Browsing Category
Featured
ଭାରତରେ ୬୬ ଲକ୍ଷରୁ ଅଧିକ ଆକାଉଣ୍ଟ କାହିଁକି ବ୍ୟାନ୍ କଲା WhatsApp, ଜାଣନ୍ତୁ
ନୂଆଦିଲ୍ଲୀ: ହ୍ବାଟ୍ସଆପ୍ କହିଛି ଯେ ଗତ ମେ ମାସରେ ସେ ଭାରତରେ ୬୬ ଲକ୍ଷରୁ ଅଧିକ ଆକାଉଣ୍ଟ ବନ୍ଦ କରିଦେଇଥିଲା । ଏହି ଆକାଉଣ୍ଟଗୁଡ଼ିକ ଭାରତର ନିୟମ ଭାଙ୍ଗିବା ପାଇଁ ବ୍ୟବହୃତ ହେଉଥିଲା | ଏହା ବ୍ୟତୀତ ୧୨,୫୫,୦୦୦…
ରଥଯାତ୍ରା ପାଇଁ ଦୁଇ ଦିନ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୭ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଜାରି ରହିଥିବା…
ଏପର୍ଯ୍ୟନ୍ତ କରିନଥିଲେ ଆଜି ହିଁ କରନ୍ତୁ ରିଚାର୍ଜ, ନଚେତ୍ କାଲିଠାରୁ ଦେବାକୁ ପଡ଼ିବ ୬୦୦ ଟଙ୍କା ଅଧିକ
ନୂଆଦିଲ୍ଲୀ: ଜିଓ ଏବଂ ଏୟାରଟେଲ ବ୍ୟବହାରକାରୀଙ୍କ ପାଇଁ ଅନେକ ପ୍ରିପେଡ୍ ଯୋଜନା ଆସନ୍ତାକାଲି ଠାରୁ ଅର୍ଥାତ୍ ଜୁଲାଇ ୩ ରୁ ମହଙ୍ଗା ହେବାକୁ ଯାଉଛି । ବର୍ତ୍ତମାନ ଆପଣଙ୍କର କେବଳ ଗୋଟିଏ ବିକଳ୍ପ ବାକି ଅଛି ଏବଂ ତାହା…
ବଦଳିଲା ଲକ୍ଷ୍ମୀବସ୍ ରଙ୍ଗ, ଥିଲା ସବୁଜ ହେଲା ଗେରୁଆ
ଭୁବନେଶ୍ୱର: ବିଜେଡି ସରକାର ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ଆରମ୍ଭ କରିଥିଲା ଲକ୍ଷ୍ମୀବସ । ତେବେ ଚଳିତ ବର୍ଷ ସାଧାରଣ ନିର୍ବାଚନର ଫଳାଫଳ ପରେ ରାଜ୍ୟରେ ବିଜେପି ସରକାର ଗଠନ କରିଛି । ତେବେ ଲକ୍ଷ୍ମୀବସର…
ଗ୍ରାହକଙ୍କ ପାଇଁ ଖୁସି ଖବର: ୩୪୦୦ ଟଙ୍କା ଶସ୍ତା ହେଲା ସୁନା ଦର
ନୂଆଦିଲ୍ଲୀ: ସୁନା ଦରର ହ୍ରାସ-ବୃଦ୍ଧି ଉପରେ ସର୍ବଦା ଲୋକଙ୍କର ନଜର ରହିଥାଏ । ବିଶେଷ କରି ବିବାହ ସିଜିନମାନଙ୍କରେ ସୁନାର ଚାହିଦା କାହିଁରେ କେତେ ରହିଥାଏ । ସୁନା ଦର କେତେବେଳେ ବଢ଼ିବ ଆଉ କେତେବେଳେ ଖସିବ ତାହା ଆକଳନ…
ବିଷାକ୍ତ ଛତୁଖାଇ ୧୦ ଅସୁସ୍ଥ; ୪ ଗୁରୁତର
