fbpx
BSKY SKY
BSKY SKY
Browsing Category

ଅପରାଧ

ଅଦ୍ଭୁତ ସଂଯୋଗ! କାଲି ଗିରଫ ହେଲା, ଆଜି ପ୍ରାଣ ହରାଇଲା ବାଣ ମାଲିକ ଭାନୁ

କଟକ: ପଶ୍ଚିମବଙ୍ଗ ବାଣ ବିସ୍ଫୋରଣ ମାମଲାରେ ଆସିଛି ଆଉ ଏକ ନୂଆ ଟ୍ୱିଷ୍ଟ । ବିସ୍ଫୋରଣ ମାମଲାରେ ଗିରଫ ହୋଇଥିବା ବାଣ ମାଲିକ ଭାନୁ ବାଗର ମୃତ୍ୟୁ ହୋଇଥିବା ଜଣାଯାଇଛି । କଟକର ଏକ ଘରୋଇ ହସ୍ପିଟାଳରେ ଚିକିତ୍ସିତ…

Big Breaking; ସରକାରୀ ବସ ଉପରକୁ ଅଚାନକ ଗୁଳିମାଡ: କାରଣ ଅସ୍ପଷ୍ଟ

ଜୟପୁର: ରାଜ୍ୟ ସରକାରଙ୍କର ଏକ ବସ ଉପରକୁ ଅଚାନକ ଗୁଳିମାଡ ହୋଇଛି । ବୈପାରୀଗୁଡା ଥାନାଠୁ ମାତ୍ର ୧୦୦ ମିଟର ଦୂରରେ ଏହି ଗୁଳିମାଡ ହୋଇଥିବା ସୂଚନା ମିଳିଛି । ବାଲିମେଳାଠାରୁ ବ୍ରହ୍ମପୁର ଯିବା ବେଳେ ଏପରି ଅଚାନକ…

ଅଭିଯୁକ୍ତ ତାହୱୁର ରାଣାଙ୍କୁ ଅଣାଯିବ ଭାରତ! ଅନୁମୋଦନ କଲେ ଆମେରିକା କୋର୍ଟ

ୱାଶିଂଟନ୍: କାଲିଫର୍ଣ୍ଣିଆର ଏକ ଆମେରିକୀୟ କୋର୍ଟ ୨୦୦୮ ମସିହାରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଚାହୁଁଥିବା ପାକିସ୍ତାନୀ ମୂଳ କାନାଡିୟ ବ୍ୟବସାୟୀ ତାହୱୁର ରାଣାଙ୍କୁ ଭାରତକୁ ପଠାଇବାକୁ ଅନୁମତି ଦେଇଛନ୍ତି।…

ଇମ୍ରାନ ଖାନଙ୍କ ଘରେ ଲୁଚିଛନ୍ତି ୩୦-୪୦ ଆତଙ୍କୀ! ଜମାନ ପାର୍କକୁ ଘେରିଲା ପୋଲିସ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ଶେହବାଜ ଶରୀଫଙ୍କ ମଧ୍ୟରେ ଚାଲିଛି ଦମଦାର ସଂଘର୍ଷ । ଇମ୍ରାନ ନିର୍ବାଚନକୁ ଯଥାଶୀଘ୍ର ଶେଷ କରିବାକୁ ଦାବି କରୁଥିବା ବେଳେ ପାକିସ୍ତାନ ସରକାର…

ଜେପି ନଡ୍ଡାଙ୍କ ଲୋକ କହି, ଠକି ନେଲେ ଲକ୍ଷ ଲକ୍ଷ ଟଙ୍କା, ଦିଲ୍ଲୀରେ ଦୁଇ ଗିରଫ

ନୂଆଦିଲ୍ଲୀ: ନିଜକୁ ବିଜେପିର ପଦାଧିକାରୀ କହି ନେତା, ଅଧିକାରୀ ଏବଂ ଠିକାଦାର ମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେବା କଥା ସାମ୍ନାକୁ ଆସିଛି । ଏଥିରେ ପୋଲିସ ଦୁଇ ଅପରାଧୀଙ୍କୁ ଗିରଫ କରିଛି । ଦିଲ୍ଲୀରୁ ଗିରଫ…

