Browsing Category

ନିଯୁକ୍ତି

Aadhaarରେ ନିଯୁକ୍ତି ସୁଯୋଗ, ବିନା ଲିଖିତ ପରୀକ୍ଷାରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାସିକ ଦରମା

ଓଡ଼ିଶା ଭାସ୍କର: ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ(UIDAI)ରେ ନିଯୁକ୍ତି ସୁଯୋଗ । UIDAI ଏହାର ହାଇଦ୍ରାବାଦ ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପାଇଁ ଡେପୁଟି ଡାଇରେକ୍ଟର ଏବଂ ସିନିୟର ଆକାଉଣ୍ଟାଣ୍ଟ ଅଫିସର…

ସରକାରୀ ଚାକିରି ପାଇଁ ଜାଲ ସାର୍ଟିଫିକେଟ ରାକେଟର ପର୍ଦ୍ଦାଫାସ, ୱେବସାଇଟରେ ପ୍ରାର୍ଥୀଙ୍କ ନାଁ ଜାରି କଲା ବୋର୍ଡ଼

ଜୟପୁର: ରାଜସ୍ଥାନରେ ସରକାରୀ ନିଯୁକ୍ତିକୁ ନେଇ ଠକେଇ ମାମଲା ଥମିବାର ନାଁ ଧରୁନି । ବର୍ତ୍ତମାନ ପର୍ଯ୍ୟନ୍ତ ପେପର ଲିକ୍ ଏବଂ ଡମି ପ୍ରାର୍ଥୀଙ୍କ ମାଧ୍ୟମରେ ପରୀକ୍ଷାରେ ପାସ ହେବା ଭଳି ମାମଲା ସାମ୍ନାକୁ ଆସୁଥିଲା ।…

ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି: ଜିଲ୍ଲା ଜଜ୍ ପଦ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟ ତରଫରୁ ପୁଣି ଆସିଛି ନିଯୁକ୍ତି ସୁଯୋଗ । ଜିଲ୍ଲା ଜଜ୍ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଲିମିଟେଡ୍ କମ୍ପିଟିଟିଭ୍ ପରୀକ୍ଷା, ୨୦୨୪ ମାଧ୍ୟମରେ ଏହି ପଦ ପୂରଣ…

ONGCରେ ଟ୍ରେନିଂ ଆପ୍ରେଣ୍ଟିସଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଜାଣନ୍ତୁ କେତେ ମିଳିବ ଷ୍ଟାଇପେଣ୍ଡ୍‌

ନୂଆଦିଲ୍ଲୀ: ତୈଳ ଏବଂ ପ୍ରକୃତିକ ଗ୍ୟାସ୍ ନିଗମ(ONGC) ଆପ୍ରେଣ୍ଟିସ୍ ଅଧିନିୟମ ୧୯୬୧ ଅନ୍ତର୍ଗତ ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ଆହ୍ୱାନ କରିଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ…

୬୦୨୫ LTR ଶିକ୍ଷକ ନିଯୁକ୍ତି: ଆବେଦନ ତାରିଖ ଘୁଞ୍ଚିଲା, ଅକ୍ଟୋବର ୩୦ରୁ ହେବ ନାହିଁ ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଏସଆଣ୍ଡଏମଇ ବିଭାଗ ଅଧିନରେ ନିଯୁକ୍ତି ପାଇଥିବାକୁ ଥିବା ୬୦୨୫ଟି ଲିଭ ଟ୍ରେନିଂ ରିଜର୍ଭ (ଏଲଟିଆର) ଶିକ୍ଷକ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଗତ ୨୨ ତାରିଖରେ…

ଓଡ଼ିଶା ହାଇକୋର୍ଟରେ ପୁଣି ନିଯୁକ୍ତି: ମାସିକ ବେତନ ୩୦ ହଜାର, ନଭେମ୍ବର ୧୮ ପୂର୍ବରୁ ଆବେଦନ କରନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟ ତରଫରୁ ନିକଟରେ କିଛି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏବେ ପୁଣି ଆସିଛି ଏକ ବଡ଼ ସୁଯୋଗ । ଲ’ ରିସର୍ଚ୍ଚର ପଦ ପୂରଣ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । କଟକ…

ନଭେମ୍ବର ୩ରୁ ଆରମ୍ଭ OJS-2023 ମୁଖ୍ୟ ଲିଖିତ ପରୀକ୍ଷା: ଆଡମିଟ୍ କାର୍ଡ ଜାରି କଲା OPSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ନ୍ୟାୟିକ ସେବା (ଓଜେଏସ)-୨୦୨୩ ମୁଖ୍ୟ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ପ୍ରିଲିମିନାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମୋଟ ୬୮୦ ଜଣ ପରୀକ୍ଷାର୍ଥୀ ମୁଖ୍ୟ ପରୀକ୍ଷା ଦେବାକୁ…

୫୧,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ କାଲି ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କେଉଁ କେଉଁ ମନ୍ତ୍ରଣାଳୟ ଏଥିରେ ସାମିଲ ?

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୯ ଅକ୍ଟୋବର ୨୦୨୪ ଦିନ ୧୦:୩୦ ସମୟରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ୫୧,୦୦୦ରୁ ଅଧିକ ନବ ନିଯୁକ୍ତ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିବେ । ଏହି ଅବସରରେ…

ISRO-VSSC ନିଯୁକ୍ତି ୨୦୨୪: ୫୮୫ଟି ପଦ ପାଇଁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା- ବିକ୍ରମ ସରାଭାଇ ମହାକାଶ କେନ୍ଦ୍ର (ଭିଏସଏସସି) ପକ୍ଷରୁ ଅନେକ ପଦ ପୂରଣ ପାଇଁ ନୋଟିଫିକେସନ ଜାରି କରାଯାଇଛି । ମୋଟ ୫୮୫ଟି ପଦ ପୂରଣ ହେବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ…

JEE Main ୨୦୨୫ ପାଇଁ ଗାଇଡଲାଇନ୍ ଜାରି କଲା NTA: ଏହି ପ୍ରାର୍ଥୀମାନଙ୍କୁ ମିଳିବ ଅଧିକ ୧ ଘଣ୍ଟା ସମୟ

ନୂଆଦିଲ୍ଲୀ: ଜେଇଇ ମେନ୍ ପରୀକ୍ଷା ୨୦୨୫ ର ପ୍ରଥମ ଅଧିବେଶନ ଜାନୁଆରୀ ଶେଷ ସପ୍ତାହରେ ଆରମ୍ଭ ହେବ ବୋଲି ଆଶା କରାଯାଉଛି । ଏହି ସମୟରେ, ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପାଇଁ ଗାଇଡଲାଇନ୍…