Browsing Category
ବାଣିଜ୍ୟ
ଏତିକି ସମୟ ଯାଏଁ ବନ୍ଦ ରହିବ ଏସବିଆଇର ବ୍ୟାଙ୍କ ସେବା, ଜାଣନ୍ତୁ କାହିଁକି
ଭାରତୀୟ ଷ୍ଟେଟ ବ୍ୟାଙ୍କ ଏହାର ଗ୍ରାହକଙ୍କ ପାଇଁ ଜରୁରୀ ଆଲର୍ଟ ଜାରି କରିଛି । ବ୍ୟାଙ୍କ କହିଛି ଯେ ୬ ଏବଂ ୭ ଅଗଷ୍ଟରେ ଏହାର ଡିଜିଟାଲ ସେବା କିଛି ଘଣ୍ଟା ପାଇଁ ପ୍ରଭାବିତ ହେବ ।
ଏସବିଆଇ ଏନେଇ ଏକ ଟ୍ୱିଟ କରି…
ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇର ଗ୍ରାହକଙ୍କ ପାଇଁ ଖୁସି ଖବର, ଜାଣନ୍ତୁ କ’ଣ
ନୂଆଦିଲ୍ଲୀ: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇର ଗ୍ରାହକଙ୍କ ପାଇଁ ଆସିଛି ଏକ ଖୁସି ଖବର । ବ୍ୟାଙ୍କ ନିଜର ଗ୍ରାହକଙ୍କ ହୋମ୍ ଲୋନର ପ୍ରୋସେସିଙ୍ଗ ଶୁଳ୍କକୁ ଛାଡ କରିଛି । ବ୍ୟାଙ୍କ ତରଫରୁ ଦିଆଯାଇଥିବା ସୂଚନା…
ଫିକ୍ସ ଡିପୋଜିଟ ଠାରୁ ଅଧିକ ରିଟର୍ଣ୍ଣ ଦେଇଥାଏ LICର ଏହି ପଲିସି, ଥରେ ଟଙ୍କା ଜମା କରନ୍ତୁ ମ୍ୟାଚୁରିଟିରେ ପାଆନ୍ତୁ ୨୭ ଲକ୍ଷ
ନୂଆଦିଲ୍ଲୀ: ସଞ୍ଚୟ ଏବଂ ନିବେଶକୁ ନେଇ ଲୋକ ବେସ୍ ସଚେତନ ରହିଥାନ୍ତି । ସାଧାରଣତଃ ଲୋକମାନେ ନିଜର ସଞ୍ଚୟକୁ କିଛି ଏମିତି ସ୍ଥାନରେ ନିବେଶ କରିବାକୁ ଚାହାନ୍ତି ଯେଉଁଠାରୁ ତାଙ୍କୁ ଅଧିକ ଲାଭ ମିଳିପାରିବ । ଭାରତୀୟ ଜୀବନ…
ବିନା ଆଧାର କାର୍ଡରେ ବ୍ୟାଙ୍କିଙ୍କଠୁ ନେଇ ଟିକେଟ୍ ବୁକିଂ କେମିତି କରିବେ, UIDAI ଦେଲା ସୂଚନା
ଓଡ଼ିଶା ଭାସ୍କର ବ୍ୟୁରୋ: କରୋନା ମହାମାରୀ କାଳରେ ଟିକାକରଣ ସମେତ ଅନ୍ୟାନ୍ୟ ସରକାରୀ ଏବଂ ବେସରକାରୀ କାର୍ୟ୍ୟ ଆଧାର କାର୍ଡ ବିନା ପୂରା ହୋଇପାରୁନି । ଆଉ ଆଜିର ସମୟରେ ବିନା ଆଧାର କାର୍ଡରେ ଟିକେଟ୍ ବୁକିଂ ଠାରୁ ଆରମ୍ଭ…
Emergency ସମୟରେ ଏଣିକି PF ଆକାଉଣ୍ଟରୁ ସଙ୍ଗେସଙ୍ଗେ ୧ ଲକ୍ଷ ଉଠାଇ ପାରିବେ, EPFO ଗ୍ରାହକଙ୍କ ପାଇଁ ଜାରି ହେଲା ନୂଆ ସର୍ଭିସ୍
ନୂଆଦିଲ୍ଲୀ: କରୋନା ସମୟରେ ଅଧିକାଂଶ ଲୋକ ନିଜ ନିଜର ଚାକିରି ହରାଇବା ସହ ବ୍ୟବସାୟରେ ନାହିଁ ନଥିବା କ୍ଷତିର ସମ୍ମୁଖୀନ ହୋଇଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ପିଏଫ୍ ଆକାଉଣ୍ଟରୁ ଅଧିକାଂଶ ଲୋକ ନିଜର ପୂର୍ବ ସଞ୍ଚିତ…