ଭିଜିଲାନ୍ସ ଜାଲରେ ଅତିରିକ୍ତ CSO, ଘର ଓ ଅଫିସ ସମେତ ୭ଟି ସ୍ଥାନରେ ଚଢାଉ

ଭୁବନେଶ୍ୱର: ଭଞ୍ଜନଗରର ଅତିରିକ୍ତ ସିଭିଲ ସପ୍ଲାଇ ଅଫିସର ଭିଜିଲାନ୍ସ କବଜାରେ ପଡିଯିବାବ କଥା ସାମ୍ନାକୁ ଆସିଛି । ଅତିରିକ୍ତ ସିଭିଲ ସପ୍ଲାଇ ଅଫିସର ସଞ୍ଜୟ ସାହୁଙ୍କ ଘର, ଅଫିସରେ ରେଡ ଚାଲିଛି । ଆୟ ବହିର୍ଭୂତ…

ନିର୍ଯାତନାକୁ ବିରୋଧ କରିବାରୁ ନାବାଳିକାକୁ ଜାଳିଦେଲେ ଜିଅନ୍ତା, ହସ୍ପିଟାଲରେ ମୃତ୍ୟୁ

ମୈନପୁରୀ: ୟୁପିର ମୈନପୁରୀରେ ଜଣେ ୧୫ ବର୍ଷର ବାଳିକାକୁ କିରୋସିନ ଢାଳି ଜୀବନ୍ତ ହତ୍ୟା କରାଯିବାର ଏକ ମାମଲା ସାମ୍ନାକୁ ଆସିଛି। ଘଟଣା ପରଠାରୁ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଅଭିଯୋଗ ହୋଇଛି ଯେ, ନିର୍ଯାତନାକୁ…

ମହିଳାଙ୍କ ଖାତାରୁ ଉଡିଗଲା ୩୦ ଲକ୍ଷ ଟଙ୍କା, କେବଳ କଲ୍ ରିସିଭ କରି କହିଥିଲେ ଏହି କଥା!

ନୂଆଦିଲ୍ଲୀ: ଟେକ୍ନୋଲୋଜି ଜଗତ ବଢୁଥିବାବେଳେ ଠକମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଅନେକ ଥର ଆପଣ ଫୋନ୍ ଏବଂ ବାର୍ତ୍ତା ମାଧ୍ୟମରେ ବୋକା ହୋଇଯାଆନ୍ତି ଏବଂ ଏଥିପାଇଁ ଆପଣଙ୍କୁ ଅନେକ କ୍ଷତି ସହିବାକୁ ପଡିଥାଏ।…

ଗୁଳିକାଣ୍ଡ; ବନ୍ଧୁକଧାରୀ ସମେତ ୩ଜଣଙ୍କର ମୃତ୍ୟୁ, ଅନେକ ଆହତ

ୱାସିଂଟନ: ପୁଣି ଥରେ ଆମେରିକାରେ ଗୁଳି ବିନିମୟ ଘଟଣା ସାମ୍ନାକୁ ଆସିଛି। ନ୍ୟୁ ମେକ୍ସିକୋର ଫାର୍ମିଙ୍ଗଟନରେ ଗୁଳି ବିନିମୟରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ସୋମବାର…

ସେକ୍ସ ରାକେଟରେ ହିରୋଇନଙ୍କ ଲିଙ୍କ: ଦେହ ବେପାର ମାମଲାରେ ଅଭିନେତ୍ରୀ, ମଡେଲ ଗିରଫ

ମୁମ୍ବାଇ: ସିନେ ଦୁନିଆ ଏବଂ ସେକ୍ସ ରାକେଟ ସହ କନେକ୍ସନକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ଏବେ ଏହି ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି ଆଉ ଏକ ଘଟଣା । ମହାରାଷ୍ଟ୍ରର ପିମ୍ପରୀ-ଚିଞ୍ଚୱାଡ ଅଞ୍ଚଳରେ ପୋଲିସ ଏକ ବଡ…