Browsing Category
ବାଣିଜ୍ୟ
ଲଞ୍ଚ ହେଲା Realmeର ନୂଆ ସ୍ମାର୍ଟଫୋନ; ବଜେଟରେ ରହିଛି 50 MP ର କ୍ୟାମେରା
ନୂଆଦିଲ୍ଲୀ: ସ୍ମାର୍ଟଫୋନ ନିର୍ମାତା କମ୍ପାନୀ Realme ଏହାର ନୂତନ ସ୍ମାର୍ଟଫୋନ Realme Narzo 50 କୁ ଭାରତରେ ଲଞ୍ଚ କରିଛି । ଏହି ବଜେଟ ସ୍ମାର୍ଟଫୋନରେ ଦମଦାର ଟ୍ରିପଲ କ୍ୟାମେରା, ବ୍ୟାଟେରୀ, ଦମଦାର ପ୍ରୋସସର ରହିଛି…
ରୁଷ-ୟୁକ୍ରେନ ସଂଘର୍ଷରେ ସେୟାର ବଜାରରେ ହାହାକାର, ୨୦୦୦ ଅଙ୍କ ତଳକୁ ଖସିଲା ସେନସେକ୍ସ
ମୁମ୍ବାଇ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ସଂଘର୍ଷ କାରଣରୁ ଭାରତୀୟ ସେୟାର ବଜାର ଗୁରୁତର ଭାବେ ପ୍ରଭାବିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସ ଗୁରୁବାର ୧୮୫୦ ପଏଣ୍ଟ ତଳକୁ ଖସି କାରବାର ଆରମ୍ଭ କରିଛି।…
ଗୋଟିଏ ବର୍ଷରେ ଗୌତମ ଅଡାନୀ ଯେତେ ଆୟ କଲେ, ସେଥିରୁ ଅଧିକ ଗୋଟିଏ ଦିନରେ ହରାଇଲେ ଏଲନ ମସ୍କ
ନୂଆଦିଲ୍ଲୀ: ତୃତୀୟ ବିଶ୍ଵ ଯୁଦ୍ଧର ଆଶଙ୍କା ଏବଂ ରୁଷ-ୟୁକ୍ରେନ ଯୁଦ୍ଧ କାରଣରୁ ସମଗ୍ର ଦୁନିଆର ଘରୋଇ ପୁଞ୍ଜି ବଜାରରେ ଆସିଛି ଭୁକମ୍ପ। ଏହାର ପ୍ରଭାବ ଅରବପତିଙ୍କ ସଂପତ୍ତି ଉପରେ ମଧ୍ୟ ପଡିଛି। ଦୁନିଆର ସବୁଠୁ ବଡ ଧନୀ…
ୟୁକ୍ରେନ ସଙ୍କଟ: ବଢ଼ିଲା ଅଶୋଧିତ ତୈଳ ଦର
ନୂଆଦିଲ୍ଲୀ: କରୋନା କଟକଣା ଓ ଅନ୍ୟାନ୍ୟ ସମସ୍ୟା କାରଣରୁ ଅଶୋଧିତ ତୈଳ ଦର ପୂର୍ବରୁ ଆକାଶ ଛୁଆଁ ହୋଇଥିଲା । ଆଉ ଏବେ ପୁଣି ୟୁକ୍ରେନ୍ ସଙ୍କଟ ଦେଖାଦେବା ପରେ ଭାରତରେ ଉପରେ ଏହାର ପ୍ରଭାବ ପଡ଼ିଛି । ଆନ୍ତର୍ଜାତୀୟ ବଜାରରେ…
ଭାରତ ରଦ୍ଦ କଲା ପ୍ରେଡିଏଟର୍ ଡ୍ରୋନ୍ ଚୁକ୍ତି, ୩ ଆରବ ଡଲାରର ଆମେରିକାଠୁ କିଣି ଥାଆନ୍ତା
ନୂଆଦିଲ୍ଲୀ : ଆମେରିକାଠୁ କିଣିବାକୁ ଥିବା ପ୍ରେଡିଏଟର ଆର୍ମ ଡ୍ରୋନ ଚୁକ୍ତିକୁ ରଦ୍ଦ କରିଛି ଭାରତ । ସୂଚନା ଅନୁଯାୟୀ, ଭାରତ ଆମେରିକାଠୁ କିଣିବାକୁ ଥିବା ୩ ଆରବ ଡଲାରର ଚୁକ୍ତିକୁ ରଦ୍ଦ କରିଦେଇଛି । ଭାରତ ଏବେ ନିଜର…
