Browsing Category
ମନୋରଞ୍ଜନ
୪ ବର୍ଷ ହେଲା ଡ୍ରଗ୍ସ ସେବନ କରୁଛନ୍ତି ଆର୍ଯ୍ୟନ୍, ଏନସିବି ଜେରାରୁ ହେଲା ଖୁଲାସା
ମୁମ୍ବାଇ: ମାୟାନଗରୀ ମୁମ୍ବାଇରୁ ଗୋଆକୁ ଯାଉଥିବା କ୍ରୁଜ୍ ରେ ଚାଲଥିବା ଡ୍ରଗ୍ସ ପାର୍ଟି ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ୍ ଗିରଫ ହୋଇଛନ୍ତି । ଆର୍ଯ୍ୟନ୍ ଙ୍କୁ ଲଗାତର ଭାବରେ ଏନସିବି ପଚରାଉଚରା ଚଳାଇଛି ।…
ରିଲିଜ ହେଲା ସମ୍ବଲପୁରୀ ଫୋକ ମ୍ୟୁଜିକ ‘ଏ ଲବ୍’
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁରୀ ଲୋକ ଗୀତ ଉପରେ ଆଧାରିତ ନୂତନ ସମ୍ବଲପୁରୀ ମ୍ୟୁଜିକ ଭିଡିଓ ଏ ଲବ୍ ଆଜି ଉଦଘାଟିତ ହୋଇଯାଇଛି । ମାଁ ସମଲେଶ୍ବରୀ ଙ୍କ ମନ୍ଦିର ଠାରେ ସ୍ୱତନ୍ତ୍ର ପୁଜାଚ୍ଚନା ପରେ ମ୍ୟୁଜିକ ଭିଡିଓ…
କରଣ ଜୋହରଙ୍କୁ ଗାଳି ଦେବାକୁ କହିଥିଲେ କଙ୍ଗନା; କେଆରକେଙ୍କ ବିବାଦୀୟ ବୟାନ
ସବୁବେଳେ ବିବାଦରେ ରହୁଥିବା କମାଲ ରସିଦ ଖାନ(କେଆରକେ) ନିଜର ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ସେ ଅଧିକାଂଶ ସମୟରେ ସୋସିଆଲ ମିଡିଆ ମାଧ୍ୟମରେ ବଲିଉଡ ସେଲିବ୍ରିଟିଙ୍କୁ ଟାର୍ଗେଟ କରିଥାନ୍ତି ଏବଂ ଏକ ନୂଆ…
ପରଲୋକରେ ନଟୁକାକା
ମୁମ୍ବାଇ: ଲୋକପ୍ରିୟ ହାସ୍ୟ ଟିଭି ସିରିଏଲ ‘ତାରକ୍ ମେହତା କା ଉଲ୍ଟା ଚଷ୍ମା’ରେ ନଟୁକାକା ଚିରତ୍ରରେ ଅଭିନୟ କରୁଥିବା କଳାକାର ଘନଶ୍ୟାମ ନାୟକଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । ସେ ଅନେକ ଦିନରୁ…
ମନୋଜ ବାଜପେୟୀଙ୍କ ପିତାଙ୍କ ପରଲୋକ
ନୂଆଦିଲ୍ଲୀ: ବଲିଉଡ ଅଭିନେତା ମନୋଜ ବାଜପେୟୀଙ୍କ ବାପା ରାଧାକାନ୍ତ ବାଜପେୟୀଙ୍କ ଦେହାନ୍ତ । ଅସୁସ୍ଥତା କାରଣରୁ ଦୀର୍ଘ ଦିନ ଧରି ସେ ଚିକିତ୍ସିତ ହେଉଥିଲେ । କିଛିଦିନ ତଳେ ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି…
ମୁମ୍ବାଇ ଡ୍ରଗ୍ସ ପାର୍ଟି: ‘ପଠାନ’ ଶୁଟିଂ ବାତିଲ କଲେ ଶାହରୁଖ ଖାନ୍!
