fbpx
Browsing Category

ବାଣିଜ୍ୟ

ଲକ୍ଷାଧିକ ପେନସନଭୋଗୀଙ୍କ ପାଇଁ ବଡ ଖବର: ଦୁଇଗୁଣ ହୋଇପାରେ ସର୍ବନିମ୍ନ ଭତ୍ତା

ନୂଆଦିଲ୍ଲୀ,୨୩ ।୩: କରୋନା ଭାଇରସ ସଙ୍କଟର ମୁକାବିଲା କରିବା ପାଇଁ ସରକାର ଏକ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହା ଅଧୀନରେ କର୍ମଚାରୀ ଓ କମ୍ପାନୀଗୁଡିକୁ ଆରାମ ମିଳିବ । ଶ୍ରମ ମନ୍ତ୍ରଣାଳୟ ଏକ ସଙ୍କୋଚନକାରୀ ପ୍ୟାକେଜ…

କରୋନା ଯୁଦ୍ଧ: ୨୨ ମାର୍ଚ୍ଚରେ ଜନତା କର୍ଫ୍ୟୁ ସହ ଟ୍ରେନ୍ ବନ୍ଦୀ, ଚାଲିବ ନାହିଁ ୩୭୦୦ ଟ୍ରେନ୍

ନୂଆଦିଲ୍ଲୀ,୨୦ ।୩: ଦେଶରେ କରୋନା ଭାଇରସକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଗୁରୁବାର ଦିନ ଦେଶକୁ ସମ୍ବୋଧିତ କରିବା ସହ ୨୨ ମାର୍ଚ୍ଚରେ ଜନତା କର୍ଫ୍ୟୁ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି । ରବିବାର…

ସେୟାର ବଜାର ପାଇଁ ଭୟାନକ ପରିସ୍ଥିତି, ଖସିଲା ସେନସେକ୍ସ ଓ ନିଫ୍ଟ

ନୂଆଦିଲ୍ଲୀ,୧୯ ।୩: କରୋନା ଭାଇରସ୍ କାରଣରୁ ଭାରତୀୟ ସେୟାର ବଜାରରେ ଲଗାତାର ହ୍ରାସ ଜାରି ରହିଛି । ପ୍ରାରମ୍ଭିକ ବ୍ୟବସାୟରେ ସେନସେକ୍ସ ୧୬୦୦ ପଏଣ୍ଟ ହ୍ରାସ ପାଇଥିବା ବେଳେ ନିଫ୍ଟି ୩୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଛି ।…

ସ୍ୱାଭାବିକ ହେଲା ୟେସ୍ ବ୍ୟାଙ୍କ

ନୂଆଦିଲ୍ଲୀ,୧୮ ।୩: ସ୍ୱାଭାବିକ ହେଲା ୟେସ୍ ବ୍ୟାଙ୍କର ବ୍ୟାଙ୍କିଂ ସେବା । ମାର୍ଚ୍ଚ ୫ରୁ ୟେସ୍ ବ୍ୟାଙ୍କ ଉପରେ ଲାଗିଥିଲା କଟକଣା । ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବାରୁ ୟେସ୍ ବ୍ୟାଙ୍କ ଉପରେ କଟକଣା ଲଗାଇଥିଲା…

କରୋନା ସଙ୍କଟ ମଧ୍ୟରେ ପ୍ରତ୍ୟେକ କର୍ମଚାରୀଙ୍କୁ ୭୪ ହଜାର ବୋନସ୍ ଦେଉଛି ଏହି କମ୍ପାନୀ

କରୋନା ଭାଇରସ୍ ସଙ୍କଟ ଯୋଗୁଁ ବହୁ କମ୍ପାନୀ ନିଜ କର୍ମଚାରୀଙ୍କୁ ଘରୁ କାମ କରିବାକୁ କହୁଛନ୍ତି । ସେହିଭଳି ଫେସବୁକ ମଧ୍ୟ ଘରୁ କାମ କରୁଥିବା ନିଜର ସମସ୍ତ କର୍ମଚାରୀଙ୍କୁ ସାହାର୍ଯ୍ୟ ପାଇଁ ୭୪,୦୦୦ ଟଙ୍କା ବୋନସ୍ ଦେବ ।…

ବଡ ଖବର ! ୩ ଟଙ୍କା ମହଙ୍ଗା ହେବ ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୧୪ ।୩: ପେଟ୍ରୋଲ-ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଓ ରୋଡ୍ ସେସ୍ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏହି ନିଷ୍ପତ୍ତି ପରେ ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ ଲିଟର ପିଛା ୩ ଟଙ୍କା ବୃଦ୍ଧି…