Browsing Category
ଅପରାଧ
ଆଶ୍ଚର୍ଯ୍ୟ! 5 ସ୍ଥାନରେ ପଡ଼ିଛି ଶବର 5 ଖଣ୍ଡ, ହାତ ପାପୁଲି ଧରି ବୁଲୁଛି କୁକୁର
ନୂଆଦିଲ୍ଲୀ: କର୍ଣ୍ଣାଟକର ତୁମକୁରୁ ଜିଲ୍ଲାରେ ଗୁରୁବାର ସକାଳେ ଏପରି ଏକ ଘଟଣା ଘଟିଥିଲା ଯାହା ଶୁଣିଲେ ଛାତି ଥରି ଉଠିବ । ଜଣେ ବ୍ୟକ୍ତି ସକାଳୁ ସକାଳୁ ରାସ୍ତାରେ ଚାଲୁଥିବା ବେଳେ ଏକ ଅଜବ ଏବଂ ଭୟଙ୍କର ଦୃଶ୍ୟ ଦେଖିଲେ…
ପୂର୍ବତନ ମନ୍ତ୍ରୀ ବଡିଗାର୍ଡଙ୍କ ଦବଙ୍ଗଗିରି, ବାରରେ ଭୋଜପୁରୀ ଗୀତ ନ ବାଜିବାରୁ କଲେ ଗୁଳି ବର୍ଷା
ରାଞ୍ଚି: ବାରରେ ଫୁଟିଲା ଗୁଳି । ଭୋଜପୁରୀ ଗୀତ ନ ବାଜିବାରୁ ଝାଡ଼ଖଣ୍ଡର ଜଣେ ପୂର୍ବତନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ଅଙ୍ଗରକ୍ଷୀ ବାରରେ ଗୁଳି ଚଳାଇଛନ୍ତି । ଗୁଳିକାଣ୍ଡ ଘଟଣା ବାରରେ ଆତଙ୍କ ଖେଳି ଯାଇଛି ।
ବାର୍ ମାଲିକ…
ଛାତ୍ରୀ ଜୀଅନ୍ତା ପୋଡିଯିବା ମାମଲା; ଚେନ୍ନାଇରୁ ପୁରୁଷ ବନ୍ଧୁକୁ ଧରିଲା ପୋଲିସ୍
କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇରେ ଛାତ୍ରୀ ଜୀଅନ୍ତା ପୋଡିଯିବା ମାମଲା । ଚେନ୍ନାଇରୁ ପୁରୁଷ ବନ୍ଧୁକୁ ଧରିଲା ପୋଲିସ । କେନ୍ଦ୍ରାପଡ଼ା ପୋଲିସର ସ୍ବତନ୍ତ୍ର ଟିମ ଯୁବକଙ୍କୁ ଧରିଛି । ଯୁବକ କେନ୍ଦ୍ରାପଡ଼ାର ତେରହି…
ଦଗାଦିଆ ଥାନାବାବୁ; ନାବାଳିକା ଝିଅକୁ ବାହା ହେଲେ, ମନ ଭରିଗଲାରୁ ମାଡ଼ ମାରି ଘରୁ ତଡ଼ି ଦେଲେ
ଜଗତସିଂହପୁର: ଦଗାଦେଇଦେଲେ ଥାନାବାବୁ, ବିବାହ କରି ମାଡ଼ ମାରି ଘରୁ ତଡ଼ିଦେଲେ। ଏଭଳି ଏକ ସାଙ୍ଘାତିକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁରରେ। ପୋଲିସ ଏସଆଇଙ୍କ ନାଁରେ ହୋଇଛି ସାଙ୍ଘାତିକ ଅଭିଯୋଗ।
ନାବାଳିକା…
(Video) ଏ କିପ୍ରକାର ବ୍ୟବହାର… ଛାତ୍ରଙ୍କୁ ରାସ୍ତାରେ ଲାତ ଗୋଇଠା ମାରିଲା ପୋଲିସ, ଭିଡିଓ ଦେଖି ଲୋକେ କହିଲେ ଗଜବ ଟ୍ରେନିଂ ମିଳିଛି
ନୂଆଦିଲ୍ଲୀ: ବିହାରର ରାଜଧାନୀ ପାଟନାର ରାସ୍ତାରେ BPSC TRE 4 ପୂର୍ବରୁ STET କରିବା ଦାବିକୁ ନେଇ ହଙ୍ଗାମା ହୋଇଥିଲା। ପୋଲିସ ଏବଂ ଛାତ୍ରଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଏହି ସମୟରେ, ଆଇନ ଶୃଙ୍ଖଳାକୁ…
ଶିକ୍ଷକଙ୍କ ପ୍ରେମପତ୍ର! ମନକଥା ଲେଖି ଛାତ୍ରୀଙ୍କୁ ଦେଲେ ଚିଠି, ତା’ପରେ ଘର ଲୋକେ ଆସି….
