
Browsing Category
ଶିକ୍ଷା
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅଣଶିକ୍ଷକ / ଆକାମେଡିକ ନିଯୁକ୍ତି ବିଜ୍ଞପ୍ତି ବାତିଲ୍ ହେଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅଣଶିକ୍ଷକ / ଆକାମେଡିକ ନିଯୁକ୍ତି ବିଜ୍ଞପ୍ତି ବାତିଲ ହୋଇଛି । ବୈଷୟିକ କାରଣରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ମୋଟ ୯୭ଟି ପଦ ପାଇଁ…
୨୧ ଅଗଷ୍ଟରୁ ଆରମ୍ଭ ହେବ ୟୁଜିସି ନେଟ୍ ପରୀକ୍ଷା, ଜାଣନ୍ତୁ କେବେ ମିଳିବ ଆଡମିଟ୍ କାର୍ଡ
ନୂଆଦିଲ୍ଲୀ: ୟୁଜିସି ନେଟ୍ ପରୀକ୍ଷା ୨୧ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି । ଲକ୍ଷ ଲକ୍ଷ ପ୍ରାର୍ଥୀ ୟୁଜିସି ନେଟ୍ ଆଡମିଟ୍ କାର୍ଡ ପାଇଁ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ୟୁଜିସି ନେଟ୍ ପରୀକ୍ଷା ଇଣ୍ଟିମେସନ୍…
ରାଜ୍ୟରେ ଅଲଗା ହେବ ଯୁକ୍ତ ୨ ଓ ଯୁକ୍ତ ୩ ମହାବିଦ୍ୟାଳୟ: କ୍ରୀଡ଼ା ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ୱର: ରାଜ୍ୟରେ ଥିବା ସମସ୍ତ ଯୁଗ୍ମ ମହାବିଦ୍ୟାଳୟରୁ ଯୁକ୍ତ ୨ ଓ ଯୁକ୍ତ ୩ ଅଲଗା ହେବ । ଏନେଇ ଗୁରୁବାର ମାଲକାନଗିରି ଜିଲ୍ଲା ଗସ୍ତରେ ଥିବା ଜିଲ୍ଲା ପ୍ରଶାସନର ସମୀକ୍ଷା ବୈଠକରେ ସୂଚନା ଦେଇଛନ୍ତି କ୍ରୀଡା଼ ଓ…
Career Tips: ଅଫିସରେ ନୂଆ join କରିଛନ୍ତି କି ? ଇମ୍ପ୍ରେସନ୍ ଖରାପ କରନ୍ତୁ ନାହିଁ ନଚେତ୍ ହରାଇପାରନ୍ତି ଚାକିରି
ଓଡ଼ିଶା ଭାସ୍କର: ସାଧାରଣତଃ ସମସ୍ତେ ନିଜ ପ୍ରଥମ ଚାକିରିକୁ ନେଇ ବେଶି ଉତ୍ସାହିତ ଥାନ୍ତି । ଅଫିସରେ ମାଲିକ, ସହ କର୍ମଚାରୀ, ଅଫିସର ବାତାବରଣ ଇତ୍ୟାଦିକୁ ନେଇ ସେମାନେ ଅଧିକ ଚିନ୍ତିତ ଥାନ୍ତି । ଅଫିସରେ ନୂଆ ଜଏନ୍…
UGC NET 2024 ସ୍ଥଗିତ: ଅଗଷ୍ଟ ୨୬ରେ ପରୀକ୍ଷା ହେବ ନାହିଁ, NTA ଘୋଷଣା କଲା ନୂଆ ତାରିଖ
ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ- ରାଷ୍ଟ୍ରୀୟ ଯୋଗ୍ୟତା ପରୀକ୍ଷା (ୟୁଜିସି ନେଟ) ଜୁନ୍ ୨୦୨୪ ପରୀକ୍ଷା ସ୍ଥଗିତ ହୋଇଛି । ଅଗଷ୍ଟ ୨୬ ତାରିଖରେ ହେବାକୁ ଥିବା ୟୁଜିସି ନେଟ ହେବ ନାହିଁ । ନ୍ୟାସନାଲ ଟେଷ୍ଟି…
