fbpx
Browsing Category

ଅପରାଧ

ସପିଙ୍ଗ ମଲ୍ ରେ ବଡ ଧରଣର ଗୁଳିକାଣ୍ଡ: ୯ ଜଣ ଗୁରୁତର, ଦୁର୍ବୃତ୍ତକୁ ଏନକାଉଣ୍ଟର

ନୂଆଦିଲ୍ଲୀ: ଆମେରିକାର ଟେକ୍ସାସରେ ଏକ ଅଘଟଣ ଘଟି ଯାଇଛି । ନିକଟସ୍ଥ ଏକ ସପିଙ୍ଗ ମଲ୍ ରେ ଜଣେ ଦୁର୍ବୃତ୍ତ ଅଚାନକ ପଶି ଆସିବା ସହ ଆଖିବୁଜା ଗୁଳିମାଡ କରିଛି । ଦୁର୍ବୃତ୍ତର ଗୁଳିମାଡରେ ୯ ଜଣ ଗୁରୁତର ଆହତ ହୋଇଥିବା…

ଆୟକର ବିଭାଗର ଚଢାଉ; ଜବତ ହେଲା ୧୫.୩ କୋଟି ନଗଦ ରାଶି ସହ ୧୦.୧୪ କେଜି ସୁନା

ବେଙ୍ଗାଲୁରୁ: କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ଆଜି ଚଢ଼ାଉ ବେଳେ ଆୟକର ବିଭାଗ ୧୫.୩ କୋଟି ଟଙ୍କା ଏବଂ ୧୦.୧୪ କିଲୋଗ୍ରାମ ସୁନା ୭.୦୮ କୋଟି ଟଙ୍କା ଜବତ କରିଛି। ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଙ୍କ କାର୍ୟ୍ୟାଳୟ…

କୁଚିଣ୍ଡାରେ ଅଘଟଣ: ଶିକ୍ଷକଙ୍କୁ ଗଳାକାଟି ହତ୍ୟା, ଛାନଭିନ ଆରମ୍ଭ କରିଛି ପୋଲିସ

କୁଚିଣ୍ଡା : ଶିକ୍ଷକଙ୍କ ଗଳାକାଟା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଖର୍ଲା ବାଇପାସ୍ ବ୍ରିଜ୍ ନିକଟରେ ଜଣେ ଶିକ୍ଷକଙ୍କ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ଠାବ ହୋଇଛି…

ରାଜଧାନୀରେ ରୋଡ୍ ରୋମିଓଙ୍କ ଲଙ୍କାକାଣ୍ଡ; ଝିଅଙ୍କୁ କମେଣ୍ଟ ମାରିବା ସହିତ ଘରୋଇ ହଷ୍ଟେଲ୍ ରେ ପଶି କରୁଛନ୍ତି ଭଙ୍ଗାରୁଜା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ପିଲାମାନଙ୍କୁ ଅଧିକ ଶିକ୍ଷା ଆଉ ଚାକିରୀ ଆଶାରେ ପିତାମାତା ମାନେ ଗାଁ ରୁ ବଡ଼ ବଡ଼ ସହରକୁ ପଠେଇଥାନ୍ତି । କିନ୍ତୁ ବେଳେ ବେଳେ ଆପଣଙ୍କ ପିଲାମାନଙ୍କୁ ବେପରୁଆ ଲୋକ ମାନଙ୍କର ସାମ୍ନା…

ଆସିକାର ବିଭିନ୍ନ ଲଜରେ ଖୁଲମଖୁଲା ଚାଲିଛି ଦେହ ବ୍ୟବସାୟ

ଆସିକା : ଆସିକାର ବିଭିନ୍ନ ଲଜରେ ଚାଲିଛି ଦେହ ବ୍ୟବସାୟ । କିଛି ଦିନ ହେଲା ଆସିକା କଳିଙ୍ଗ ରୋଡ଼ରେ ଥିବା ବହୁ ତଳ ବିଶିଷ୍ଠ ଲଜ୍ ଏଣ୍ଡ ହୋଟେଲ ଗୁଡିକରେ ଚାଲିଛି ଖୁଲମଖୁଲା ଦେହ ବ୍ୟାପର । ଗୁରୁବାର ଏହିଭଳି ଏକ ଘଟଣା…