ରାଜସ୍ଥାନ: ଛାତ୍ରୀଙ୍କ ଉପରେ ଫିଦା ହୋଇଗଲେ ଶିକ୍ଷକ; ଦେଲେ ପ୍ରେମପତ୍ର। ଏଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ବିକାନେର ଜିଲ୍ଲାର ଖଜୁୱାଲା ବ୍ଲକରେ ଅବସ୍ଥିତ କେଏଲଡି ସରକାରୀ ସ୍କୁଲରେ।ଯେଉଁଠାରେ…
ଇଏ କିପ୍ରକାର ମାଆର ମମତା….ଛୁଆକୁ ବାଥରୁମରେ ଜନ୍ମଦେଇ ମାରିଦେଲା, ମୃତଦେହ ନେଇ ଅଳିଆ ଗଦାରେ ଫିଙ୍ଗିଦେଲା
ନୂଆଦିଲ୍ଲୀ: ଦିଲ୍ଲୀର ପଟେଲ ନଗର ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଘରୋଇ ସହାୟିକାଙ୍କୁ ତାଙ୍କ ନବଜାତ ଶିଶୁକୁ ହତ୍ୟା କରିବା ଅଭିଯୋଗରେ ଗିରଫ କରାଯାଇଛି । ୨୬ ବର୍ଷୀୟ ଅଭିଯୁକ୍ତ ମହିଳା ଜଣକ…
ଅଭିନେତ୍ରୀ ହୁମା କୁରେଶୀଙ୍କ ସମ୍ପର୍କୀୟ ଭାଇଙ୍କୁ ହତ୍ୟା, ପାର୍କିଂକୁ ନେଇ ହୋଇଥିଲା ବିବାଦ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସୁଛି । ବଲିଉଡ୍ ଅଭିନେତ୍ରୀ ହୁମା କୁରେଶୀଙ୍କ ପରିବାରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ବଲିଉଡ୍ ଅଭିନେତ୍ରୀ ହୁମା କୁରେଶୀଙ୍କ ସମ୍ପର୍କୀୟ ଭାଇ ଆସିଫ୍…
ଜଣା ନାହିଁ ବୟସ, ଦ୍ୱିତୀୟ ଥର ଗର୍ଭବତୀ ଥିଲେ ମହିଳା, ଡାକ୍ତରଙ୍କୁ କହିଲେ ଏମିତି… ସ୍ୱାମୀକୁ ହୋଇଗଲା ଜେଲ
ନୂଆଦିଲ୍ଲୀ: ପାଞ୍ଚ ବର୍ଷର ହସ ଖୁସିର ବୈବାହିକ ଜୀବନ। ଗୋଟେ ସନ୍ତାନ ଅଛି ଦ୍ୱିତୀୟ ସନ୍ତାନ ଆସିବାକୁ ପରିବାରରେ ଖୁସିର ମାହଲ। ଏହି ଯୁବ ଦମ୍ପତିଙ୍କ ଜୀବନରେ ସବୁକିଛି ଠିକ୍ ଚାଲିଥିଲା।
ପରିବାରରେ ଆଉ ଏକ ଖୁସି…
ହସ୍ପିଟାଲରୁ ଆସିଲା ଛାତିଥରା ଘଟଣା, ପ୍ରସବ ବେଳେ ନବଜାତ ଶିଶୁର ହାତ କାଟିଦେଲେ ଡାକ୍ତର
ହରିୟାଣା: ହସ୍ପିଟାଲରୁ ଆସିଲା ଛାତି ଥରେଇ ଦେବା ଭଳି ଘଟଣା। ପ୍ରସବ କରିବା ସମୟରେ ନବଜାତ ଶିଶୁର ହାତ କାଟିଦେଲେ ଡାକ୍ତର। ଏପରି ଏକ ଅଭିଯୋଗ କରିଛନ୍ତି ପରିବାର ଲୋକେ।
ହରିୟାଣାର ମାନବାଧିକାର କମିଶନ ମାଣ୍ଡିଖେଡା…