ପୋଷ୍ଟ ଅଫିସରେ ୪୪ ହଜାର ନିଯୁକ୍ତି ପାଇଁ ଶୀଘ୍ର ଆସିବ ମେରିଟ୍ ଲିଷ୍ଟ, ଏପରି କରନ୍ତୁ ଚେକ୍
ନୂଆଦିଲ୍ଲୀ: ଭାରତୀୟ ଡାକ ବିଭାଗ ଯଥା ଇଣ୍ଡିଆ ପୋଷ୍ଟ ଶୀଘ୍ର ଦେଶର ୨୩ ଟି ପୋଷ୍ଟ ସର୍କଲରେ ୪୪,୨୨୮ ପଦବୀରେ ନିଯୁକ୍ତି ପାଇଁ ମେରିଷ୍ଟ ଲିଷ୍ଟ୍ ପ୍ରକାଶ କରିବାକୁ ଯାଉଛି । ଏହି ନିଯୁକ୍ତି ଇଣ୍ଡିଆ ପୋଷ୍ଟ ଗ୍ରାମୀଣ୍ ଡାକ…
SSC MTS ଓ ହାବିଲଦାର ନିଯୁକ୍ତି: ଘୋଷଣା ହେଲା ପରୀକ୍ଷା ତାରିଖ
ନୂଆଦିଲ୍ଲୀ: କର୍ମଚାରୀ ଚୟନ ଆୟୋଗ (ଏସଏସସି) ତରଫରୁ ମଲ୍ଟିଟାସ୍କିଂ (ଏମଟିଏସ) ଓ ହାବିଲଦାର ନିଯୁକ୍ତି ୨୦୨୪କୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଏହି ନିଯୁକ୍ତିର ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଆସନ୍ତା ସେପ୍ଟେମ୍ବର…
ଇଣ୍ଡିଆନ୍ ବ୍ୟାଙ୍କ ପକ୍ଷରୁ ନିଯୁକ୍ତି: ପୂରଣ ହେବ ‘ଲୋକାଲ ବ୍ୟାଙ୍କ ଅଫିସର’ ପଦ, ଆରମ୍ଭ ହେଲା ଅନଲାଇନ୍ ଆବେଦନ
ନୂଆଦିଲ୍ଲୀ: ବ୍ୟାଙ୍କିଂ କ୍ଷେତ୍ରରେ କାମ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଇଣ୍ଡିଆନ୍ ବ୍ୟାଙ୍କ ପକ୍ଷରୁ ୩୦୦ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଲୋକାଲ ବ୍ୟାଙ୍କ ଅଫିସର…
ଭାରତୀୟ ଆଇଟି ସେକ୍ଟରରୁ ଆସିଲା ସକକାରାତ୍ମକ ସଙ୍କେତ: ଫ୍ରେଶର୍ସଙ୍କୁ ନିଯୁକ୍ତି ପାଇଁ ପ୍ରସ୍ତୁତ ହେଉଛନ୍ତି TCS, କଗ୍ନିଜାଣ୍ଟ ଓ ଆସେଞ୍ଚର ପରି…
ନୂଆଦିଲ୍ଲୀ: ଚଳିତ ବର୍ଷ ସାରା ବିଶ୍ୱରେ ଟେକ୍ନୋଲୋଜି କ୍ଷେତ୍ରରେ ବହୁମାତ୍ରାରେ ଛଟେଇ ଚାଲିଥିବା ବେଳେ ଆଗକୁ କିଛି କମ୍ପାନୀରୁ ବହୁ କର୍ମଚାରୀ ବିଦା ହୋଇ ପାରନ୍ତି । ତେବେ ଏହା ମଧ୍ୟରେ ଭାରତୀୟ ଆଇଟି ସେକ୍ସଟରରେ…
ବୋର୍ଡ ପକ୍ଷରୁ ସ୍ପଷ୍ଟ ସୂଚନା: ଅଗଷ୍ଟ ୧୭ରେ ହେବ OTET, ଗୋଟିଏ ଦିନରେ ଏକାଧିକ ନିଯୁକ୍ତି ପରୀକ୍ଷା, ଚିନ୍ତାରେ ହଜାର ହଜାର ପରୀକ୍ଷାର୍ଥୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ତାରିଖ ଘୁଞ୍ଚିବନି । ଅଗଷ୍ଟ ୧୭ରେ ହେବ ଓଟିଇଟି । ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଓଟିଇଟିକୁ…