Browsing Category

ନିଯୁକ୍ତି

ପୁର୍ବ-ଉତ୍ତର ରେଲୱେରେ ୧ ହଜାରୁ ଅଧିକ ପଦବୀରେ ନିଯୁକ୍ତି ସୁଯୋଗ; ଦେଖନ୍ତୁ ଖାଲିଥିବା ପଦବୀ ସଂଖ୍ୟା

ନୁଆଦିଲ୍ଲୀ: ଉତ୍ତର ପୂର୍ବ ରେଲୱେ ଏକ ହଜାରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଶାୟୀ ଆପ୍ରେଣ୍ଟିସ୍ ମାନଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ । ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ…

ଭୁବନେଶ୍ୱରରେ ଏମ୍ସରେ ୭୭୫ ପଦ ଖାଲି: ଗ୍ରୁପ-ବି ଓ ଗ୍ରୁପ-ସି’ର ୭୨ ପ୍ରକାର ପୋଷ୍ଟରେ ଦିଆଯିବ ନିଯୁକ୍ତି

ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଏକ ବଡ଼ ଖବର । ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ପକ୍ଷରୁ ୭୭୫ଟି ପଦ ପାଇଁ ବିଜ୍ଞାପନ ଜାରି କରାଯାଇଛି । ଗ୍ରୁପ-ବି ଓ ଗ୍ରୁପ- ସି’ରେ ପ୍ରାର୍ଥୀଙ୍କୁ…

ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି କି ? ପୂରଣ ହେବ ୧୦୦୦ ପଦବୀ, ଶେଷ ତାରିଖ ଜୁଲାଇ ୧୫

ନୂଆଦିଲ୍ଲୀ: ଯଦି ଆପଣ ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବାକୁ ଯାଉଛି । ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ମ୍ୟାନେଜର ସ୍କେଲ-୨ (ମେନଷ୍ଟ୍ରିମ୍) ପଦ ପାଇଁ…

NLC India Ltdରେ ବାହାରିଲା ଅନେକ ପୋଷ୍ଟ: ଯୋଗ୍ୟ ପ୍ରାର୍ଥୀଙ୍କୁ ମିଳିବ ଉଚ୍ଚ ବେତନ

ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ନେଭେଲି ଲିଗ୍ନାଇଟ୍ କର୍ପୋରେସନ (ଏନଏଲସି) ପକ୍ଷରୁ ବିଭିନ୍ନ ପଦ ପାଇଁ ବିଜ୍ଞାପନ ବାହାରିଛି । କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ମେକାନିକାଲ), ଡେପୁଟି ଜେନେରାଲ…

SSCର ଏହି ପଦବୀରେ ବାହାରିଲା ନିଯୁକ୍ତି, ଆବେଦନ ଶୁଳ୍କ ୧୦୦ ଟଙ୍କା

ନୂଆଦିଲ୍ଲୀ: କର୍ମଚାରୀ ଚୟନ ଆୟୋଗ ନିଜ ଅଫିସିଆଲ ୱେବସାଇଟରେ ମଲ୍ଟି-ଟାସ୍କିଂଗ ଷ୍ଟାଫ ଏବଂ ହାବିଲଦାର ପରୀକ୍ଷା ୨୦୨୩ ଲାଗି ନୋଟିଫିକେସନ ଜାରି କରିଛି । ନିଯୁକ୍ତି ଅଭିଯାନ ଅଧୀନରେ ସମୁଦାୟ ୧୫୫୮ଟି ପଦବୀ ପୂରଣ…

ଖୁସି ଖବର: ଲଖନଉ-ଗୋରଖପୁର ସହିତ ଏହି ୬ ଜିଲ୍ଲାରେ ହେବ ଅଗ୍ନିବୀର ଭର୍ତ୍ତି, ୨୦ ଜୁଲାଇାରୁ ଆରମ୍ଭ