ଖଡିଆଳ: ବିଷାକ୍ତ ଛତୁ ଖାଇ ୧୦ ଜଣ ଅସୁସ୍ଥ ହେବ ଖବର ସାମ୍ନାକୁ ଆସିଛି। ଆଜି ସକାଳୁ ଏହି ଅଭାବନୀୟ ଘଟଣାଟି ଖଡିଆଳ ସ୍ଥିତ କିଟିରେଇ ଗ୍ରାମରେ ଦେଖିବାକୁ ମିଳିଛି। ତେବେ ଏଥିରୁ ୪ ଜଣଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭାବେ…
ଦହି ସହ ଚିନି ମିଶାଇ ଖାଉଥିଲେ ସାବଧାନ ! ଭୋଗିପାରନ୍ତି ଭୟଙ୍କର ପରିଣାମ
ସାଧାରଣତଃ କୌଣସି ନୂଆ ଜିନିଷର ଆରମ୍ଭ ବା ଶୁଭକାମ ପୂର୍ବରୁ ଆମେ ଦହିରେ ଚିନି ମିଶାଇ ଖାଇଥାଉ। ଏପରି କରିଲେ ଉକ୍ତ କାମ ସଫଳ ହେବ ବୋଲି ବିଶ୍ୱାସ ରହିଛି। ଦହି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଭଲ। ବହୁତ ଲୋକ ଏଥିରେ ଚିନି…
ଇତିହାସ ରଚିଲା ଷ୍ଟକ୍ ମାର୍କେଟ୍: ପ୍ରଥମ ଥର ସେନସେକ୍ସ ୮୦ ହଜାର ଟପିଲା
ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଭାରତୀୟ ଶେୟାର ବଜାର ପାଇଁ ମଙ୍ଗଳଦାୟକ ସାବ୍ୟସ୍ତ ହୋଇଛି । କେନ୍ଦ୍ର ସରକାରଙ୍କ ବଜେଟ ଆଗତ ପୂର୍ବରୁ ଶେୟାର ମାର୍କେଟରେ ଏକ ବଡ଼ ବିସ୍ଫୋରଣ ଦେଖାଦେଇଛି । ଆଜି ଶେୟାର ବଜାରରେ ଦ୍ରୁତ…
ଆୱାର୍ଡ ପାଇବା ପରେ କେମୋ ପାଇଁ ହସ୍ପିଟାଲ ଗଲେ ପୀଡ଼ିତ ହିନା ଖାନ, ଜାଣନ୍ତୁ ସ୍ୱାସ୍ଥ୍ୟକୁ ନେଇ କଣ କହିଲେ ଅଭିନେତ୍ରୀ
ଓଡିଶା ଭାସ୍କର: ଚଳଚ୍ଚିତ୍ର ଜଗତର ଅଭିନେତ୍ରୀ ହିନା ଖାନ ସ୍ତନ କର୍କଟ ରୋଗରେ ପୀଡିତ ଅଛନ୍ତି । ଦୁଇଦିନ ପୂର୍ବରୁ ସେ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି । ଏହି ଖବର ଜାଣିବା ପରେ ହିନାଙ୍କ ଫ୍ୟାନମାନେ ତାଙ୍କ…
କେନିଆରେ ନୂଆ ଆୟକରକୁ ନେଇ ବିଦ୍ରୋହ ୩୯ ମୃତ, ଭାରତୀୟ ନଗରୀଙ୍କୁ ଆଡଭାଇଜରୀ ଜାରି
ନୂଆଦିଲ୍ଲୀ: କେନିଆରେ ନୂତନ ଆୟକରକୁ ବିରୋଧ । ଏହାକୁ ବିରୋଧ ଫଳରେ ସେଠାରେ ତୀବ୍ର ବିଦ୍ରୋହର କଳହଳ ଦେଖିବାକପ ମିଳିଥିଲା । ସରକାରୀ ବିଦ୍ରୋହ ନାରାବାଜି ହେତୁ ୩୯ ଜଣଙ୍କର ପ୍ରାଣ ହାନି ଘଟିଥିବା ବେଳେ ୩୬୦ ଜଣ ଗୁରୁତର…