
Browsing Category
ଅପରାଧ
ଅଜଣା ୱେବସାଇଟରୁ ରୁମ୍ ବୁକ୍ କରୁଥିଲେ ସାବଧାନ! ପର୍ଯ୍ୟଟକ ହରାଇଲେଣି ଲକ୍ଷାଧିକ ଟଙ୍କା, ସତର୍କ କଲା CBI
ଭୁବନେଶ୍ୱର: ସାଇବର ଠକେଇର ମାତ୍ରା ବଢ଼ିବାରେ ଲାଗିଛି । ନକଲି ୱେବସାଇଟରେ ହୋଟେଲ ବୁକିଂ କରୁଥିବା ଗ୍ରାହକଙ୍କଠାରୁ ହେଉଛି ଲୁଟ୍ ।
ଲକ୍ଷାଧିକ ଟଙ୍କା ଲୁଟ୍ କରିସାରିରଲେଣି ସାଇବର ଠକ । ଏ ନେଇ ୧୧ଟି ଫେକ୍…
ପୁଅ ସାଜିଲା ରାକ୍ଷସ, ଗୀତ ଶୁଣିବାକୁ ବାରଣ କଲାରୁ ମାଆକୁ ମାରି ଖଟରେ କବର ଦେଇଦେଲା
କାନପୁର: ଖଟ ଭିତରୁ ମିଳିଲା ମହିଳାଙ୍କ ମୃତଦେହ। କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, କାନପୁରର ରାୱତପୁରରେ। ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ର ତାଙ୍କ ମାଆଙ୍କୁ ହତ୍ୟା…
ଜାଲ ଡକ୍ୟୁମେଣ୍ଟ ଦେଇ ଅଧ୍ୟାପକ ଚାକିରୀ କରିଥିଲେ, ଏବେ ନାମ ନେଲେ
ମୟୁରଭଞ୍ଜ: ଠକେଇ କରି ଚାକିରୀ କରିବା ହେଲା ମହଙ୍ଗା। ଜାଲ ଦସ୍ତାବିଜରେ ଅଧ୍ୟାପକ ଚାକିରୀ କରି ଫସିଲେ ଉଦଳା କଲେଜର ଜୁଲୋଜି ଅଧ୍ୟାପକ ପ୍ରଭାକର ସାହୁ।
ଜାଲ ଦସ୍ତାବିଜ ଦେଇ ଉଦଳା କଲେଜରେ ଜୁଲୋଜି ଅଧ୍ୟାପକ ଭାବେ…
ହାତୀ ଆକ୍ରମଣରେ ବନ କର୍ମଚାରୀଙ୍କ ଜୀବନ ଗଲା
ଅନୁଗୁଳ: ହାତୀ ଆକ୍ରମଣରେ ବନ କର୍ମଚାରୀଙ୍କର ମୃତ୍ୟୁ। ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳରେ।
ଅନୁଗୁଳର ଜରପଡା ଥାନା କତଡା ଗାଁରେ 8 ଟିକିଆ ହାତୀପଲ ପଶି ଆକ୍ରମଣ କରୁଥିବାବେଳେ ତାଙ୍କୁ ଘଉଡାଇବାକୁ ଯାଇ ହାତୀ…
Personal loanର EMI କମ କରିବା ପାଇଁ ଆପଣାନ୍ତୁ ଏହି ୫ଟି ସ୍ମାର୍ଟ ଉପାୟ, କେମିତି ସୁଝିଯିବ ଋଣ ଜାଣି ବି ପାରିବେନି
ଓଡ଼ିଶା ଭାସ୍କର: ଆଜିକାଲି personal loan ଏକ ଆବଶ୍ୟକତା ପାଲଟିଛି। ଯେତେବେଳେ ଟଙ୍କାର ଆବଶ୍ୟକତା ଥାଏ, ସେତେବେଳେ ବ୍ୟକ୍ତିଗତ ଋଣ ହେଉଛି ସବୁଠାରୁ ସହଜ ବିକଳ୍ପ। ଏହି କାରଣରୁ, ଅନେକ ଲୋକେ ବ୍ୟାଙ୍କ ଏବଂ…
ବିକଳାଙ୍ଗଙ୍କୁ ମାରି ସିମେଣ୍ଟ ପ୍ଳାଷ୍ଟର ଦେଇଦେଲେ ସ୍ୱାମୀ ସ୍ତ୍ରୀ, ତା ପରେ…