ନୂଆଦିଲ୍ଲୀ: ୟୁପିରେ ଅଗ୍ନିବୀର ଯୋଜନା ଅଧୀନରେ ଭାରତୀୟ ସେନା ପାଇଁ ଯବାନଙ୍କ ନିଯୁକ୍ତି ଜୁଲାଇ ୨୦ ରୁ ଜାନୁୟାରୀ ୧୬ ପର୍ଯ୍ୟନ୍ତ କରାଯିବ । ଏହି ନିଯୁକ୍ତି ରାଲି ଫତେହଗଡ, ବଡ଼ୌତ, ଲଖନଉ, ଆଗ୍ରା, ଆମେଠୀ ଏବଂ…

ସାରା ଦେଶରେ ବିଭିନ୍ନ ବ୍ୟାଙ୍କରେ ୬୦୦୦ରୁ ଅଧିକ ପଦ ଲାଗି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ, ଜାଣିନିଅନ୍ତୁ ଯୋଗ୍ୟତା ଓ ଆବେଦନ ତାରିଖ

ନୂଆଦିଲ୍ଲୀ:ବ୍ୟାଙ୍କରେ ଚାକିରୀ ସନ୍ଧାନରେ ରହିଥିବା ଯୁବକ ଯୁବତୀଙ୍କ ଲାଗି ଏକ ବଡ ଖୁସି ଖବର । ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଂ ପର୍ସନାଲ ସିଲେକ୍ସନ(ଆଇବିପିଏସ୍) ଆଜି ଅର୍ଥାତ୍ ୧ ଜୁଲାଇରୁ କ୍ଲର୍କ ପଦବୀରେ(IBPS…

୧୦ମ ଓ ଦ୍ୱାଦଶ ଉତ୍ତୀର୍ଣ୍ଣଙ୍କ ଲାଗି ସରକାରଙ୍କ ଏହି ବିଭାଗରେ ରହିଛି ବମ୍ପର ନିଯୁକ୍ତି ସୁଯୋଗ, ଜାଣି ନିଅନ୍ତୁ କେବେ ସୁଦ୍ଧା ଆବେଦନ କରିବାକୁ…

ନୂଆଦିଲ୍ଲୀ:ଯଦି ଆପଣ ୧୦ ମ କିମ୍ବା ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି ଓ ସରକାରୀ ଚାକିରୀ କରିବାକୁ ଚାହୁଁଛନ୍ତି ତେବେ ଏବେ ଆପଣଙ୍କ ଲାଗି ଏକ ବଡ ସୁଯୋଗ ଆସିଛି । ଏବେ ୧୦ମ ଓ ଦ୍ୱାଦଶ ଉତ୍ତୀର୍ଣ୍ଣଙ୍କ ଲାଗି…

କ୍ଲର୍କ, ସହାୟକ, ଷ୍ଟେନୋ, ଲାଇବ୍ରେରିଆନ, ନର୍ସିଂ ଅଫିସର, ଷ୍ଟୋର କିପର ପଦ ଖାଲି: ଯୁକ୍ତଦୁଇ ଓ ଯୁକ୍ତ ତିନି ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ

ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ), ରାୟପୁର ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ଜାରି କରାଯାଇଛି । ଗ୍ରୁପ-ଏ, ଗ୍ରୁପ-ବି ଓ ଗ୍ରୁପ-ସି…

ଜୁଲାଇ ୧ରେ ଓଟିଇଟି ପରୀକ୍ଷା: କଟକ, ଭୁବନେଶ୍ୱରକୁ ଛାଡି ବାକି ସମସ୍ତ ଜିଲ୍ଲାର ପରୀକ୍ଷା କେନ୍ଦ୍ରକୁ ପଠାଗଲା ପ୍ରଶ୍ନପତ୍ର

ଭୁବନେଶ୍ୱର: ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା- ଓଟିଇଟି-୨୦୨୨ର ଦୁଇଟା ଯାକ ପେପର୍‍ ଲାଗି ପରୀକ୍ଷା ଆସନ୍ତା ଜୁଲାଇ ୧, ଶନିବାର ଦିନ ଅନୁଷ୍ଠିତ ହେବ । କଟକ, ଭୁବନେଶ୍ୱରକୁ ଛାଡ଼ିଦେଲେ ରାଜ୍ୟର ବାକି ସମସ୍ତ ଜିଲ୍ଲାର…