Browsing Category

ଶିକ୍ଷା

ଏଣିକି ବର୍ଷକୁ ୨ ଥର ବୋର୍ଡ ପରୀକ୍ଷା ଦେବେ ମାଟ୍ରିକ ପିଲା: ୨୦୨୫ରୁ ଦ୍ୱାଦଶ ପିଲା ବି ହେବେ ସାମିଲ

ନୂଆଦିଲ୍ଲୀ: ଦେଶରେ ମାଟ୍ରିକ ଏବଂ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପରୀକ୍ଷା ପ୍ରଣାଳୀରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଆସନ୍ତାବର୍ଷରୁ ମାଟ୍ରିକ ପିଲାଙ୍କ ପାଇଁ ବାର୍ଷିକ ୨ ଥର ବୋର୍ଡ ପରୀକ୍ଷା ଅନୁଷ୍ଠିତ…

BECILରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ସୁଯୋଗ, ୬୦ ହଜାର ମାସିକ ଦରମା, ଜାଣନ୍ତୁ ଡିଟେଲ୍ସ

ଓଡ଼ିଶା ଭାସ୍କର: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ବ୍ରଡକାଷ୍ଟ୍ ଇଂଜିନିୟରିଂ କନସଲଟାଣ୍ଟ୍ ଇଣ୍ଡିଆ ଲିମିଟେଡ(BECIL) ଏହାର ୧୫ଟି ପଦବୀ ପୁରଣ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ଆହ୍ୱାନ କରିଛି…

ଓଡ଼ିଶା ହାଇକୋର୍ଟରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଲକ୍ଷେ ଟଙ୍କା ଉପରେ ଦରମା

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟରେ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଓଡ଼ିଶା ହାଇକୋର୍ଟର ଅଫିସିଆଲ୍ ୱେବ୍‌ସାଇଟ୍‌ https://orissahighcourt.nic.in / କୁ ଯାଇ…

CTSRE-2023: JE (ସିଭିଲ) ଓ JE (ମେକାନିକାଲ) ପ୍ରିଲିମିନାରୀ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଏକ ଅପଡେଟ୍ ଆସିଛି । ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା (ସିଟିଏସଆରଇ) -୨୦୨୩ର ଜେଇ (ସିଭିଲ) ଓ…

ହାଣ୍ଡିକ୍ରାଫ୍ଟ ପ୍ରମୋସନ ଅଫିସର ପଦ ସଂଖ୍ୟା ପ୍ରତ୍ୟାହାର: କରିଜେଣ୍ଡମ ଜାରି କଲା OSSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମିଳିତ ସ୍ନାତକ ସ୍ତରୀୟ ପରୀକ୍ଷା-୨୦୨୩ (ସିଜିଏଲଆରଇ-୨୦୨୩) ବିଜ୍ଞପ୍ତିର ହାଣ୍ଡିକ୍ରାଫ୍ଟ ପ୍ରମୋସନ ଅଫିସର ପଦ ସଂଖ୍ୟା ପ୍ରତ୍ୟାହାର ହୋଇଛି । ହାଣ୍ଡ୍ରିକ୍ରାଫ୍ଟସ ନିର୍ଦ୍ଦେଶାଳୟ ଅଧିନରେ…

ବିଏସଏଫ୍ ରେ ଚାକିରିର ସୁବର୍ଣ୍ଣ ସୁଯୋଗ: ଆଇଟିଆଇ ଓ ଦ୍ୱାଦଶ ପାସ୍ ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ, ଦରମା ୧୧୨୦୦୦ ଟଙ୍କା

ନୂଆଦିଲ୍ଲୀ: ସୀମା ସୁରକ୍ଷା ବଳ (ବିଏସଏଫ୍) ରେ ଚାକିରି ପାଇବାକୁ ସମସ୍ତେ ସ୍ୱପ୍ନ ଦେଖନ୍ତି । ଯଦି ଆପଣ ବିଏସଏଫ୍ ରେ କାମ କରିବାର ସ୍ୱପ୍ନ ଦେଖନ୍ତି, ତେବେ ଏହା ଏକ ଭଲ ସୁଯୋଗ । ଏଥିପାଇଁ ବିଏସ୍ଏଫ୍ ଗ୍ରୁପ୍ ବି…

ଜୁଲାଇ ୧୫ରୁ ଆରମ୍ଭ ହେବ CBSE ସପ୍ଲିମେଣ୍ଟାରୀ ପରୀକ୍ଷା: ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ସବିଶେଷ ବିବରଣୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁଲାଇ ୧୫ ତାରିଖରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ । ଆସନ୍ତା ସପ୍ତାହରେ ଏ ସମ୍ପର୍କରେ ସବିଶେଷ ବିବରଣୀ ପ୍ରକାଶ ପାଇବ । ଗତ ୧୩…

ଅଗ୍ରଣୀ ଆଇଟି କମ୍ପାନୀ ଦେଲା ଛଟେଇର ଚେତାବନୀ: ଅଫିସ୍ ନଆସିଲେ ଘରେ ବସାଇଦେବୁ

ନୂଆଦିଲ୍ଲୀ: ଘରୁ କାମ କରୁଥିବା (ୱାକ୍ ଫ୍ରମ୍ ହୋମ୍) କର୍ମଚାରୀଙ୍କ ବିରୋଧରେ ଆଇଟି ସେକ୍ଟରର ଅଗ୍ରଣୀ କମ୍ପାନୀ କଗ୍ନିଜାଣ୍ଟ କଠୋର ହୋଇଛି । କଗ୍ନିଜାଣ୍ଟ ନିଜର କର୍ମଚାରୀମାନଙ୍କୁ ଚେତାବନୀ ଦେଇଛି ଯେ, ଯଦି ସେମାନେ…

OSSC ପକ୍ଷରୁ ସୂଚନା: ଜୁନ ୧୨ରେ ହେବ ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ ପଦର କମ୍ପ୍ୟୁଟର ଦକ୍ଷତା ଟେଷ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ ନଭେମ୍ବର ମାସ ୧୮ ତାରିଖରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ୨୩୪ଟି ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ (ଭିଏସଏ) ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।…

OSSC ପକ୍ଷରୁ ଘୋଷଣା: ଜୁନ ୨୩ରେ ହେବ ଅଡିଟର, କନିଷ୍ଠ ସହାୟକ, WEO ପ୍ରିଲିମିନାରୀ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜୁନ୍ ମାସ ୨୩ ତାରିଖ (ରବିବାର) ଦିନ ମିଳିତ ସ୍ନାତକ ସ୍ତରୀୟ ନିଯୁକ୍ତି ପରୀକ୍ଷା-୨୦୨୩ର ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରାର୍ଥୀମାନେ ସେମାନଙ୍କର ୟୁଜର ଆଇଡି ଓ…