Browsing Category

ମନୋରଞ୍ଜନ

ଟମ୍ ଆଣ୍ଡ ଜେରୀ କମେଡି ନୁହେଁ, ବରଂ ଏକ ହିଂସା ଅଟେ, ମୁଁ ଯାହା ଆକ୍ସନ ସିନ କରିଛି ତାହା ଏଥିରୁ ନିଆଯାଇଛି

ଓଡିଶା ଭାସ୍କର: ବଲିଉଡ ଇଣ୍ଡଷ୍ଟ୍ରିର ସବୁଠୁ ଲୋକପ୍ରିୟ ଆକ୍ସନ ଷ୍ଟାର ଅଭିନେତା ଭାବରେ ଜଣାଯାଇଥାଏ । ଖିଲାଡି କୁମାର ନିଜର ଦଶନ୍ଧିର କ୍ୟାରିଅର ମଧ୍ୟରେ ଅନେକ ଆକ୍ସନଭରା ସିନେମା ଭେଟି ଦେଇଛନ୍ତି ଦର୍ଶକଙ୍କୁ । ନିଜର…

ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲ ୨୦୨୪: Pardo Alla Carriera ଆୱାର୍ଡ଼ରେ ସମ୍ମାନିତ ହେଲେ ବଲିଉଡର ବାଦଶାହ, ଫ୍ୟାନ୍ସଙ୍କୁ କହିଲେ ଆଇ ଲଭ୍ ୟୁ ଟୁ

ନୂଆଦିଲ୍ଲୀ: ବଲିଉଡର କିଙ୍ଗ ଖାନ୍ ଭାବେ ପରିଚିତ ଶାହରୁଖ ଖାନ୍ । ନିଜ ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛନ୍ତି । ଅଗଷ୍ଟ ୧୦ରେ ତାଙ୍କୁ ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲ୍ ୨୦୨୪ରେ Pardo Alla Carriera ଆୱାର୍ଡ଼ରେ ସମ୍ମାନିତ…

ଅଭିନୟରୁ ସନ୍ୟାସ ନେବେ ଆମୀର ଖାନ୍ ? ‘ଲାପତା ଲେଡିଜ’ର ସ୍ପେଶାଲ ସ୍କ୍ରିନିଂରେ hint ଦେଇଛନ୍ତି

ନୂଆଦିଲ୍ଲୀ: ବଲିଉଡ଼ର ମିଷ୍ଟର ପର୍ଫେକ୍ସନିଷ୍ଟ ଭାବେ ଜଣାଶୁଣା ଆମୀର ଖାନ୍ । ତାଙ୍କ ଫିଲ୍ମ କ୍ୟାରିୟରରେ ସେ ଦର୍ଶକଙ୍କୁ ଅନେକ ବ୍ଲକ୍ ବଷ୍ଟର ଫିଲ୍ମ ଭେଟି ଦେଇଛନ୍ତି । ଏହା ବ୍ୟତୀତ ସେ ଫିଲ୍ମ ନିର୍ମାତା ଭାବେ ମଧ୍ୟ…

ଅଭିଷେକ-ଐଶ୍ୱର୍ଯ୍ୟଙ୍କ ଘରକଳି ଦାଣ୍ଡରେ ପଡ଼ି ହାଟରେ ଗଡିଲା: ଦୁହିଁଙ୍କ ଛାଡ଼ପତ୍ରକୁ ନେଇ ସବୁଛି ଚର୍ଚ୍ଚା

ଓଡିଶା ଭାସ୍କର: ଅଭିଷେକ ଓ ଅଶ୍ୱର୍ଯ୍ୟାଙ୍କ ଛାଡପତ୍ରକୁ ନେଇ ସବୁଠି ଚର୍ଚ୍ଚା । ଏହି ଦୁହେଁ ବର୍ତ୍ତମାନ ଆଉ ଆଗଭଳି କୌଣସି ପାର୍ଟି, ଫଙ୍କସନରେ ଏକାଠି ଦେଖାଯାଉନାହାଁନ୍ତି । ଦୁହିଁଙ୍କ ଏହି ବ୍ୟକ୍ତିଗତ ମାମଲା ସବୁଠୁ…

(video): ବାଘ ସାମ୍ନାରେ ବ୍ୟକ୍ତିର ମରିବାର ଅଭିନୟ, ବାଘ କଲା ଯାଞ୍ଚ, ମୁହଁରେ ଉଠାଇଲା ବ୍ୟକ୍ତିର ହାତ

ଓଡିଶା ଭାସ୍କର: ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିଥିବେ ଯେ, ପାଳିତ ଜୀବଜନ୍ତୁଙ୍କ ସହ ତାଙ୍କର ମାଲିକ ଅସାଧାରଣ ବ୍ୟବହାର କରନ୍ତି । ତେବେ କୌଣସି ଭିଡିଓରେ ବାଘ ସହ ଏମିତି ହୋଇଥିବାର ଦେଖିଛନ୍ତି! ଯଦି ଦେଖି…