କେନ୍ଦ୍ର ସରକାରଙ୍କ ଏକ ଯୋଜନାରେ ଆପଣ ପାଇପାରିବେ ୧.୩ ଲକ୍ଷର ଫାଇଦା, ମାତ୍ର କରିବାକୁ ହେବ ଗୋଟିଏ କାମ
ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ପାଇଁ ସରକାର ବିଭିନ୍ନ ସମୟରେ ଅନେକ ନୂଆ ନୂଆ ଲାଭଦାୟକ ଯୋଜନା ପ୍ରଣୟନ କରିଥାନ୍ତି । ମାତ୍ର ଏହି ଲାଭକାରୀ ଯୋଜନା ବିଷୟରେ ଅଧିକାଂଶ ଲୋକ ଜାଣିନଥିବାରୁ ଏହାର ଫାଇଦା ଉଠାଇ ପାରନ୍ତି ନାହିଁ…
Telegram ଅର୍ଥ ରୋଜଗାରର ଅନ୍ୟତମ ମାଧ୍ୟମ, ଆଜି ହିଁ ଆରମ୍ଭ କରନ୍ତୁ
୨୦୧୩ ମସିହାରେ ଲଞ୍ଚ ହୋଇଥିବା ଟେଲିଗ୍ରାମ ହ୍ୱାଟସଆପ ପରି ଏକ ପପୁଲାର ସୋସିଆଲ୍ ମିଡିଆ ଅଟେ । ଏଥିରେ ଆପଣ ଗ୍ରୁପ ତିଆରି କରି ପରସ୍ପର ସହ ଚାଟିଂ କରିବା ସହ ଭିଡିଓ ଓ ଅଡିଓ ଫାଇଲ ଶେୟାର କରିପାରିବେ । ହ୍ୱାଟସଆପରେ…
Redmiର ପ୍ରଥମ ଲାପଟପ୍ ଆଜି ଲଞ୍ଚ ହେବ ଭାରତରେ, ଜାଣନ୍ତୁ କ’ଣ ରହିଛି ଏଥିରେ ଖାସ୍
ନୂଆଦିଲ୍ଲୀ: ରେଡମି ବୁକ୍ ସିରିଜ ଲାପଟପ୍ ଆଜି ଭାରତରେ ଲଞ୍ଚ କରାଯିବ । ରେଡମି ବୁକ୍ ସିରିଜ ଜିଓମିର ରେଡମି ବ୍ରାଣ୍ଡର ପ୍ରଥମ ଲାପଟପ ବଜାରରେ ଉପଲବ୍ଧ ହେବ । ଏହା ପୂର୍ବରୁ ରେଡମି ବୁକ ଲାପଟପ ଚୀନରେ ଲଞ୍ଚ କରାଯାଇଥିଲା…
ଲଞ୍ଚ ହେଲା Infinix Smart 5A, ବଜେଟରେ ରହିଛି ଆକର୍ଷଣୀୟ ଫିଚର
ସ୍ମାର୍ଟଫୋନ କମ୍ପାନୀ Infinix ଭାରତରେ ଏହାର ବଜେଟ ସ୍ମାର୍ଟଫୋନ Infinix Smart 5A ଲଞ୍ଚ କରିଛି । ଏହାକୁ କମ୍ପାନୀର Infinix Smart 5 ର ଲାଇଟ ଭାରିଆଣ୍ଟ କୁହାଯାଇପାରେ । ଫୋନର ଦାମ ୬,୫୦୦ ଟଙ୍କା ରହିଛି ।…
ଆଉ ବ୍ୟାଙ୍କଖାତାକୁ ଆସିବନି ସରକାରୀ ସହାୟତା: ଏମିତି ପାଇବେ ଟଙ୍କା, ଜାଣନ୍ତୁ କଣ ରହିବ ବ୍ୟବସ୍ଥା
ନୂଆଦିଲ୍ଲୀ: ବିଭିନ୍ନ ସରକାରୀ ସହାୟତା ସିଧାସଳଖ ଟ୍ରାନ୍ସଫର(ଡିବିଟି) ଜରିଆରେ ହିତାଧିକାରୀଙ୍କ ଆକାଉଣ୍ଟରେ ପହଞ୍ଚିଥାଏ । ମାତ୍ର ଏହି ବ୍ୟବସ୍ଥା ବନ୍ଦ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ…