Browsing Category
ଶିକ୍ଷା
ସୁବର୍ଣ୍ଣ ସୁଯୋଗ, BSFରେ ୧୧୨୧ ପଦବୀ ପାଇଁ ନିଯୁକ୍ତି, ଏହିପରି କରନ୍ତୁ ଆବେଦନ
ଓଡ଼ିଶାଭାସ୍କର: ସୀମା ସୁରକ୍ଷା ବଳ (BSF)ରେ ସରକାରୀ ଚାକିରି ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। BSFହେଡ୍ କନଷ୍ଟେବଲ୍ ରେଡିଓ ଅପରେଟର (RO) ଏବଂ ରେଡିଓ ମେକାନିକ୍ (RM) ପଦବୀ ପାଇଁ ନିଯୁକ୍ତି ପ୍ରକାଶ…
୨ ଓଡ଼ିଆ ଶିକ୍ଷକଙ୍କୁ ମିଳିବ ଜାତୀୟ ଶିକ୍ଷକ ସମ୍ମାନ, ପ୍ରକାଶ ପାଇଲା ତାଲିକା
ଭୁବନେଶ୍ୱର: ଓଡ଼ିଶା ପାଇଁ ଗର୍ବ ଓ ଗୌରବର କଥା । ବର୍ତ୍ତମାନ ପ୍ରକାଶ ପାଇଛି ଜାତୀୟ ଶିକ୍ଷକ ସମ୍ମାନ ୨୦୨୫ର ତାଲିକା । ଏହି ତାଲିକାରେ ଅଛନ୍ତି ୨ଜଣ ଓଡ଼ିଆ ଶିକ୍ଷକ । ଅର୍ଥାତ ଜାତୀୟ ଶିକ୍ଷକ ସମ୍ମାନ ପାଇବେ ୨ ଜଣ ଓଡ଼ିଆ…
ପିଲାଙ୍କ ଖୁସି କହିଲେ ନ ସରେ.. ୨ ଦିନ କରିବେ ମଉଜ, ରାଜ୍ୟର ୨୫ଟି ସ୍କୁଲ୍ ଛୁଟି ଘୋଷଣା
ଭୁବନେଶ୍ୱର: ପିଲାଙ୍କ ପାଇଁ ଖୁସି ଖବର। ରାଜ୍ୟ ୨୫ଟି ସ୍କୁଲ ଛୁଟି ଘୋଷଣା। ସୂଚନା ମୁତାବକ, ୪ଟି ପଞ୍ଚାୟତର ୨୫ଟି ସ୍କୁଲ ଛୁଟି ପାଇଁ ଘୋଷଣା ହୋଇଛି। ୨ ଦିନ ଦିନ ପାଇଁ ସ୍କୁଲ ଛୁଟି।
ବୈତରଣୀ ବନ୍ୟା ଯୋଗୁଁ ସ୍କୁଲ…
‘୩୦୦ ଅଗ୍ନିଶମ ପଦବୀ ପୂରଣ ହେବ’, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା
ଭୁବନେଶ୍ୱର: ଅଗ୍ନିଶମ ବିଭାଗରେ ଖାଲି ୩୦୦ ପଦବୀ ଡିସେମ୍ବର ସୁଦ୍ଧା ପୂରଣ ହେବ। ଅଗ୍ନିଯୋଦ୍ଧା ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ,…
IBPS କ୍ଲର୍କର ୧୦,୦୦୦ରୁ ଅଧିକ ପଦ ପାଇଁ ବଢ଼ିଲା ଆବେଦନ ତାରିଖ, ଜାଣନ୍ତୁ ଆବେଦନର Last Date କେବେ?
ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କ ଚାକିରି ପାଇଁ ସ୍ୱପ୍ନ ଦେଖୁଥିବା ଯୁବକ ଯୁବତୀଙ୍କ ପାଇଁ ବଡ଼ ଖବର। ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକ୍ସନ୍ (IBPS) କ୍ଲର୍କ ନିଯୁକ୍ତି 2025 ପାଇଁ ଆବେଦନର ଶେଷ…
ଯୁକ୍ତ ୨ ପାଠ୍ୟକ୍ରମରେ ହେଲା ପରିବର୍ତ୍ତନ, ENG-MILରେ ରହିବ ପରିବେଶ ଶିକ୍ଷା ଓ ମୂଲ୍ୟବୋଧ ଶିକ୍ଷା ବିଷୟ
ଭୁବନେଶ୍ୱର: +୨ ପାଠ୍ୟକ୍ରମରେ ହେଲା ପରିବର୍ତ୍ତନ। ଏଣିକି ବାଧ୍ୟତାମୂଳକ ବହିରେ ରହିବ ପରିବେଶ ଶିକ୍ଷା ଓ ମୂଲ୍ୟବୋଧ ଶିକ୍ଷା ବିଷୟ। ଆସନ୍ତା ଶିକ୍ଷା ବର୍ଷରୁ ପାଠ୍ୟକ୍ରମରେ ହେବ ସାମିଲ।
ଯୁକ୍ତ ୨ ପାଠ୍ୟକ୍ରମରେ…
ଗୋଟିଏ ବିଲ ବର୍ବାଦ କରିଦେଲା 2,00,000 ଚାକିରୀ, 40000 କମ୍ପାନୀ ଓ 3,22,24,00,30,000 ଟଙ୍କା, କେମିତି ଜାଣନ୍ତୁ ଏ ରିପୋର୍ଟରେ…
ଓଡ଼ିଶା ଭାସ୍କର: ଭାରତରେ ଗତ କିଛି ବର୍ଷ ମଧ୍ୟରେ ଅନଲାଇନ୍ ଗେମିଂ ବ୍ୟବସାୟ ଦ୍ରୁତ ଗତିରେ ବୃଦ୍ଧି ପାଉଥିଲା। କିନ୍ତୁ, ଏବେ ସଂସଦ ଏହା ଉପରେ କଠୋରତା ଦେଖାଇଛି। ଗୁରୁବାର ଦିନ ସଂସଦରେ ଅନଲାଇନ୍ ଗେମିଂ ପ୍ରମୋସନ୍ ଏବଂ…
ମିଶିଯିବ BSE ଓ CHSE, ହେବେ ଗୋଟିଏ ବୋର୍ଡ, କ’ଣ ହେବ ଲାଭ କେତେ ରହିବ କ୍ଷତି, ଜାଣନ୍ତୁ ଏ ରିପୋର୍ଟରେ…
ଓଡ଼ିଶା ଭାସ୍କର: ରାଜ୍ୟ ସରକରାଙ୍କ ବଡ଼ ନିଷ୍ପତ୍ତି । ଏଣିକି ମିଶିଯିବ ଦଶମ ଓ ଦ୍ବାଦଶ ବୋର୍ଡ । ପରୀକ୍ଷାରେ ସ୍ବଚ୍ଛତା ଓ ସିଲାବସ ପ୍ରସ୍ତୁତିରେ ଫାଇଦା ହେବ ବୋଲି ଶିକ୍ଷାବିତ ଏଭଳି ନିଷ୍ପତ୍ତିକୁ ସ୍ୱାଗତ…
BCCIରେ ଚାକିରି କରିବାକୁ ଚାହୁଁଛନ୍ତି କି? ଆଜି ହିଁ କରନ୍ତୁ ଆବେଦନ, ମିଳିବ ମୋଟା ଅଙ୍କର ଦରମା
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଅନେକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାତୀୟ ଚୟନକର୍ତ୍ତା ପଦବୀ ପାଇଁ ଆବେଦନ ଆହ୍ୱାନ କରାଯାଇଛି । ଏହା ବ୍ୟତୀତ ମହିଳା ଏବଂ ଜୁନିୟର ଚୟନ କମିଟିରେ…
ଛାତ୍ରଛାତ୍ରୀଙ୍କ ପାଇଁ ବସ୍ରେ ଯିବାଆସିବା କରିବା ସମ୍ପୂର୍ଣ୍ଣ ମାଗଣା, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା
ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ସରକାରୀ ବସରେ ମାଗଣା ସ୍କୁଲ ଯାଇପାରିବେ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀମାନେ…