Browsing Category
ଶିକ୍ଷା
ଓଡ଼ିଶା ସରକାରଙ୍କ ପକ୍ଷରୁ ନିଯୁକ୍ତି: ଅନଲାଇନ୍ ପଞ୍ଜିକରଣ ପାଇଁ ଆଉ ୩ ଦିନ ବାକି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୋଲିସ ବିଭାଗରେ କାର୍ଯ୍ୟ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ)…
ଇଣ୍ଡିଆ ପୋଷ୍ଟରେ ଏହି ପଦବୀ ପାଇଁ ବାହାରିଲା ନିଯୁକ୍ତି: ଦରମା ୬୩ ହଜାର, ଚେକ୍ କରନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ଯଦି ଆପଣ ଇଣ୍ଡିଆ ପୋଷ୍ଟରେ ଚାକିରି ପାଇବାକୁ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଇଣ୍ଡିଆ ପୋଷ୍ଟରୁ ନିଯୁକ୍ତିକୁ ନେଇ ବିଜ୍ଞପ୍ତି ଜାରି କରାଯାଇଛି । ଏଥିପାଇଁ…
TCSର ୱାର୍କ ଫ୍ରମ୍ ହୋମ୍ କର୍ମଚାରୀଙ୍କୁ ବଡ଼ ଝଟକା: ଅଫିସ୍ ନଗଲେ ମିଳିବନି ଏହି ବୋନସ୍
ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ସଫ୍ଟୱେର୍ କମ୍ପାନୀ ଟିସିଏସ୍ ନିଜର ୱାର୍କ ଫ୍ରମ୍ ହୋମ କର୍ମଚାରୀଙ୍କୁ ବଡ଼ ଝଟକା ଦେଇଛି । କରୋନା ମହାମାରୀ ସମୟରେ ଟିସିଏସର ୱାର୍କ ଫ୍ରମ୍ ହୋମ୍ ନିଷ୍ପତ୍ତି ଏବେ ସେମାନଙ୍କ ପାଇଁ ଏକ ସମସ୍ୟା…
LLB ଷଷ୍ଠ ସେମିଷ୍ଟର ପରୀକ୍ଷା ରଦ୍ଦ: ସିଲାବସ୍ ବାହାରୁ ପ୍ରଶ୍ନପତ୍ର ଆସିଥିବା ନେଇ ଅଭିଯୋଗ
ଭୁବନେଶ୍ୱର: LLB ଷଷ୍ଠ ସେମିଷ୍ଟରର ପେପର-୧ ପରୀକ୍ଷାକୁ ବାତିଲ କରାଯାଇଛି । ମଧୂସୁଦନ ଆଇନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ମୋଟ ୨୮ଟି କଲେଜରେ ଏହି ପରୀକ୍ଷାକୁ ରଦ୍ଦ ହୋଇଥିବା ଜଣାଯାଇଛି । ତେବେ ପରୀକ୍ଷାରେ ସିଲାବସ୍…
CUET UG ୨୦୨୪ ମେ ୧୫ ତାରିଖରୁ ଆରମ୍ଭ ହେବ: NTA ଜାରି କଲା ସମ୍ପୂର୍ଣ୍ଣ ଶିଡ୍ୟୁଲ
ନୂଆଦିଲ୍ଲୀ: ଦ୍ୱାଦଶ ଶ୍ରେଣୀ ପାସ କରିବା ପରେ କଲେଜରେ ଆଡମିଶନ କରିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର । ମେ ୧୫ରୁ ୨୪ ପର୍ଯ୍ୟନ୍ତ କମନ ୟୁନିଭରସିଟି ଏଣ୍ଟ୍ରାସ ଏଗଜାମ (ସିୟୁଇଟି) ୟୁଜି ୨୦୨୪…
UGC ଅଧ୍ୟକ୍ଷଙ୍କ ବଡ଼ ଘୋଷଣା: ୪ ବର୍ଷିଆ ଅଣ୍ଡର ଗ୍ରାଜୁଏଟ ଡିଗ୍ରୀ ପରେ ସିଧାସଳଖ Ph.D କରିପାରିବେ ଛାତ୍ରଛାତ୍ରୀ
ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ୪ ବର୍ଷିଆ ଅଣ୍ଡର ଗ୍ରାଜୁଏଟ ଡିଗ୍ରୀ ପରେ ଛାତ୍ରଛାତ୍ରୀମାନେ ସିଧାସଳଖ ପିଏଚଡି କରିପାରିବେ । ଯଦି ସେମାନଙ୍କ ପାଖରେ ୭୫ ପ୍ରତିଶତ ଅଙ୍କ ବା ସମକକ୍ଷ…
ଜେଇଇ ଆଡଭାନ୍ସଡ ୨୦୨୪ ରେଜିଷ୍ଟ୍ରେସନ ତାରିଖ ସ୍ଥଗିତ: ନୂଆ ତାରିଖ ଘୋଷଣା
ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ତରଫରୁ ଜେଇଇ ଆଡଭାନ୍ସଡ ୨୦୨୪ ରେଜିଷ୍ଟ୍ରେସନ ତାରିଖ ସ୍ଥଗିତ ରଖାଯାଇଛି । ଆଇଆଇଟି-ଜେଇଇ ପାଇଁ ରେଜିଷ୍ଟ୍ରେସନ ପ୍ରୋସେସ ଏପ୍ରିଲ ୨୧ରୁ ଆରମ୍ଭ ହେବା…
UGC NET ୨୦୨୪: ଜୁନ୍ ସେଶନ ପାଇଁ ଆରମ୍ଭ ହେଲା ପଞ୍ଜିକରଣ
ନୂଆଦିଲ୍ଲୀ: ୟୁଜିସି ନେଟ ୨୦୨୪ ପରୀକ୍ଷାର ଜୁନ୍ ସେଶନ ପାଇଁ ପଞ୍ଜିକରଣ ଆରମ୍ଭ ହୋଇସାରିଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏହାର ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଛି । ଯେଉଁ ଛାତ୍ରଛାତ୍ରୀମାନେ…
୭୦୦ ରୁ ଅଧିକ କର୍ମଚାରୀଙ୍କୁ ଛଟେଇ ନୋଟିସ୍ ଧରାଇଲା ଏହି କମ୍ପାନୀ: ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ନାଇକ୍ ଏହାର ଶହେରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛି । ନାଇକ୍ ନିଜର ଓରେଗନ୍ ମୁଖ୍ୟାଳୟରେ ଶହ ଶହ କର୍ମଚାରୀଙ୍କୁ ନୋଟିସ୍ ପ୍ରଦାନ କରି, ଯେଉଁଥିରେ ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି ।…
ବଡ଼ ଖବର; ଏପ୍ରିଲ ୨୫ ତାରିଖରୁ ଖରାଦିନ ଛୁଟି: ସ୍କୁଲ ବନ୍ଦ ନେଇ ଘୋଷଣା କଲେ ରାଜ୍ୟ ସରକାର
ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ତେଣୁ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆସନ୍ତା ଏପ୍ରିଲ ୨୫ ତାରିଖରୁ ରାଜ୍ୟର ସମସ୍ତ…