fbpx
Browsing Category

କରୋନା

ଦୁଇଟି ରାଜ୍ୟରେ ଦେଶର ଅଧା କରୋନା ଆକ୍ରାନ୍ତ: ଚିନ୍ତା ବଢାଉଛି କେରଳ ଓ ମହାରାଷ୍ଟ୍ର

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଥିବା ବେଳେ ୧୦ ଟି ରାଜ୍ୟରେ ପଜିଟିଭିଟି ହାର ୧୦ରୁ ଅଧିକ ରହିଛି । ସେହିପରି ଦେଶରେ ବର୍ତ୍ତମାନ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଅଧା…

ଟିକା ନନେଲେ ଚାକିରି ନାହିଁ: ଏମିତି ନିୟମ ଆଣିଲା ଏହି ଦେଶ

ନୂଆଦିଲ୍ଳୀ: କରୋନା ଭାଇରସକୁ ନିୟନ୍ତ୍ରଣ କରିବା ସମସ୍ତ ଦେଶ ପାଇଁ ଅତ୍ୟନ୍ତ କଷ୍ଟକର ବିଷୟ ପାଲଟିଛି । ଏପରି ପରସ୍ଥିତିରେ ଟିକାକରଣକୁ ଏକମାତ୍ର ବିକଳ୍ପ ଭାବରେ ଗ୍ରହଣ କରାଯାଇଛି । ତେବେ କିଛି ଲୋକଙ୍କ ମନରେ କରୋନା…

ଖୁସିଖବର: ୫ ଦିନରେ ଶରୀରରୁ କରୋନା ସଂକ୍ରମଣକୁ ସମାପ୍ତ କରିଦେବ ‘ମୋଲନୁପିରାଭିର’ ଔଷଧ !

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ କରୋନା ଭାଇରସର ଔଷଧ ମୋଲନୁପିରାଭିରକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇକୁ ଅନୁମତି ମାଗିଛି Hetero…

ସରକାରୀ ମାଡାମ୍ ଙ୍କ ନାଚିବା ନିଶା, ମାନିଲେନି ନିୟମ

ମାଲକାନଗିରି(ଓଡ଼ିଶା ଭାସ୍କର): ପୁଣି ଜଣେ ସରକାରୀ ମାଡାମ୍ ଙ୍କ ଡ୍ୟାନ୍ସିଂ ଭିଡିଓ ଭାଇରାଲ୍ ହୋଇଛି । ମାଡାମ୍ ଜଣଙ୍କ ସବୁ ନିୟମକୁ ଫୁ’ କରି ନାଚ ନିଶାରେ ମସଗୁଲ ରହିଥିବା ଦେଖାଯାଉଛି । କାହାରି ମୁହଁରେ ନାହିଁ ମାସ୍କ,…

ଜୁଲାଇରେ ସରିବ ରାଜଧାନୀରେ ଟିକାକରଣ, ଜାଣନ୍ତୁ କଣ କହିଲେ କମିସନର୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାମାରୀ କରୋନା କବଳରେ କଲବଲ ହୋଇଗଲାଣି ରାଜ୍ୟ ଓ ରାଜଧାନୀ । ଏଥିପାଇଁ ବ୍ୟାପକ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ୱ । ଇତିମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ୧୫ଲକ୍ଷ ଡୋଜ ଟିକା ଦିଆସାରିଛି…

ରାଜ୍ୟରେ ଗର୍ଭବତୀଙ୍କୁ କେବେ ଟିକାକରଣ? ଜାଣନ୍ତୁ କ’ଣ କହିଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ଭାବ୍ୟ କରୋନାର ତୃତୀୟ ଲହରର ମୁକାବିଲା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଗର୍ଭବତୀମାନଙ୍କୁ ଟିକାକରଣ ନେଇ ସରକାର ଅନୁତି ଦେଇଛସାରିଛନ୍ତି । ରାଜ୍ୟରେ ୧୫ ତାରିଖ ପରେ…

ଦେଶରେ ପୁଣି ବଢ଼ିଲା କରୋନା ସଂକ୍ରମଣ, ଆଜି ୯୧୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସ ପାଇଥିବା ବେଳେ ଆଜି ସାମାନ୍ୟ ବୃଦ୍ଧି ପାଇଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା…

ଆଜି ୫ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ, ରାଜ୍ୟରେ ଟିକାର ଅଭାବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଦେଖାଦେଇଛି ଟିକାର ଅଭାବ । ସେଥିପାଇଁ ଆଜି ରାଜ୍ୟର ୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ରାଜ୍ୟର ଏକାଧିକ ଜିଲ୍ଲାରେ କୋଭିସିଲ୍ଡ ଟିକା ନଥିବାରୁ ଟିକାକରଣକୁ ବନ୍ଦ…

ରାଜ୍ୟରେ କରୋନାର ସ୍ଥିତି ଅସ୍ପଷ୍ଟ, ଆଜି ୨୮୦୬ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ଦୈନିକ ସଂକ୍ରମଣ ୧୨ ହଜାରରୁ ହ୍ରାସ ପାଇ ୩ ହଜାରରେ ପହଞ୍ଚିବା ପରେ ଆଶା କରାଯାଉଥିଲା ଖୁବଶୀଘ୍ର ଏହି ସଂଖ୍ୟା ନିମ୍ନସ୍ତରରେ ପହଞ୍ଚିବ । ମାତ୍ର ରାଜ୍ୟରେ କରୋନା କଟକଣା ଲାଗୁ…

ରେକର୍ଡ ସ୍ତରରେ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା, ଆଜି ୬୧ ଜଣ ଟଳିଲେ

ଭୁବନେଶ୍ୱର, (ଓଡିଶା ଭାସ୍କର): ଆଜି ରାଜ୍ୟରେ କରୋନା ମୃତ୍ୟୁ ରେକର୍ଡ ପାର କରିଛି । ଗତ ଚାରିଦିନ ହେଲା କରୋନାରେ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । କରୋନା ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ କବଳିତ…