Browsing Category
ବାଣିଜ୍ୟ
RBI ଜାରି କରିବ ଡିଜିଟାଲ୍ କରେନ୍ସି, ସୂଚନା ଦେଲେ ଡେପୁଟି ଗଭର୍ଣ୍ଣର
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପକ୍ଷରୁ ଡିଜିଟାଲ୍ କରେନ୍ସି ଜାରି କରାଯିବ । ଏନେଇ ସୂଚନା ଦେଇଛନ୍ତି ଆରବିଆଇର ଜଣେ ଡେପୁଟି ଗଭର୍ଣ୍ଣର । ତେବେ ଯୋଜନା ମୁତାବକ ପ୍ରଥମେ ଟ୍ରାଏଲ୍ ବେସିସରେ…
ନିବେଶକଙ୍କୁ ମାଲେମାଲ କରୁଛି ଏହି ଶେୟାର; ବର୍ଷକରେ ବଢିଲାଣି ୫୧୪%
ମୁମ୍ବାଇ: ହର୍ଷଦ ମେହେଟ୍ଟାଙ୍କ ଜୀବନି ଉପରେ ଆଧାରିତ ଶୋ ସ୍କାମ-୧୯୯୨ ଦେଖିଛନ୍ତି କି? ଯଦି ହଁ ତେବେ କହି ରଖିବାକୁ ଚାହୁଁଛୁ କସି ଏମିତି ଏକ ଶେୟାର ରହିଛି ଯାହା ନିଜର ନିବେଶକଙ୍କୁ କୋଟି କୋଟି ଟଙ୍କାର ଫାଇଦା ପ୍ରଦାନ…
ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଛନ୍ତି କି’? ୧୦ ଲକ୍ଷ ପର୍ଯ୍ୟନ୍ତ ମିଳିପାରିବ ଲୋନ୍, ଜାଣନ୍ତୁ କ’ଣ ଏହି ଯୋଜନା
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଯଦି ଆପଣ କୌଣସି ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ଏବଂ ଏଥିପାଇଁ ଅର୍ଥ ଆବଶ୍ୟକ କରୁଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ । ଆପଣ କେନ୍ଦ୍ର ସରକାରଙ୍କ ତରଫରୁ ୧୦ ଲକ୍ଷ ଟଙ୍କା…
ଚୀନକୁ ୧ ଲକ୍ଷ କୋଟିର ଝଟକା!; କେଟ୍ ନେଲା ଏମିତି ପଦକ୍ଷେପ
ନୂଆଦିଲ୍ଲୀ: ଚୀନକୁ ମିଳିବ ଏକ ଲକ୍ଷ କୋଟିର ଝଟକା । ଭାରତୀୟ ବ୍ୟବସାୟୀ ସଂଘ ପକ୍ଷରୁ ଏନେଇ ପ୍ରୟାସ ଆରମ୍ଭ କରାଯାଇଛି । ଭାରତୀୟ ବ୍ୟବସାୟୀ ସଂଘ କନଫେଡେରେସନ ଅଫ୍ ଅଲ ଇଣ୍ଡିଆ ଟ୍ରେଡର୍ସ (କେଟ୍) ପକ୍ଷରୁ ଏହି ପ୍ରୟାସ…
ଭାରତ କଲା ବିଶ୍ୱ ରେକର୍ଡ: ମାତ୍ର ୨୪ ଘଣ୍ଟାରେ ନିର୍ମାଣ କଲା ୨.୫ କିଲୋମିଟରର ୪ ଲେନ୍ କଂକ୍ରିଟ ରାସ୍ତା
ନୂଆଦିଲ୍ଲୀ: କୋଭିଡ କଟକଣା ମଧ୍ୟରେ ଜାତୀୟ ରାଜପଥ ନିର୍ମାଣରେ ତୀବ୍ର ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି । ଟ୍ୱିଟରରେ ସେ କହିଛନ୍ତି ଯେ ୨୦୨୦-୨୧ ମଧ୍ୟରେ ରାଜପଥ…