(Video)କ୍ୟାମେରାରେ କଏଦ ହେଲା ଲାଇଭ ମର୍ଡର, ଗୋଟେ ପରେ ଗୋଟେ ଗୁଳିମାଡ଼; ଭିଡ଼ିଓ ଦେଖିଲେ କମ୍ପିବ ଦେହ

ନୂଆଦିଲ୍ଲୀ:ଜମି ବିବାଦ ପାଇଁ ଗଡ଼ିଲା ମୁଣ୍ଡ। କିଛି ଏଭଳି ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ। ମୋରେନା ଜିଲ୍ଲାର ଲେପା ଗ୍ରାମରେ ହୋଇଥିବା ଜମି ବିବାଦରେ ଦୁଇ ପରିବାର ମଧ୍ୟରେ ଭୟଙ୍କର ଝଗଡା…

ଆଜିକାଲିକା ପ୍ରେମକୁ ନାହିଁ ଭରସା ! ଚତୁର୍ଥୀ ରାତିରେ ପ୍ରେମିକ ସହିତ ବୋହୂ ହେଲା ଫେରାର, ସାଙ୍ଗରେ ନେଇଗଲା…

ନିମାପଡା: ନିମାପଡା ଅଂଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଚତୁର୍ଥୀ ଦିନ ରାତ୍ରରେ ବୋହୂ ଘରୁ ସୁନା ଗହଣା ନେଇ ନିଜ ପ୍ରେମିକ ସହିତ ଫେରାର ହୋଇଯିବା ଘଟଣାରେ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ…

ପୁଣି ଏନକାଉଣ୍ଟର ; ଗ୍ୟାଙ୍ଗଷ୍ଟର ଅନିଲ ସଫା

ନୂଆଦିଲ୍ଲୀ : ଆକ୍ସନ ମୋଡରେ ୟୁପି ପୋଲିସ । ଗୋଟି ଗୋଟି ଗ୍ୟାଙ୍ଗଷ୍ଟରକୁ ଏନକାଉଣ୍ଟର କରୁଛି ୟୁପି ପୋଲିସ । ୟୁପି ଏସଟିଏଫ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅନିଲ ଦୁଜାନାଙ୍କୁ ଏନକାଉଣ୍ଟର କରିଛନ୍ତିି । ଆଜି ଅପରାହ୍ନରେ ମେରଠରେ…

ବର୍ତ୍ତମାନ ସୁଦ୍ଧା ୧୦୫ କୋଟି କ୍ୟାସ, ୭୪ କୋଟି ମଦ ଏବଂ ୮୧ କୋଟି ସୁନା ଜବତ କଲା ନିର୍ବାଚନ ଆୟୋଗ, ଜାଣନ୍ତୁ ସଂପୂର୍ଣ୍ଣ ମାମଲା

ବାଙ୍ଗାଲୋର: କର୍ଣ୍ଣାଟକ ନିର୍ବାଚନରେ ​​ଟଙ୍କା ଆଧାରରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ କିଭଳି ପ୍ରୟାସ କରାଯାଉଛି ତାହା ଉପରେ ନିର୍ବାଚନ ଆୟୋଗ ତୀକ୍ଷ୍ଣ ନଜର ରଖିଛନ୍ତି। ନିର୍ବାଚନ ଆୟୋଗ ଏପର୍ଯ୍ୟନ୍ତ…

ବକିଙ୍ଗହମ୍ ପ୍ୟାଲେସ ପ୍ରତି ବିପଦ! ବନ୍ଧୁକ ସହ ଗିରଫ ହେଲେ ଜଣେ ବ୍ୟକ୍ତି, ରାଜପ୍ରସାଦକୁ କରାଗଲା ସିଲ୍

ଲଣ୍ଡନ: ବକିଙ୍ଗହମ୍ ପ୍ୟାଲେସ୍ ବାହାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବ୍ୟକ୍ତି ଜଣକ ରାଜପ୍ରାସାଦ ନିକଟରେ କିଛି ସନ୍ଦେହଜନକ ବନ୍ଧୁକ ଫୋପାଡିଥିଲେ। ସେ ଲଣ୍ଡନର ବକିଙ୍ଗହମ୍…