Browsing Category
ମନୋରଞ୍ଜନ
ଅଭିନେତା ଆୟୁଷ୍ମାନଙ୍କ ଉପରେ ଦୁଃଖର ପାହାଡ଼, ପିତା ପଣ୍ଡିତ ପି ଖୁରାନାଙ୍କର ହାର୍ଟ ଆଟାକରେ ମୃତ୍ୟୁ
ନୂଆଦିଲ୍ଲୀ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପିତା ଜ୍ୟୋତିଷ ପଣ୍ଡିତ ପି ଖୁରାନାଙ୍କ ର ହାର୍ଟ ଆଟାକ୍ କାରଣରୁ ଦେହାନ୍ତ ହୋଇଛି । ସେ ଅନେକ ଦିନରୁ ହୃଦୟ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ । ସୂଚନାନୁସାରେ,…
ଅଭିନୟ ଦୁନିଆରୁ ସବୁଦିନ ପାଇଁ ଅବସର ନେବେ ରଜନୀକାନ୍ତ! ଅଗଣିତ ଫ୍ୟାନ୍ସଙ୍କୁ ଲାଗିଲା ବଡ଼ ଝଟକା
ନୂଆଦିଲ୍ଲୀ: ମନୋରଞ୍ଜନ ଧର୍ମୀ ଦୁନିଆକୁ ଅନେକ ନୂଆ କଳାକାର ଆସନ୍ତି ଆଉ ନିଜର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଘର କରିନିଅନ୍ତି । କିଏ ଦଶନ୍ଧି ଦଶନ୍ଧି ଧରି ନିଜର ଅଭିନୟର ଯାଦୁରେ ଦର୍ଶକଙ୍କ ହୃଦୟରେ ରହି ପାରୁଛି…
‘ମୁଁ ଭିକ ମାଗୁଛି ଆର୍ଯ୍ୟନକୁ ଜେଲରେ ରଖନ୍ତୁ ନାହିଁ’, ଭାଇରାଲ ହେଲା ଶାହରୁଖ ଖାନ ଏବଂ ସମୀର ୱାନଖେଡେଙ୍କ ହ୍ୱାଟ୍ସଆପ ଚାଟ
ନୂଆଦିଲ୍ଲୀ: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କର ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି । ଏନସିବିର ପୂର୍ବତନ ଆଣ୍ଟି ଡ୍ରଗ୍ସ ଅଧିକାରୀ ସମୀର ୱାନଖେଡେ ଏବଂ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ହ୍ୱାଟ୍ସଆପ ଚାଟ ଭାଇରାଲ…
ଆସିଲା ଟମ୍ କ୍ରୁଜ୍ଙ୍କ ମିଶନ ଇମ୍ପସିବଲ୍ ୭ ଟ୍ରେଲର: ‘ପଠାନ୍’ରୁ ସିନ୍ ଚୋରି ହୋଇଥିବା ଦାବି କଲେ ଶାହାରୁଖଙ୍କ ପ୍ରଶଂସକ,…
ଓଡ଼ିଶା ଭାସ୍କର: ''ମିଶନ୍ ଇମ୍ପସିବଲ୍: ଡେଡ୍ ରିକୋନିଂ-ପାର୍ଟ ୧'' ର ନୁଆ ଟ୍ରେଲର ରିଲିଜ ହୋଇଛି । ଟମ୍ କ୍ରୁଜ୍ଙ୍କ ଏହି ଫିଲ୍ମର ଟ୍ରେଲର ଆସୁ ଆସୁ ଶାହରୁଖ ଖାନଙ୍କ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନଙ୍କ…
ଅଭିନେତା ସଲମାନ ଖାନ ଆହତ: ‘ଟାଇଗର ୩’ ଶୁଟିଂ ବେଳେ ଘଟିଲା ଅଘଟଣ
ନୂଆଦିଲ୍ଲୀ: ମନୋରଞ୍ଜନ ଧର୍ମୀ ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ବଲିଉଡ ଭାଇଜାନ ତଥା ଦବଙ୍ଗ ଷ୍ଟାର ସଲମାନ ଖାନ ଆହତ ହୋଇଛନ୍ତି । ନିକଟରେ ବିଭିନ୍ନ ପ୍ରେକ୍ଷାଳୟରେ ‘କିସି କା ଭାଇ କିସି କି ଜାନ’ ଫିଲ୍ମ ରିଲିଜ୍…
