fbpx
Browsing Category

କରୋନା

ରାଜ୍ୟରେ ନିମ୍ନମୁଖୀ କରୋନା ଲହରୀ: ଆଜି ଚିହ୍ନଟ ହେଲେ ୩୫୭୭ ପଜିଟିଭ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଲକଡାଉନ୍, ସଟଡାଉନ୍ ଓ କର୍ଫ୍ୟୁ ଆଦି କଟକଣା ସହ ଜନସାଧାରଣଙ୍କ କୋଭିଡ୍ ସଚେତନତା ପାଇଁ କରୋନା ନିମ୍ନମୁଖୀ ହେବାରେ ଲାଗିଛି ।…

ଜୋମାଟୋ ଗାର୍ଲ ବିଷ୍ଣୁପ୍ରିୟା ଓ ଜାତୀୟ କବାଡି ଖେଳାଳୀ ମାଧାବଙ୍କୁ ସହଯୋଗର ହାତ ବଢ଼ାଇଲେ ବିଶିଷ୍ଟ ଶିଳ୍ପପତି ଡ଼ଃ. ଶରତ କୁମାର ସାହୁ ଓ…

କଟକ (ଓଡ଼ିଶା ଭାସ୍କର): ଓଡ଼ିଶାର ବିଶିଷ୍ଟ ଶିଳ୍ପପତି, ସମାଜସେବୀ ତଥା ରୁଚିମସଲାର ପରିଚାଳନା ନିର୍ଦ୍ଦେଶକ ଡ଼ଃ. ଶରତ କୁମାର ସାହୁ କଟକର ପ୍ରଥମ ଜୋମାଟୋ ଗାର୍ଲ ବିଷ୍ଣୁପ୍ରିୟା ସ୍ୱାଇଁ ଓ ଜାତୀୟ କବାଡ଼ି ଖେଳାଳୀ ମାଧବ…

ରଥ ଯାତ୍ରା ସମୟରେ ପୁରୀକୁ ଚଳାଚଳ କରିବନି ଟ୍ରେନ୍, ପ୍ରତିବନ୍ଧ ଲଗାଇବାକୁ ନିଷ୍ପତ୍ତି ନେଇଛି ପୂର୍ବତଟ ରେଳବାଇ: ୨୬ ଟି ଦୂର ଦୂରଗାମୀ ଟ୍ରେନ୍‌…

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କୋଭିଡ଼୧୯ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ଦୃଷ୍ଟିରୁ ଜୁଲାଇ ମାସରେ ରଥ ଯାତ୍ରା ସମୟରେ ପୁରୀ ଆଡକୁ ଟ୍ରେନ୍‌ ସେବା ଉପରେ ପ୍ରତିବନ୍ଧ ଲଗାଇବାକୁ ନିଷ୍ପତି ନିଆଯାଇଛି । ୨୬ ଟି ଦୂର…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୮.୭୪ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୮ ଲକ୍ଷ ୭୪ ହଜାର ୮୨୫ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୮୯ ଲକ୍ଷ ୩୮…

ଆଜି ପୁରୀ ସେବାୟତଙ୍କର ହେବ କରୋନା ଟେଷ୍ଟ୍‌, କୋଭିଡ୍ ନେଗେଟିଭ୍‌ ରିପୋର୍ଟ ଦେଖାଇ ସ୍ନାନଯାତ୍ରା ସାମିଲ ହେବେ ସେବାୟତ

ପୁରୀ (ଓଡ଼ିଶା ଭାସ୍କର): ଆସନ୍ତା ୨୪ରେ ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା। ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ  କୋଭିଡ୍‌ କଟକଣା ମଧ୍ୟରେ ସ୍ନାନଯାତ୍ରା ପାଳନ ହେଉଛି । ତେଣୁ ଦେବସ୍ନାନ ପୂର୍ଣ୍ଣିମାରେ ଭାଗ ନେଉଥିବା…

ଭାରତୀୟ ଆଥଲେଟ୍‌ଙ୍କ ପ୍ରତି ଜାପାନ ସରକାରଙ୍କ କଡ଼ା କଟକଣା: ଦେଶ ଛାଡିବାର ସପ୍ତାହ ପୂର୍ବରୁ ପ୍ରତିଦିନ କୋଭିଡ ପରୀକ୍ଷା ବାଧ୍ୟତାମୂଳକ, ୩ଦିନ…

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଆସନ୍ତା ଜୁଲାଇ -ଅଗଷ୍ଟ ମାସରେ ଅନୁଷ୍ଠିତ ହେବାକୁ ଯାଉଥିବା ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଭାରତୀୟ ଆଥଲେଟଙ୍କ ପ୍ରତି ଜାପାନ ସରକାର କଡା କଟକଣା ଜାରି କରିଛନ୍ତି । ଭାରତରେ…

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସତର୍କ କଲେ କେନ୍ଦ୍ର ସରକାର: କରୋନା ସ୍ଥିତି ଅନୁଧ୍ୟାନ ପରେ ଲକ୍‌ଡାଉନ୍‌ କଟକଣା କୋହଳ କର, ୫ ସୂତ୍ରୀ…

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ହାର ଦିନକୁ ଦିନ କମ୍‌ ହେଉଥିବାରୁ ପର୍ଯ୍ୟାୟକ୍ରମେ ଲକ୍‌ଡାଉନ୍‌ କଟକଣାକୁ କୋହଳ କରୁଛନ୍ତି ବିଭିନ୍ନ ରାଜ୍ୟ । ହେଲେ ଏହି ଅନଲକ୍‌ ପ୍ରକ୍ରିୟାକୁ ନେଇ ଶନିବାର ରାଜ୍ୟ ଓ…

୬ରୁ ୮ସପ୍ତାହ ମଧ୍ୟରେ ତୃତୀୟ ଲହର ଆସିବା ନିଶ୍ଚିତ : ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର): ମହାମାରୀ କରୋନା ସଂକ୍ରମଣର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ନୂଆଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆର‌୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ମୁଖ୍ୟ ଡା. ରଣଦୀପ…

କରୋନାର ଡେଲ୍ଟା ଭାରିଆଣ୍ଟ ବଢାଇଲା ଚିନ୍ତା, ଦେଶରେ ୬ଟି ଡେଲ୍ଟା ପ୍ଲସ୍‌ ଭୂତାଣୁ ଚିହ୍ନଟ

ନୂଆଦିଲ୍ଲୀ/ଭୁବନେଶ୍ୱର, (ଓଡ଼ିଶା ଭାସ୍କର): କରୋନା ଭାରିଏଣ୍ଟ ଡେଲ୍ଟା ପ୍ଲସ୍‌କୁ ନେଇ ଏବେ ସମଗ୍ର ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନାର ଦ୍ୱିତୀୟ ଲହର ସାମାନ୍ୟ ଥମିଥିବା ବେଳେ ପୁଣି ଥରେ କରୋନାର ନୂଆ…

ଆରପାରିରେ ତପୁ ମିଶ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ ନାହାନ୍ତି ଓଡ଼ିଶାର ଅନ୍ୟତମ ଖ୍ୟାତାନାମା କଣ୍ଠଶିଳ୍ପୀ ତପୁ ମିଶ୍ର। କରୋନା ସହ ଗତ ମେ ମାସରୁ ସଂଘର୍ଷ କରି କରି ଶନିବାର ରାତି ୧୧ଟା ୧୫ ବେଳକୁ ସେ ସବୁଦିନ ପାଇଁ ଆଖି ବୁଜିଦେଲେ।…