Browsing Category
ଶିକ୍ଷା
IOCL ରେ ଆବେଦନ କରିବାକୁ ଡେଡ଼ଲାଇନ ପାଖେଇ ଆସୁଛି : ଜାଣନ୍ତୁ କଣ ରହିଛି ପ୍ରୋସେସ
ନୂଆଦିଲ୍ଲୀ: ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ୍(IOCL) ରେ ଚାକିରି କରିବାକୁ ଚାହୁଁଥିଲେ ଆସିଛି ସୁବର୍ଣ୍ଣ ସୁଯୋଗ । ଆଇଓସିଏଲ୍ରେ ଅଲଗା ଅଲଗା ଟ୍ରେଡ/ଟେକ୍ନସିଆନ ଅପାରଣ୍ଟିସ ପଦବୀ ପାଇଁ ରୋଜଗାର ସମାଚାର ପତ୍ରରେ…
SSB ପକ୍ଷରୁ ବାହାରିଲା ୪୦୦ ପଦବୀ, ଆସନ୍ତାକାଲି ଆବେଦନର ଅନ୍ତିମ ତାରିଖ
ଚାକିରି ଖୋଜୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ସଶସ୍ତ୍ର ସୀମା ବଳ (ଏସଏସବି) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ଛାତ୍ରଛାତ୍ରୀମାନେ ତଳେ ଦିଆଯାଇଥିବା ନୋଟିଫିକେସନକୁ ଭଲ…
ଟ୍ୱିଟରରେ ଚାକିରି କରୁଥିବା କର୍ମଚାରୀଙ୍କ ପାଇଁ ଏଲନ୍ ମସ୍କଙ୍କ ବଡ ଘୋଷଣା: ଦୈନିକ ୧୨ ଘଣ୍ଟା ସହ ଏତିକି ଦିନ କରିବେ କାମ
ନୂଆଦିଲ୍ଲୀ: ଏଲନ ମସ୍କ ଟ୍ୱିଟରକୁ କିଣି ସାରିବା ପରେ ଏବେ ଜବରଦସ୍ତ ଆକ୍ସନମୋଡରେ ଅଛନ୍ତି । ସେ ଗୋଟିଏ ପରେ ଗୋଟିଏ ବଡ ପଦକ୍ଷେପ ଗ୍ରହଣ କରୁଛନ୍ତି । ସେ ପୂର୍ବରୁ ଟ୍ୱିଟରକୁ ନେଇ ବିଭିନ୍ନ ପ୍ରକାର କାର୍ଯ୍ୟାନୁଷ୍ଠାନ…
IBPS ନିଯୁକ୍ତି: ୭୧୦ଟି ପଦବୀ ପାଇଁ ବାହାରିଲା ବିଜ୍ଞାପନ
ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଂ ପର୍ସୋନେଲ ସିଲେକ୍ସନ (ଆଇବିପିଏସ) ପକ୍ଷରୁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ଆଇବିପିଏସ ପକ୍ଷରୁ ୭୧୦ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ୨୦୨୩-୨୪ ବର୍ଷରେ…
OUAT ପକ୍ଷରୁ ବାହାରିଲା ଅନେକ ପଦବୀ, ନଭେମ୍ବର ୩୦ ସୁଦ୍ଧା ଅଫଲାଇନରେ ଆବେଦନ କରନ୍ତୁ
ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ପକ୍ଷରୁ ବାହାରିଛି ଅନେକ ପଦବୀ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା…
ଭୁବନେଶ୍ୱର AIIMSରେ ନିଯୁକ୍ତି ସୁଯୋଗ: ଯୋଗ୍ୟତା ଅନୁସାରେ କରନ୍ତୁ ଆବେଦନ
ଭୁବନେଶ୍ୱର: ଭୁବନେଶ୍ୱର AIIMSରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଓଡ଼ିଶାସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ବିଭିନ୍ନ ବିଭାଗରେ ପ୍ରଫେସର ପଦବୀ ପୂରଣ ପାଇଁ ଅନଲାଇନ ଆବେଦନ ଆମନ୍ତ୍ରିତ…
Google, FB, Amazon ଭଳି ବଡ କମ୍ପାନୀରେ ମିଳିବନି ନିଯୁକ୍ତି! ଭାରତରେ ବି ଦେଖାଯାଉଛି ପ୍ରଭାବ…
ନୂଆଦିଲ୍ଲୀ: ଏବେ ସାରା ବିଶ୍ୱରେ ବେରୋଜଗାରୀ ସବୁଠୁ ବଡ ଚିନ୍ତା ପାଲଟିଛି । ଏବେ ଭାରତରେ FAAMNG (Facebook (Meta), Amazon, Apple, Microsoft, Netflix, Google (Alphabet)) କମ୍ପାନୀର ୪ ହଜାରରୁ କମ୍ ଜବ୍…
ନଭେମ୍ବରରେ ଏହି ୧.୬ ଲକ୍ଷ ସରକାରୀ ଚାକିରି ପାଇଁ ଆବେଦନ କରିବାର ସୁଯୋଗ: ଦେଖନ୍ତୁ ବିଜ୍ଞପ୍ତି ଏବଂ ଆବେଦନ ଲିଙ୍କ୍
ନୂଆଦିଲ୍ଲୀ: ଯଦି ଆପଣ କେନ୍ଦ୍ର ତଥା ବିଭିନ୍ନ ରାଜ୍ୟରେ ଆସୁଥିବା ସରକାରୀ ଚାକିରି ପାଇଁ ଆବେଦନ କରିବାକୁ ଚାହାଁନ୍ତି, ତେବେ ନଭେମ୍ବର ୨୦୨୨ ମାସ ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ । କେନ୍ଦ୍ର ତଥା ରାଜ୍ୟରେ ନିଯୁକ୍ତି…
ପ୍ରକାଶ ପାଇଲା SSC CGL 2020 Final Result: ଏହି ତାରିଖରେ କରନ୍ତୁ ଯାଞ୍ଚ
ନୂଆଦିଲ୍ଲୀ: କର୍ମଚାରୀ ଚୟନ ଆୟୋଗ, (SSC) ମିଳିତ ସ୍ନାତକ ସ୍ତର ପରୀକ୍ଷା - SSC CGL 2020ର ଅନ୍ତିମ ଫଳାଫଳ ପ୍ରକାଶ କରିଛି । ତୃତୀୟ ପର୍ୟ୍ୟାୟ ଫଳାଫଳ ୭ ଜୁଲାଇ ୨୦୨୨ ରେ ପ୍ରକାଶ ପାଇଥିଲା । ଏହାପରେ ସର୍ଟଲିଷ୍ଟ…
ରାଜ୍ୟର ୬୪୮ଟି ହାଇସ୍କୁଲକୁ ମିଳିବ ପୂର୍ଣ୍ଣ ଅନୁଦାନ: ନିଯୁକ୍ତି ପାଇବେ ୮ ହଜାର କମ୍ପ୍ୟୁଟର ଶିକ୍ଷକ, ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସ କରି ଆସିଛନ୍ତି । ସରକାରୀ ସ୍କୁଲଗୁଡ଼ିକରେ ନବକଳେବର କରାଯିବା ସହ ଖାଲିଥିବା ଶିକ୍ଷକ ଓ ଅନ୍ୟାନ୍ୟ ପଦବୀଗୁଡ଼ିକୁ ପୂରଣ କରାଯାଉଛି ।…