ସାଧାରଣ ଲୋକଙ୍କୁ ଶକ୍ତ ଝଟକା! ୭ରୁ ୮ ଟଙ୍କା ବଢ଼ିପାରେ ପେଟ୍ରୋଲ ରେଟ୍
ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ବିବାଦ ଦିନୁକ ଦିନ ବଢ଼ିବାରେ ଲାଗିଛି । ଏହାର ପ୍ରଭାବ ସେୟାର ବଜାର ସହିତ ତୈଳ ଦରରେ ବି ପଡୁଛି । ଫଳରେ ପେଟ୍ରୋଲ/ଡିଜେଲ ଦର ୭ରୁ ୮ ଟଙ୍କା ବଢ଼ିବାର ଆଶଙ୍କା ରହିଛି । ପେଟ୍ରୋଲ/ଡିଜେଲ ସହ…
ଘରେ ଝିଅ ଥିଲେ ମିଳିବ ୨.୨ ଲକ୍ଷ ଟଙ୍କା: ଜାଣନ୍ତୁ କଣ ରହିଛି ଭାଇରାଲ ଖବର ପଛର ସତ୍ୟତା
ନୂଆଦିଲ୍ଲୀ: ଘରେ ଝିଅ ଥିଲେ ମିଳିବ ୨.୨ ଲକ୍ଷ ଟଙ୍କା । ଏମିତି ଏକ ଖବର ସୋସିଆଲ ମିଡିଆରେ ବେଶ ଭାଇରାଲ ମଧ୍ୟ ହୋଇଥିଲା । ପ୍ରଧାନମନ୍ତ୍ରୀ ନାରୀ ଶକ୍ତି ଯୋଜନାରେ ପରିବାରରେ ଝିଅ ଥିଲେ ଏହି ଅର୍ଥରାଶି ମିଳିବା ନେଇ…
ପ୍ରତିଦିନ ଜମା କରନ୍ତୁ ୭ ଟଙ୍କା; ମାସକୁ ମିଳିବ ୫୦୦୦ ଟଙ୍କା ପେନସନ
ନୂଆଦିଲ୍ଲୀ: ଲୋକମାନେ ଭାବନ୍ତି କି, ସରକାରୀ ଚାକିରି କଲେ ବୃଦ୍ଧାବସ୍ଥାରେ ପେନସନର ଫାଇଦା ମିଳିଥାଏ । କିନ୍ତୁ ଏଣିକି କେନ୍ଦ୍ର ସରକାର ଶ୍ରମିକ, ଘରୋଇ କମ୍ପାନୀର କର୍ମଚାରୀ, ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ସମସ୍ତ…
LPG ଗ୍ରାହକଙ୍କୁ ଜୋରଦାର୍ ଝଟକା! ଅପ୍ରେଲ ୨୦୨୨ରୁ ଦ୍ୱିଗୁଣିତ ହୋଇଯିବ ରୋଷେଇ ଗ୍ୟାସର ଦର
ନୂଆଦିଲ୍ଲୀ: ବଢ଼ୁଥୀବା ଦରଦାମ୍ ମଧ୍ୟରେ ସାଧାରଣ ଜନତାଙ୍କୁ ପୁଣିଥରେ ବଡ଼ ଝଟକା ଲାଗିବାକୁ ଯାଉଛି । ପେଟ୍ରୋଲ ଓ ଡିଜେଲ ପରେ ଏବେ ରୋଷେଇ ଗ୍ୟାସ୍ ଉପଭୋକ୍ତାଙ୍କୁ ପଡ଼ିବ ମହଙ୍ଗା ମାଡ଼ । ଅପ୍ରେଲରୁ ଖାଦ୍ୟ ରୋଷେଇ କରିବା…
ସେୟାର ବଜାରରେ ୟୁକ୍ରେନ ସଙ୍କଟ: ୧୭ ହଜାର ତଳକୁ ଖସିଲା ନିଫଟି
ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ବଢ଼ିବାରେ ଲାଗିଛି । ଭାରତୀୟ ସେୟାର ମାର୍କେଟ ଉପରେ ମଧ୍ୟ ୟୁକ୍ରେନ ସଙ୍କଟର ପ୍ରଭାବ ଦେଖିବାକୁ ମିଳିଛି । କାରବାର ଆରମ୍ଭରୁ ଖସିଛି ସେନସେକ୍ସ ଓ ନିଫଟି ।…