‘ମ୍ୟାଡମ ଆମକୁ ଖରାପ ଲାଗେ ଆପଣ ଏମିତି କପଡା ପିନ୍ଧିଲେ’- ଟିଭିର ସଂସ୍କାରୀ ବହୂର ବୋଲ୍ଡ ଅନ୍ଦାଜ, ଦେଖନ୍ତୁ…

ଓଡିଶା ଭାସ୍କର : ଟିନା ଦତ୍ତା! ଘରେ ଘରେ ପରିଚିତ । ମାତ୍ର ପାଞ୍ଚ ବର୍ଷ ବୟସରେ ସେ ନିଜର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ଟେଲିଭିଜନ ସିରିୟଲ ‘ଉତରନ’ ପାଇଁ ସେ ଆଜି ଘରେ ଘରେ ବେଶ୍ ଲୋକପ୍ରିୟ ମଧ୍ୟ । ଏହି ଶୋ’ରେ…

ଦୁଃଖ ଖବର: ମରାଠୀ ଅଭିନେତା ବିଜୟ କଦମଙ୍କ ବିୟୋଗ

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଜଗତରୁ ଆସିଛି ଏକ ଦୁଃଖ ଖବର । ବିଶିଷ୍ଟ ମରାଠୀ ଅଭିନେତା ବିଜୟ କଦମଙ୍କ ପରଲୋକ ଘଟିଛି । ମୃତ୍ୟୁ ପୂର୍ବରୁ ବିଜୟଙ୍କୁ ୬୭ ବର୍ଷ ବୟସ ହୋଇଥିଲା । କ୍ୟାନସରରେ ପୀଡ଼ିତ ହୋଇ ବିଜୟ ଶେଷ…

(Video) ୮ ମାସର ଗର୍ଭବତୀ ଦୀପିକା ପାଦୁକୋନ ବଦଳାଇଲେ ନିଜର ଲୁକ, ଫ୍ୟାନ୍ସ ଦେଖି ଦିୱାନା

ନୂଆଦିଲ୍ଲୀ: ଦୀପିକା ପାଦୁକୋନ ଏବଂ ରଣବୀର ସିଂହ ଖୁବଶୀଘ୍ର ଅଭିଭାବକ ହେବାକୁ ଯାଉଛନ୍ତି। ଦୀପିକା ୮ ମାସର ଗର୍ଭବତୀ ଅଟନ୍ତି। ଦୀପିକାଙ୍କ ମୁହଁରେ ଗର୍ଭବତୀର ଚମକ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ସେହିପରି ଏହାରି…

Video; ଆଜି ନାଗ ପଞ୍ଚମୀ ତୁମେ କ୍ଷୀର ପିଇବା ଦରକାର, ସ୍ତ୍ରୀକୁ ଏପରି କହିଲେ ସ୍ୱାମୀ, ଆଉ ତା ପରେ….

ନୂଆଦିଲ୍ଲୀ: ଶ୍ରାବଣ ମାସ ଶୁକ୍ଳପକ୍ଷ ପଞ୍ଚମ ତିଥିରେ ନାଗ ପଞ୍ଚମୀ ପାଳନ କରାଯାଏ, ଯେଉଁଥିରେ ମହାଦେବ ଶିବଙ୍କ ବେକରେ ଥିବା ସର୍ପ ଦେବତାଙ୍କୁ ପୂଜା କରାଯାଏ । ଚଳିତ ବର୍ଷ ନାଗ ପଞ୍ଚମୀ ଅଗଷ୍ଟ ଆଜି ପାଳିନ ହେଉଛି।…

(Video) ସାବଧାନ୍! ଗୁପଚୁପ୍ ଖାଇବାକୁ ଭଲ ପାଆନ୍ତି କି? ‘ଟିକେ ରାଗ ଟିକେ ଲୁଣି’ ସହ କ’ଣ ମିଶୁଛି ଥରେ ଦେଖନ୍ତୁ

ଓଡ଼ିଶା ଭାସ୍କର: ବଜାରରେ ପ୍ରାୟ ସମସ୍ତଙ୍କର ପସନ୍ଦ ହୋଇଥାଏ ସୁଆଦିଆ ଗୁପଚୁପ । ଟିକିଏ ରାଗ, ଟିକିଏ ଲୁଣି, ସାଙ୍ଗକୁ ଗୁପଚୁପର ଟେଷ୍ଟ ବାଟ ଚଲା ଲୋକଙ୍କୁ ପାଖକୁ ଟାଣି ଆଣେ । ଭାରତର ପ୍ରାୟ ସମସ୍ତ ଲୋକଏହି ଗୁପଚୁପ…