fbpx
Browsing Category

କରୋନା

ରାଜ୍ୟରେ ନିମ୍ନମୁଖୀ କରୋନା ଲହରୀ: ଆଜି ଚିହ୍ନଟ ହେଲେ ୩୦୩୧ ପଜିଟିଭ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଲକଡାଉନ୍, ସଟଡାଉନ୍ ଓ କର୍ଫ୍ୟୁ ଆଦି କଟକଣା ସହ ଜନସାଧାରଣଙ୍କ କୋଭିଡ୍ ସଚେତନତା ଯୋଗୁଁ କରୋନା ନିମ୍ନମୁଖୀ ହେବାରେ…

ଜୁଲାଇ ୧ରୁ ଏହି ରାଜ୍ୟରେ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ

ହାଇଦ୍ରାବାଦ: କରୋନା ମହାମାରୀର ଦ୍ଵିତୀୟ ଲହର ସଂକ୍ରମଣ ହ୍ରାସ ପାଇଥିବା ବେଳେ ତେଲଙ୍ଗାନା ସରକାର ରାଜ୍ୟରୁ ସଂପୂର୍ଣ୍ଣ ଅନଲକ୍ କରିଦେଇଛନ୍ତି । ସବୁ କ୍ଷେତ୍ରକୁ ବିନା କଟକଣାରେ ଖୋଲିବା ସହିତ ଲୋକମାନେ ଏବେ ବିନା…

ଦିଲ୍ଲୀରେ ‘ଅନ୍‌ଲକ୍‌’ ପ୍ରକ୍ରିୟା ଜାରି: ୫୦ ପ୍ରତିଶତ କ୍ଷମତା ସହିତ ଖୋଲିଲା ବାର୍, ଉଦ୍ୟାନ, ବଗିଚା

ନୂଆଦିଲ୍ଲୀ: ଦିଲ୍ଲୀରେ ‘ଅନ୍‌ଲକ୍‌’ ପ୍ରକ୍ରିୟା ଜାରି ରହିଛି । ଏହି ପରିପ୍ରେକ୍ଷୀରେ ରବିବାର ‘ଦିଲ୍ଲୀ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ’ (ଡିଡିଏମ୍‌ଏ) ରାଜଧାନୀ ନିମନ୍ତେ ଆହୁରି କିଛି କଟକଣାକୁ କୋହଳ କରିଛନ୍ତି…

ପୁରୁଷଙ୍କ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇବନି କରୋନା ଭ୍ୟାକ୍ସିନ୍, ଆସିଲା ଅଧ୍ୟୟନ ରିପୋର୍ଟ

ଭୁବନେଶ୍ୱର: କୋଭିଡ୍ ଭ୍ୟାକ୍ସିନ୍ ପୁରୁଷଙ୍କ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇବ ବୋଲି ପୂର୍ବରୁ ଚର୍ଚ୍ଚା ଚାଲିଥିଲା । ତେବେ ଏହି ସମସ୍ୟା ଉପରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ମିଆମି ୟୁନିଭରସିଟି ପକ୍ଷରୁ…

କୋଭିଡରେ ପ୍ରାଣ ହରାଇଥିବା ପ୍ରତ୍ୟେକ ପୀଡିତଙ୍କ ପରିବାରକୁ ୪ଲକ୍ଷ ଟଙ୍କା ସହାୟତା ରାଶି ଦେଇପାରିବେନି ମୋଦୀ ସରକାର

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ଏହି ସମୟରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, କରୋନାଭାଇରସ୍ ମହାମାରୀରେ ପ୍ରାଣ ହରାଇଥିବା ପ୍ରତ୍ୟେକ ପୀଡିତଙ୍କ…

କାଲିଠୁ କ୍ୟାମ୍ପେନ୍ ମୋଡରେ ହେବ ଟିକାକରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲିଠାରୁ ସାରା ରାଜ୍ୟରେ କ୍ୟାମ୍ପେନ୍ ମୋଡରେ ହେବ ଟିକାକରଣ । କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ହେବ ଟିକାକରଣ । ପ୍ରତ୍ୟେକ ଦିନ ୩ଲକ୍ଷ ଟିକାକରଣ କରିବା ପାଇଁ…

ବାୟୁ ପରେ ଏବେ ଜଳରେ ତାଣ୍ଡବ ରଚିପାରେ କରୋନା ଭାଇରସ୍, କ’ଣ ଘଟିବ ଆଗାମୀ ଦିନରେ?

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ତୃତୀୟ ଲହର ଆଶଙ୍କାକୁ ଲକ୍ଷ୍ୟ ରଖି ସରକାର ଓ ଜନସାଧାରଣ ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି । ତେବେ ପୂର୍ବରୁ କରୋନା ସଂକ୍ରମଣ ବାୟୁରେ ବ୍ୟାପେ…

ଦେଶରେ କମୁଛି କରୋନାର ପ୍ରଭାବ: ଆଜି ୧୫୭୬ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…

ରାଜ୍ୟରେ କମୁନାହିଁ କରୋନା ମୃତ୍ୟୁ: ଆଜି ୪୦ ଜଣଙ୍କ ପ୍ରାଣହାନୀ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪…

ତେଲେଙ୍ଗାନାରୁ ସଂପୂର୍ଣ୍ଣ ହଟିଲା ଲକ୍‌ଡାଉନ୍ କଟକଣା, ଆଜିଠୁ ଖୋଲିବ ଦୋକନ ବଜାର

ହାଇଦ୍ରାବାଦ (ଓଡ଼ିଶା ଭାସ୍କର): ଅନେକ ଦିନର ବ୍ୟବଧାନ ପରେ ଲକ୍‌ଡାଉନ ହଟାଇଛନ୍ତି ତେଲେଙ୍ଗାନା ସରକାର । କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ତେଲେଙ୍ଗାନା ସରକାର ସମସ୍ତ କରୋନା କଟକଣା ହଟାଇ ଦେଇଛନ୍ତି । ସରକାର…