଜର୍ସ ଚଲାଇପାରୁ ନାହାନ୍ତି ‘ଏକ୍ସ’, ପୁଣି ହେଲା ଡାଉନ
ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ଡାଉନ ହୋଇଛି। ପୋଷ୍ଟ ଆକ୍ସେସ କରିପାରୁନାହାନ୍ତି ହଜାର ହଜାର ୟୁଜର୍ସ। ସୋମବାର ଦିନ ଏକ୍ସ ଦୁଇଥର ଡାଉନ ହୋଇସାରିଲାଣି।
ପ୍ରଥମଥର ଏହା ଦ୍ୱିପ୍ରହର ୩ଟା…