ପଶ୍ଚିମବଙ୍ଗରେ ରିଲିଜ ହେବ ‘ଦ କେରଳା ଷ୍ଟୋରୀ’, ସୁପ୍ରିମକୋର୍ଟ ହଟାଇଲେ ବ୍ୟାନ୍
ନୂଆଦିଲ୍ଲୀ: ଅନେରକ ବିବାଦ ମଧ୍ୟରେ 'ଦ କେରଳା ଷ୍ଟୋରୀ' ଉପରେ ଲଗାଇଥିବା ବ୍ୟାନ ସୁପ୍ରିମକୋର୍ଟ ହଟାଇ ଦେଇଛନ୍ତି। ଏହି ମାମଲାର ଶୁଣାଣି କରିବା ସମୟରେ ପ୍ରଧାନ ବିଚାରପତି କହିଥିଲେ କି ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା…
ପୁଣିଥରେ ଥାନାର ଦ୍ୱାରସ୍ଥ ହେଲେ ସାଂସଦ ଅନୁଭବ: ୩ ବର୍ଷ ପୁରୁଣା ଘଟଣାରେ ଦେଲେ ଏତଲା
କଟକ: ପୁଣିଥରେ ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । ୨୦୨୦ ମସିହାର ଏକ ଘଟଣାକୁ ନେଇ ସେ ଥାନାରେ ଏତଲା ଦେଇଛନ୍ତି । ଅନୁଭବଙ୍କୁ ଏତଲାକୁ ଆଧାର କରି ପୁରୀଘାଟ ଥାନା…
କ୍ୟାଟ୍ରିନାଙ୍କ ଠାରୁ ଭଲ ଝିଅ ମିଳିଲେ ଛାଡପତ୍ର ହେବ ? ଏଭଳି ରିଆକ୍ସନ୍ ଦେଇଥିଲେ ଭିକ୍କି
ମୁମ୍ବାଇ : ବିକି କୌଶଲ ଏବଂ ସାରା ଅଲି ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘ଜାରା ହାଟ କେ ଜାରା ବାଚ କେ’ ଟ୍ରେଲର ଗତକାଲି ରିଲିଜ୍ ହୋଇଛି। ଏହି ଟ୍ରେଲରୁ ଦର୍ଶକଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ମିଳୁଛି । ଫିଲ୍ମର ଟ୍ରେଲର…
ପୁଣି ଓଲିଉଡ୍ ଆଣିଲା ଗୌରବ: ଓଡ଼ିଆ ଫିଲ୍ମ ‘ଫାଲଗୁନ୍ ଚୈତ୍ର’ ପ୍ରଥମ ଥର ପାଇଁ କାନାଡ଼ାରେ ରିଲିଜ୍ ହେବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବହୁମାତ୍ରାରେ କ୍ଷତି ପହଞ୍ଚାଇଥିଲା । ତେବେ କୋଭିଡ-୧୯ ସଂକ୍ରମଣ ହ୍ରାସ ପାଇବା ପରେ ପୁଣି ଥରେ ଓଲିଉଡ ଅଣ୍ଟା ସଳଖି ଚାଲିବାକୁ ପ୍ରୟାସ କରୁଛି…
ସେକ୍ସ ରାକେଟରେ ହିରୋଇନଙ୍କ ଲିଙ୍କ: ଦେହ ବେପାର ମାମଲାରେ ଅଭିନେତ୍ରୀ, ମଡେଲ ଗିରଫ
ମୁମ୍ବାଇ: ସିନେ ଦୁନିଆ ଏବଂ ସେକ୍ସ ରାକେଟ ସହ କନେକ୍ସନକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ଏବେ ଏହି ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି ଆଉ ଏକ ଘଟଣା । ମହାରାଷ୍ଟ୍ରର ପିମ୍ପରୀ-ଚିଞ୍ଚୱାଡ ଅଞ୍ଚଳରେ ପୋଲିସ ଏକ ବଡ…