ଫୋନ କିଣିଲେ ମିଳିବ ୧୦ ହଜାର ଡିସକାଉଣ୍ଟ; ଏବେଠୁ କରନ୍ତୁ ଅର୍ଡର
ନୂଆଦିଲ୍ଲୀ: ଯଦି ଫୋନ୍ କିଣିବକୁ ଚାହୁଁଛନ୍ତି ତେବେ ବର୍ତ୍ତମାନ ଆପଣଙ୍କ ପାଇଁ ରହିଛି ବଢିଆ ସୁଯୋଗ । ଫୋନ କିଣିଲେ ୧୦ ହଜାର ଟଙ୍କା ଓ ଲାପଟପ୍ କିଣିଲେ ମିଳିବ ଡିସକାଉଣ୍ଟ ୩୫ ହଜାର ଟଙ୍କାର ଡିସକାଉଣ୍ଟ । ଏମିତି…
ସହଜରେ ମିଳିବ କନଫର୍ମ ଟିକେଟ: ନୂତନ ବ୍ୟବସ୍ଥା ଲଞ୍ଚ କଲା IRCTC
ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରିବା ଗମନାଗମନର ଅନ୍ୟତମ ସୁବିଧା ମାଧ୍ୟମ ହୋଇଥିବା ବେଳେ କନଫର୍ମ ଟିକେଟ ମିଳିବା କିନ୍ତୁ ଅତ୍ୟନ୍ତ କଷ୍ଟସାଧ୍ୟ ବ୍ୟାପାର ରହିଥାଏ । ଏଣିକି ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ…
ଘରୋଇ କର୍ମଚାରୀଙ୍କ ପାଇଁ ଖୁସିଖବର! ଅକ୍ଟୋବର୍ ୧ରୁ ୧୫ହଜାରରୁ ବଢ଼ି ୨୦ହଜାର ପର୍ଯ୍ୟନ୍ତ ହୋଇପାରେ ମୌଳିକ ବେତନ, ଜାଣନ୍ତୁ କଣ ରହିଛି ନିୟମ
ନୂଆଦିଲ୍ଲୀ: ଦେଶରେ ଥିବା କୋଟି କୋଟି କର୍ମଚାରୀ ମାନଙ୍କ ପାଇଁ କେନ୍ଦ୍ର ସରକାର ଏବେ ନୂତନ ଯୋଜନା ସବୁ ଆଣୁଛନ୍ତି । ଏବେ ସରକାର ଆଉ ଏକ ବଡ଼ ନିଷ୍ପତି ନେଇଛନ୍ତି । ଖବର ଅନୁସାରେ, ଅକ୍ଟୋବର୍ ୧ ତାରିଖରୁ ଲେବର୍ କାର୍ଡ…
Airtel-Jio-Vi: କିଏ ଦେଉଛି ଗ୍ରାହକଙ୍କୁ ଶସ୍ତା ପ୍ଲାନ୍, ଜାଣନ୍ତୁ
ନୂଆଦିଲ୍ଲୀ: ଦେଶରେ ଟେଲିକମ୍ କମ୍ପାନୀମାନେ ବର୍ଷ ସାରା ବିଭିନ୍ନ ପ୍ରିପେଡ୍ ପ୍ଲାନ ଅଫର ଦେଇଥାନ୍ତି ।ଏୟାରଟେଲ, ଜିଓ ଓ ଭୋଡ଼ାଫୋନ-ଆଇଡିଆର ପ୍ରିପେଡ୍ ପ୍ଲାନ ବର୍ଷସାରା ଭାଲିଡିଟି ସହ ଲଞ୍ଚ ହୋଇଥାଏ । ବାର୍ଷିକ…
ଏଣିକି ପିଲାଙ୍କ ପାଇଁ ବି ହେବ ଏଟିଏମ୍ କାର୍ଡ, ଦୈନିକ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଇବାର ମିଳିବ ସୁବିଧା; ଖୋଲନ୍ତୁ ଏହି ବ୍ୟାଙ୍କରେ ଖାତା
ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆପଣଙ୍କ ପିଲାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସୁବିଧା ଆଣିଛି । ଏଥିରେ ଗ୍ରାହକମାନଙ୍କୁ ଅନଲାଇନ୍ ମାଧ୍ୟମରେ ଖାତା ଖୋଲିବାର ସୁବିଧା ମିଳୁଛି । ହେଲେ ଏହି ସୁବିଧା କେବଳ…