Browsing Category

ଶିକ୍ଷା

୮ଟି ଜିଲ୍ଲାରେ ଉଦ୍‌ଘାଟନ ହେଲା ୧୪ଟି ନୂତନ ସରକାରୀ ସ୍ନାତକ ମହାବିଦ୍ୟାଳୟ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ୮ଟି ଜିଲ୍ଲାରେ ଉଦ୍‌ଘାଟନ ହେଲା ୧୪ଟି ନୂତନ ସରକାରୀ ସ୍ନାତକ ମହାବିଦ୍ୟାଳୟ । ଉଦ୍‌ଘାଟନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ମୟୁରଭଞ୍ଜ ଜିଲ୍ଲାର ତିରିଙ୍ଗ, କଳାହାଣ୍ଡି…

‘Good Morning’ ନୁହେଁ ଏଥର ‘ଜୟ ହିନ୍ଦ୍’ କହିବେ ପିଲା… ସ୍କୁଲକୁ BJP ସରକାରଙ୍କ ବଡ଼ ଆଦେଶ

ନୂଆଦିଲ୍ଲୀ: ଆସନ୍ତା ସ୍ୱାଧୀନତା ଦିବସରୁ ସମସ୍ତ ସ୍କୁଲରେ ହେବ ଏକ ବଡ଼ ପରିବର୍ତ୍ତନ । ସ୍କୁଲରୁ ହଟିବ ଇଂରାଜୀ ଭାଷାର ପ୍ରୟୋଗ । ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ସମ୍ମାନ ଜଣାଇବା ପାଇଁ ବ୍ୟବହାର ହେବନି ଇଂରାଜୀ ଭାଷା ।…

ଅଗଷ୍ଟ ୯ରୁ ଆରମ୍ଭ ହେବ OJEE-୨୦୨୪ ୱେବ-ବେସଡ୍ କାଉନସେଲିଂ ପ୍ରକ୍ରିୟା: ଜାରି ହେଲା ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୯ ତାରିଖ (ଶୁକ୍ରବାର) ଦିନରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)- ୨୦୨୪ର ୱେବ-ବେସଡ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ । ଇଣ୍ଟିଗ୍ରେଟେଡ ଏମବିଏ ଓ…

CGL 2024 Tier-I ପରୀକ୍ଷା ତାରିଖ ଘୋଷଣା କଲା SSC

ନୂଆଦିଲ୍ଲୀ: କର୍ମଚାରୀ ଚୟନ ଆୟୋଗ (ଏସଏସସି) ପକ୍ଷରୁ ଆସିଛି ଏକ ବଡ଼ ଅପଡେଟ୍ । ମିଳିତ ସ୍ନାତକ ସ୍ତରୀୟ (ସିଜିଏଲ) ପରୀକ୍ଷା ୨୦୨୪ ଟାୟର-୧ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଆସନ୍ତା ସେପ୍ଟେମ୍ବର ୯ରୁ ୨୬ ତାରିଖ…

କେନ୍ଦ୍ରୀୟ ବିଦ୍ୟାଳୟରେ ୪୦ ହଜାର ପଦବୀ ପାଇଁ ହେବ ନିଯୁକ୍ତି , ପୂରଣ ହେବ ଏହିସବୁ ପୋଷ୍ଟ

କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ଖୁବ୍ ଶୀଘ୍ର ୪୦ ହଜାରରୁ ଅଧିକ ଖାଲି ପଦବୀ ନିଯୁକ୍ତି କରିବାକୁ ଯାଉଛନ୍ତି । ରିପୋର୍ଟ ଅନୁଯାୟୀ, ଏହି ନିଯୁକ୍ତି ଟିଚିଂ ଓ ନନ୍-ଟିଚିଂ ପଦବୀରେ ରହିବ । ଏଥିରେ ଟିଜିଟି, ପିଜିଟି, କ୍ଲର୍କ…

ଏମ୍ସ ଭୁବନେଶ୍ୱର ପକ୍ଷରୁ ପୁଣି ନିଯୁକ୍ତି: ଆରମ୍ଭ ହେଲା ଆବେଦନ, ଅଗଷ୍ଟ ୧୬ରେ ସରିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିଯୁକ୍ତି ସନ୍ଧାନରେ ରହିଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ), ଭୁବନେଶ୍ୱର ପକ୍ଷରୁ ନିକଟରେ କିଛି ପଦ ପୂରଣ ପାଇଁ…

ରେଡିଓଗ୍ରାଫର-୨୦୨୩ ନିଯୁକ୍ତିର ରେଜଲ୍ଟ ଜାରି କଲା OSSSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରେଡିଓଗ୍ରାଫର-୨୦୨୩ ନିଯୁକ୍ତିର ଫଳାଫଳ ଘୋଷଣା କରାଯାଇଛି । ଏନେଇ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି । ଏହି ପଦ…

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ସୁଯୋଗ: ଯୋଗ୍ୟ ପ୍ରାର୍ଥୀଙ୍କୁ ଓଡ଼ିଶାରେ ଦିଆଯିବ ପୋଷ୍ଟିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ ଚାକିରି ସନ୍ଧାନରେ ରହିଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ଯୋଗ୍ୟ ପ୍ରାର୍ଥୀମାନେ…

NPCIL ନିଯୁକ୍ତି: ୨୭୯ ପଦ ଖାଲି, ମାସିକ ଦରମା ୩୨ ହଜାର ଉପରେ

ନୂଆଦିଲ୍ଲୀ: ଚାକିରି ସନ୍ଧାନରେ ରହିଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ନ୍ୟାସନାଲ ପାୱର କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ (ଏନପିସିଆଲ) ପକ୍ଷରୁ ୨୭୯ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।…

କେନ୍ଦ୍ରୀୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ବିଦେଶ ଯିବା ପାଇଁ କିଏ ଦିଅନ୍ତି ଅନୁମତି, ଜାଣନ୍ତୁ ସମସ୍ତ ପ୍ରକ୍ରିୟା…

ଓଡିଶା ଭାସ୍କର: ଦେଶର ପ୍ରଧାନମନ୍ତ୍ରୀ, କେନ୍ଦ୍ରୀୟମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କ ପାଖରେ ସାମ୍ବିଧାନକ ଭାବରେ ବହୁତ ଶକ୍ତି ଥାଏ । ମାତ୍ର ଏହି ସମସ୍ତ ଶକ୍ତି ସମ୍ବିଧାନର ନିୟମ ଅନୁସାରେ ହିଁ ହୋଇଥାଏ । ସେଥିପାଇଁ…