ମୁମ୍ବାଇ: ନାର୍କୋଟେକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ବାଇ କ୍ରୁଜ୍ ଭିତରେ ଚାଲିଥିବା ଡ୍ରଗ୍ସ ପାର୍ଟି ଉପରେ ଶନିବାର ଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଢ଼ାଉ କରିଥିଲା । କ୍ରୁଜ୍ ରୁ ବିପୁଳ ପରିମାଣରେ ଡ୍ରଗ୍ସ…
ରେଭ୍ ପାର୍ଟି ମାମଲା: ଆର୍ଯ୍ୟନଙ୍କ ସମେତ ୮ ଜଣ ଅଟକ, ଦେଖନ୍ତୁ ପୂରା ଲିଷ୍ଟ୍; ଜବତ ହୋଇଛି ୪ ପ୍ରକାର ଡ୍ରଗ୍ସ
ମୁମ୍ବାଇ: ଏନସିବି ମୁମ୍ବାଇରୁ ଗୋଆକୁ ଯାଉଥିବା ଏକ ଜ୍ରୁଜ୍ ଜାହାଜରେ ଚାଲିଥିବା ଡ୍ରଗ୍ସ ପାର୍ଟି ଉପରେ ଚଢ଼ାଉ କରିଛି । ଏନସିବି ଏନେଇ କାର୍ଯ୍ୟାନୁଷ୍ଠାନ ନେଇ ୮ ଜଣଙ୍କୁ ହେପାଜତକୁ ନେଇଛି ଓ ପଚରାଉଚରା ଚଳାଇଛି । ତେବେ…
ଆର୍ଯ୍ୟନଙ୍କ ଲେନ୍ସ ବକ୍ସରୁ ଜବତ ହେଲା ଡ୍ରଗ୍ସ, ଶାହରୁଖଙ୍କ ପୁଅକୁ ଘେରିଲା ଏନସିବି
ମୁମ୍ବାଇ: ଶନିବାର ଦିନ ବିଳମ୍ବିତ ରାତିରେ ଏନସିବି ପକ୍ଷରୁ କ୍ରୁଜ୍ ପାର୍ଟି ଉପରେ କରାଯାଇଥିବା ଚଢ଼ାଉ ମାମଲା ନୂତନ ତଥ୍ୟର ଖୁଲାସା ହୋଇଛି । ଏନସିବି ସୁତ୍ରରୁ ପ୍ରକାଶ ଯେ, ଏହି କ୍ରୁଜ୍ ପାର୍ଟିରେ ବଲିଉଡ୍ ସୁପରଷ୍ଟାର୍…
କ୍ରୁଜ୍ ଡ୍ରଗ୍ସ ପାର୍ଟିରେ ଥିଲେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍, ହେପାଜତକୁ ନେଇ ଏନସିବି କରୁଛି ପଚରାଉଚରା
ମୁମ୍ବାଇ: ନାର୍କୋଟେକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ବାଇ କ୍ରୁଜ୍ ଭିତରେ ଚାଲିଥିବା ଡ୍ରଗ୍ସ ପାର୍ଟି ଉପେର ଶନିବାର ଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଢ଼ାଉ କରିଥିଲା । କ୍ରୁଜ୍ ରୁ ବିପୁଳ ପରିମାଣରେ ଡ୍ରଗ୍ସ…
ଦଶହରାରେ୧୫ଟି ହଲ୍ରେ ଆସିବ ପପୁ ଓ ମନୀଷାଙ୍କ ଆକ୍ସନ୍, କମେଡି ସିନେମା ‘ଗାଁର ନାଁ ଗାଲୁଆପୁର’
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଚଳିତ ବର୍ଷ ପୂଜା ସିଜିନରେ ପ୍ରେକ୍ଷାଳୟକୁ ଆସିବାକୁ ସଜବାଜ ହେଉଛି ନୂଆ ଚଳଚ୍ଚିତ୍ର ‘ଗାଁର ନାଁ ଗାଲୁଆପୁର’ । ଚଳଚ୍ଚିତ୍ରଟି ଅକ୍ଟୋବର ୧୫ ତାରିଖରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା…