Browsing Category

ଅପରାଧ

facebook live ପାଇଁ ଗଲା ଜୀବନ; ଲାଇଭ ଭିଡ଼ିଓରେ କଏଦ ହେଲା ମୃତ୍ୟୁର ପୁରା ଘଟଣା

କାନାଡା: ଫେସବୁକ ଲାଇଭ ସାଜିଲା କାଳ। ୨୩ ବର୍ଷର ବାଳିକା ଏକ ସୁଇମିଂ ପୁଲରେ ଗାଧୋଇବାବେଳେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି। ସେ ଗାଧୋଇବା ସମୟରେ ଫେସବୁକ୍ ଲାଇଭ୍ କରିଥିଲେ। ନିଜ କ୍ୟାମେରାରେ ଝିଅର ମୃତ୍ୟୁ ଭିଡ଼ିଓ କଏଦ…

ବହୁ ଚର୍ଚ୍ଚିତ ଲିଜା ଡାକୁଆ ହତ୍ୟା ଘଟଣାର ପର୍ଦ୍ଦାଫାସ: ଫେରାର ଥିବା ହତ୍ୟାକାରୀ ଅହିମ ଖାନ ଗିରଫ

ଟିଟିଲାଗଡ଼, (ଭାସ୍କର ନ୍ୟୁଜ୍‌): ତ୍ରୀ-କୋଣୀୟ ପ୍ରେମ ସମ୍ପର୍କକୁ ନେଇ ଘଟିଯାଇଥିଲା ଏକ ଜଘନ୍ୟ ହତ୍ୟା କାଣ୍ଡ । ଜଣେ ବିବାହିତ ମହିଳାଙ୍କ ସହ ଦୁଇ ଜଣ ଯୁବକ ପ୍ରେମ କରୁଥିବା ବେଳେ ଉଭୟେ ଉକ୍ତ ମହିଳା ସହ ଶାରୀରିକ…

ଲଜ୍‌ରେ ଚାଲିଥିଲା ସେକ୍ସ୍‌ ରାକେଟ, ଚଢ଼ଉ ବେଳେ ୨ ରୂପଜୀବୀ ଉଦ୍ଧାର: ଲଜ୍ ମାଲିକ ସହ ୨ ଗିରଫ

ଗୁଣପୁର, (ଭାସ୍କର ନ୍ୟୁଜ୍‌): ରାୟଗଡା ଜିଲ୍ଲା ଗୁଣୁୁପୁର ସହରର ଦୁଇ ଲଜ୍‌ରେ ଦୀର୍ଘ ଦିନଧରି ଚାଲିଥିଲା ସେକ୍ସ ରାକେଟ୍‌କୁ ପୋଲିସ ଠାବ କରିଛି । ଘଟଣାରେ ଦୁଇ ଲଜ୍‌ରେ ମାଲିକଙ୍କ ସହ ୨ଗ୍ରାହକକୁ ପୋଲିସ ଗିରଫ କରିଛି ।…

ଭାରତ-ବାଂଲାଦେଶ ସୀମାରେ ମହିଳାଙ୍କୁ ଦୁଷ୍କର୍ମ: ଦୁଇ ବିଏସଏଫ ଯବାନ ଗିରଫ, ଟିଏମସି ଏବଂ ବିଜେପି ମୁହାଁମୁହିଁ

କୋଲକାତା: ଦୁଷ୍କର୍ମ ଅଭିଯୋଗରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌)ର ଦୁଇ ଯବାନ ଗିରଫ ହୋଇଛନ୍ତି। ଅବୈଧ ଭାବରେ ବାଂଲାଦେଶ ସୀମାପଟୁ ଭାରତ ସୀମାକୁ ପ୍ରବେଶ କରୁଥିବା ମହିଳାଙ୍କ ସହିତ ଏହି ନାରକୀୟ କାଣ୍ଡ ଘଟିଥିବା…

Video: ମୋ ସ୍କୁଲ୍ ଅଭିଯାନ ନାଁରେ ଟଙ୍କା ଆଦାୟ କରି ପ୍ରଧାନ ଶିକ୍ଷୟତ୍ରୀ ନିଲମ୍ବିତ

କୋରାପୁଟ: ମୋ ସ୍କୁଲ୍ ଅଭିଯାନ ନାଁରେ ଛାତ୍ରଛାତ୍ରୀଙ୍କ ଠାରୁ ପ୍ରଧାନ ଶିକ୍ଷୟତ୍ରୀ ଜୋର୍ ଜବରଦସ୍ତ ୫୦୦ ଟଙ୍କା ଆଦାୟ କରୁଥିବା ଏକ ଭିଡିଓ ଭାଇରାଲ ହେବା ପରେ ନିଲମ୍ବିତ ହୋଇଛନ୍ତି ପ୍ରଧାନ ଶିକ୍ଷୟତ୍ରୀ। ଏପରି ଏକ ଘଟଣା…