ଛତିଶଗଡ଼: ସାମାନ୍ୟ ଟଙ୍କା ପାଇଁ ଜଣେ ବିକଳାଙ୍ଗଙ୍କୁ ମାରି ସିମେଣ୍ଟ ପ୍ଳାଷ୍ଟର ଦେଇ ସୁଟକେସରେ ପୁରାଇ ଫୋପାଡ଼ି ଦେଲେ ସ୍ୱାମୀ ସ୍ତ୍ରୀ। ଏଭଳି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି ଛତିଶଗଡ଼ର ରାୟପୁରର ଏକ ଆବାସିକ…
ହନିମୁନ ହତ୍ୟା ମାମଲା: ପ୍ରେମ ସମ୍ପର୍କ କଥା ମାନିଲେ ସୋନମ ଏବଂ ରାଜ୍, ପୋଲିସର ବଡ଼ ଖୁଲାସା
ନୂଆଦିଲ୍ଲୀ: ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲାରେ ପୂର୍ବ ଖାସି ହିଲ୍ସ ପୋଲିସ ଅଧିକ୍ଷକ ବିବେକ ସିମ୍ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ତଦନ୍ତ ସମୟରେ, ରାଜ କୁଶୱାହା ଏବଂ ସୋନମ ରଘୁବଂଶୀ ଉଭୟ ପ୍ରେମ…
ପୁଣି ବ୍ରହ୍ମପୁରରେ ଲଜ୍ଜା, ନର୍ସିଂ ସାର୍ଟିଫିକେଟ୍ କରାଇ ଦେବା ବାହାନାରେ ନେଇ ଦୁଷ୍କର୍ମ କଲା ଘରୋଇ କ୍ଲିନିକ୍ ମାଲିକ
ଭୁବନେଶ୍ବର: ଗୋପାଳପୁର ଦୁଷ୍କର୍ମ ଘଟଣା ସାରା ଭାରତରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବର୍ତ୍ତମାନ ପୁଣିଥରେ ବ୍ରହ୍ମପୁରରୁ ଆଉ ଏକ ଦୁଷ୍କର୍ମ ଅଭିଯୋଗ ସାମ୍ନାକୁ ଆସିଛି । ବୈଦ୍ୟନାଥପୁର ଥାନା ଅଞ୍ଚଳରେ ନାବାଳିକାକୁ…
ସମିତି ସଭ୍ୟ ଦେବେନ୍ଦ୍ର ଧରୁଆଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
କଳାହାଣ୍ଡି: କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ସମିତି ସଭ୍ୟଙ୍କ ଆତ୍ମହତ୍ୟା । ସମିତି ସଭ୍ୟ ଦେବେନ୍ଦ୍ର ଧରୁଆ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।
ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତେବେ…
ଗୋଷ୍ଠୀ ସଂଘର୍ଷ: ମା’କୁ ହାଣିଲେ, ପୁଅକୁ ଗୁଳିମାଡ଼ କଲେ ଦୁର୍ବୃତ୍ତ
ବାରିପଦା: ଟାଉନ ଥାନା କାଳୀକାପୁର ଅଞ୍ଚଳରେ ଗୁଳିମାଡ଼ । ବାରିପଦା ସହରରେ ଗୁଳି ଫୁଟିବା ସହ ବୁଲିଲା ଖଣ୍ଡା । ମାଆକୁ ଖଣ୍ଡାରେ ହାଣିଲେ, ପୁଅକୁ ଗୁଳିମାଡ଼ କଲେ ଦୁର୍ବୃତ୍ତ । ଫଳରେ ହସ୍ପିଟାଲରେ ଚିକିତ୍ସାଧୀନ…