Browsing Category
ମନୋରଞ୍ଜନ
ଫାର୍ମ ହାଉସରେ ସଲମାନ ଖାନଙ୍କୁ କାମୁଡ଼ିଲା ସାପ, ଯିବାକୁ ପଡ଼ିଲା ହସ୍ପିଟାଲ; ଜାଣନ୍ତୁ ପୂରା ଘଟଣା
ମୁମ୍ବାଇ: ଭାଇଜାନ୍ ସଲମାନ ଖାନ୍ ଙ୍କୁ ନେଇ ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ସାମନାକୁ ଆସିଛି । ଗତ ରାତିରେ ସଲମାନ ଖାନଙ୍କୁ ଏକ ସାପ କାମୁଡ଼ିଥିବା ଜଣାପଡ଼ିଛି । ସଲମାନ ଖାନ ନିଜ ପନୱେଲ୍ ଠାରେ ଥିବା ଫାର୍ମ ହାଉସ୍ ରେ…
ମାର୍ଚ୍ଚରେ ବିବାହ କରିବେ ଅଲୀ ଫଜଲ୍-ରିଚା ଚଢା! ଜାଣନ୍ତୁ କଣ କହିଲେ ଅଭିନେତା
ମୁମ୍ବାଇ: ବଲିଉଡ୍ ଅଭିନେତା ଅଲୀ ଫଜଲ୍ ଓ ରିଚା ଚଡ୍ଢା ଲମ୍ବା ସମୟରୁ ଦୁହେଁ ଦୁହିଁଙ୍କୁ ଡେଟ୍ କରୁଛନ୍ତି । ଦୁହେଁ ୨୦୨୦ ଏପ୍ରିଲ୍ ମାସରେ ବିବାହ କରିବାର ଯୋଜନା ଥିଲା କିନ୍ତୁ କରୋନା ମହାମାରୀ କାରଣରୁ ବିବାହ…
ବୋଲ୍ଡ ଡ୍ରେସ୍ ପିନ୍ଧି ସୋସିଆଲ ମିଡିଆରେ ନିଆଁ ଲଗାଇଲେ ପରିଣିତି, ଦେଖନ୍ତୁ ଫଟୋ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପରିଣିତି ଚୋପ୍ରା ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରହିଥାନ୍ତି । ନିକଟରେ ସେ ଖୁବ୍ ବୋଲ୍ଡ କଳା ରଙ୍ଗର ଡ୍ରେସ୍ ରେ ନଜର ଆସିଛନ୍ତି । ଯାହା ଏବେ ଇଣ୍ଟରନେଟ୍ ର ତାପମାତ୍ରା ବଢ଼ାଇଦେଇଛି ।…
ପରୀକ୍ଷାରେ ପଚରାଗଲା କରୀନା କପୁରଙ୍କ ପୁଅର ନାମ କଣ? ଏବେ ସ୍କୁଲକୁ ଜାରି ହେବ ନୋଟିସ୍, ଜାଣନ୍ତୁ ପୂରା ଘଟଣା
ନୂଆଦିଲ୍ଲୀ: ଏକ ଘରୋଇ ସ୍କୁଲ ପରୀକ୍ଷାରେ ଅଭିନେତ୍ରୀ କରୀନା କପୁର ଓ ସୈଫ୍ ଅଲୀ ଖାନ୍ ଙ୍କ ପୁଅର ପୂରା ନାମ ପଚରାଯିବା ମାମଲାରେ ଏବେ ଶିକ୍ଷା ବିଭାଗ ପକ୍ଷ ରୁ ଉକ୍ତ ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।…
ସମ୍ବଲପୁରୀ ଗୀତରେ ବୁଢୀ ମାଉସୀଙ୍କ ଜମାଣିଆ ନାଚ: ଦେଖନ୍ତୁ Viral Video
ଭୁବନେଶ୍ୱର (ଓଡ଼ିଶା ଭାସ୍କର): କୁହାଯାଏ ବୟସ କେବଳ ଏକ ସଂଖ୍ୟା । ଏମିତି ଏକ ଉକ୍ତିକୁ ସତ୍ୟ ପ୍ରମାଣିତ କରିଛନ୍ତି ଜଣେ ବୁଢୀ ମାଉସୀ । ବୁଢୀ ମାଉସୀ ଜଣଙ୍କ ଏକ ସମ୍ବଲପୁରୀ ଗୀତରେ ବେଶ ଜମାଣିଆ ଡ୍ୟାନ୍ସ କରିଛନ୍ତି ।…
ରିଲିଜ୍ ହେଲା ‘ରାଧେ ଶ୍ୟାମ’ର ଟ୍ରେଲର: ଇମ୍ପ୍ରେସ କରିବାକୁ ପୂଜା ଦେଇଛନ୍ତିି ୯୭ କିସ୍!
ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଅଗାମୀ ଫିଲ୍ମ ‘ରାଧେ ଶ୍ୟାମ’ ର ଟ୍ରେଲର ଗୁରୁବାର ରିଲିଜ୍ ହୋଇଯାଇଛି । ଫିଲ୍ମରେ ପ୍ରଭାସଙ୍କ ସହ ପୂଜା ହେଗଡେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମ ରାଧେ ଶ୍ୟାମ ଆସନ୍ତା…
‘୮୩’ ବକ୍ସ ଅଫିସ୍ କଲେକ୍ସନ: ପ୍ରଥମ ଦିନରେ ଆୟ ୧୩ କୋଟି
ରିଲିଜ୍ ହୋଇଛି ରଣବୀର ସିଂହ ଅଭିନୀତ ଫିଲ୍ମ ‘୮୩’ । ୧୯୮୩ ରେ ଭାରତର ପ୍ରଥମ ବିଶ୍ୱକପ୍ ବିଜୟ ଉପରେ ଆଧାରିତ ଫିଲ୍ମର କାହାଣୀ । ତେବେ ଶୁକ୍ରବାର ବକ୍ସ ଅଫିସ୍ରେ ରିଲିଜ୍ ହୋଇଥିବା ଏହି ଫିଲ୍ମର ଓପନିଂ ଧୀର ରହିଛି ।…
ବିମାନ ବନ୍ଦରରେ ଚପଲରେ ମାରିଲା ମା’: ଦେଖନ୍ତୁ ଏହି ମଜାଦାର ଭାଇରାଲ ଭିଡିଓ
ନୂଆଦିଲ୍ଳୀ: ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ମା ନିଜ ପୁଅକୁ ଚପଲରେ ପିଟୁଛି । ଏହି ମଜାଦାର ଭିଡିଓଟି ଭାଇରାଲ ହେବା ପରେ ଏହା ମାର ଭାରତୀୟ ରୂପ ବୋଲି କିଛି…
‘ମିଷ୍ଟର ଆଣ୍ଡ ମିସ୍ ଓଡିଶା’ର ତୃତୀୟ ସ୍ଥାନରେ ଦିପ୍ତୀମୟୀ, ଯୋଡା ପାଇଁ ଗୌରବ ଅର୍ଜନ କଲେ
ଯୋଡା (ଭାସ୍କର ନ୍ୟୁଜ୍): ମିଷ୍ଟର ଆଣ୍ଡ ମିସ୍ ଓଡିଶା-୨୦୨୧ ପ୍ରତିଯୋଗୀତାରେ ଯୋଡାର ଝିଅ ଦିପ୍ତୀମୟି ଗୋଚ୍ଛାୟତ ତୃତୀୟ ସ୍ଥାନ ଅଧିକାର କରି ଯୋଡା ପାଇଁ ଗୌରବ ଅର୍ଜନ କରିଛନ୍ତି । ମୋନାଲି ସାହୁ ଏବଂ ଦେବାଶିଷ…
ନୋରା ଓ ଜ୍ୟାକଲିନଙ୍କ ପରେ ଆଉ ୫ ଅଭିନେତ୍ରୀଙ୍କ ପାଳି: କନମ୍ୟାନ ସୁକେଶ ଠାରୁ ନେଇଥିଲେ ଦାମୀ ଗିଫ୍ଟ
ନୂଆଦିଲ୍ଲୀ: କନମ୍ୟାନ ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଠକେଇ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଓ ନୋରା ଫତେହୀଙ୍କ ନାମ ଆଗରେ ରହିଛି । ଜ୍ୟାକଲିନ ବର୍ତ୍ତମାନ ଏହି ମାମଲାରେ ତଦନ୍ତର ସମ୍ମୁଖୀନ ହେଉଥିବା ବେଳେ ନୋରା…