ବୁଲେଟ୍‌ରେ ଓଡ଼ିଶା ପୋଲିସ ଲେଖିବା ଯୁବକଙ୍କୁ ପଡ଼ିଲା ମହଙ୍ଗା, ଏମ୍‌ଭିଆ ଆକ୍ଟରେ ବାନ୍ଧିିଲା ପୋଲିସ

ବ୍ରହ୍ମପୁର, (ଭାସ୍କର ନ୍ୟୁଜ୍‌): ଗାଡ଼ିର ନମ୍ବର ପ୍ଲେଟରେ ନୁମ୍ବରକୁ ବିକୃତି ବା ଡିଜାଇନ କରି ଲେଖୁଥିବା ଅନେକ ସମୟରେ ଦେଖିବାକୁ ମିଳେ । ଯାହାକି ସରକାରୀ ନିୟମ ସମ୍ପୂର୍ଣ୍ଣ ଖିଲାପ । ଏହାକୁ ନେଇ ସରକାର ଯେତେ ନିୟମ…

ଯାତ୍ରୀବାହି ଅଟୋକୁ ଧକ୍କା ଦେଲା ଟ୍ରକ ୫ମୃତ

କାମାକ୍ଷାନଗର:ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ।ଫଳରେ ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଛି ।  ତେବେ ସମସ୍ତ ମୃତକ କାମାକ୍ଷାନଗର ଥାନା ବାଉଁଶପାଳ ପଂଚାୟତ ଅନ୍ତର୍ଗତ…

ମହୁଲଫୁଲ ବୋଝେଇ ପିକଅପ୍ ଜବତ, ୨ ଗିରଫ

ଖପ୍ରାଖୋଲ, (ଭାସ୍କର ନ୍ୟୁଜ୍‌): ଖପ୍ରାଖୋଲ ବ୍ଲକ ବାଘମୁଣ୍ଡ ପଞ୍ଚାୟତ ନାଗେନମାଲ ଗାଁରେ ବେଆଇନ ଭାବେ ମହୁଲ ଚାଲାଣ ବେଳେ ଅବକାରୀ ବିଭାଗ ଚଢ଼ଉ କରି ମହୁଲ ବୋଝଇ ବୋଲେରୋ ପିକଅପ ସହ ଦୁଇ ଅଭିଯୁକ୍ତକୁ ଶୁକ୍ରବାର ଗିରଫ…

ଆଉ ଜଣେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ: ଘରୁ ଜବତ ହେଉଛି ପୁଳା ପୁଳା ଟଙ୍କା

ବିହାର: ଦେଶରେ ବଢୁଥିବା ଅପରାଧକୁ ଲକ୍ଷ୍ୟ କରି ଧିରେ ଧିରେ ଆକ୍ସନ ମୋଡ ନେଉଛି ପ୍ରଶାସନ । ବିଶେଷ କରି ନିଜ କାମ ଏବଂ ଦେଶ ସହିତ ବେଇମାନୀ କରୁଥିବା କର୍ମଚାରୀମାନେ ଏବେ ରହିଛନ୍ତି ହିଟ ଲିଷ୍ଟରେ । ଏହି ମିଶନ ଭିତରେ ଆଉ…

ପାରାଦୀପରେ ଲଜ୍ଜା! ଆଶାକର୍ମୀଙ୍କୁ ରାସ୍ତାରୁ ଉଠାଇନେଇ ଗଣଦୁଷ୍କର୍ମ କଲେ ଦୁର୍ବୃତ୍ତ

ପାରାଦୀପ(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତି ଦୁଷ୍କର୍ମ ମାମଲା ବଢ଼ିଚାଲିଥିବା ବେଳେ ପାରାଦୀପରୁ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଘଟଣା । ଲୋକମାନଙ୍କର ସେବା କରୁଥିବା ଆଶାକର୍ମୀଙ୍କୁ ରାସ୍ତାରୁ ଉଠାଇ ନେଇ…