Browsing Category
Featured
JDUର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ହେଲେ ସଞ୍ଜୟ ଝା
ନୂଆଦିଲ୍ଲୀ: ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଉପସ୍ଥିତ ରହିଥିଲେ । ଉକ୍ତ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ…
Breaking News; ୮ ବର୍ଷର ପୁଅକୁ ଟାଣିନେଲା କୁମ୍ଭୀର: ଖେଳୁଥିବା ବେଳେ ନେଇଗଲା ‘ଜଳଦାନବ’
ଅନୁଗୁଳ: ପୁଣିଥରେ ଲୋକଙ୍କୁ ଘାରିଛି କୁମ୍ଭୀର ଆତଙ୍କ । ୮ ବର୍ଷର ଜଣେ କୁନି ବାଳକକୁ କୁମ୍ଭୀର ନିଜ ଶିକାର ବନାଇଛି । ଖେଳୁଥିବା ବେଳେ ୮ ବର୍ଷର ଏହି କୁନି ବାଳକଟିକୁ ଟାଣିନେଇଛି କୁମ୍ଭୀର । ଟିକରପଡ଼ା ମହାନଦୀ କୂଳରେ…
ଟାଟୁ କାଟୁଛନ୍ତି କି ! ହୋଇପାରେ ଆପଣଙ୍କୁ ବି କ୍ୟାନ୍ସର
ଓଡିଶା ଭାସ୍କର: ଟାଟୁ ବନେଇବା ଆଜିକାଲି ଏକ ଫ୍ୟାସନରେ ପରିଣତ ହୋଇଛି । ଯୁବକ ଯୁବତୀମାନଙ୍କ ଠାରୁ ଆରମ୍ଭ କରିବା ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଫେସନବଲ୍ ବା ଷ୍ଟାଇଲିଷ୍ଟ୍ ଦେଖାଯିବା ପାଇଁ ଶରୀରର ବିଭିନ୍ନ ସ୍ଥାନରେ…
ଯଦି ପୃଥିବୀରେ ଚୁମ୍ବକୀୟ ସ୍ଥାନ ନଥାନ୍ତା ତେବେ କ’ଣ ହୋଇଥାନ୍ତା? ଜାଣନ୍ତୁ କିଛି ଅଜଣା କଥା…
ନୂଆଦିଲ୍ଲୀ: ବୈଜ୍ଞାନିକଙ୍କ ମତରେ ପୃଥିବୀରେ ଏକ ବିଶେଷ ପ୍ରକାରର ଚୁମ୍ବକୀୟ କ୍ଷେତ୍ର ରହିଛି, ଯାହା ସମୟ ସମୟରେ ବଦଳିଥାଏ। ଏହି ଅଞ୍ଚଳରେ ଲଗାତାର ଭାବେ ବୈଦ୍ୟୁତିକ ଚାର୍ଜ ଗଠିତ ହୁଏ। ଯାହା କି ଆମ ପୃଥିବୀ ପାଇଁ ବହୁତ…
ମାଆ ସହ ରାସ୍ତାରେ ଖେଳୁଥିବା ବେଳେ ଶିଶୁ ଉପରେ ଚଢ଼ିଗଲା କାର, ଦେଖନ୍ତୁ ହୃଦୟ ବିଦାରକ Video
ନୋଏଡା : ଶୁକ୍ରବାର ରାତିରେ ନୋଏଡାର ସେକ୍ଟର -3 କୋତୱାଲୀ ସେକ୍ଟର -63 ବି ବ୍ଲକରେ କାର ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ମାମଲା ସାମ୍ନାକୁ ଆସିଛି। ନିଜ ଘର ବାହାରେ ଖେଳୁଥିବା ସମୟରେ ଏକ ପିଲାକୁ କାର୍ ଧକ୍କା…
ବଦଳିବ ଲକ୍ଷ୍ମୀ ବସର ନାମ, ପରିବହନ ମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ୱର: ଆଜି ଲକ୍ଷ୍ମୀ ବସର ନାମ ପରିବର୍ତ୍ତନ ନେଇ ପରିବହନ ବିଭାଗର ମନ୍ତ୍ରୀ ବିଭୁତି ଜେନା ସୂଚନା ଦେଇଛନ୍ତି । ଏହି ବସର ନାମକୁ ବଦଳାଇ ମୁଖ୍ୟମନ୍ତ୍ରୀ ବସ ସେବା କରାଯିବ । ଏହାକୁ ଶିଘ୍ର କାର୍ଯ୍ୟକାରୀ କରାଯିବ…
ଦିଲ୍ଲୀ ପରେ ଏବେ ଏହି ସହରର ବିମାନବନ୍ଦରରେ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଗଲା ଯାତ୍ରୀଙ୍କ ଜୀବନ, ଦେଖନ୍ତୁ Video
ନୂଆଦିଲ୍ଲୀ : ରାଜକୋଟ ବିମାନବନ୍ଦର ଟର୍ମିନାଲ ବାହାରେ ଆଜି ଶନିବାର (ଜୁନ୍ 29)ରେ ଯାତ୍ରୀ ପିକଅପ୍ ଏବଂ ଡ୍ରପ୍ ଅଞ୍ଚଳରେ ଏକ ଛାତ ଭୁଶୁଡି ପଡିଛି। ତେବେ ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାଁନ୍ତି।…
Video; ସରକାରଙ୍କୁ ଓପନ୍ ଚ୍ୟାଲେଞ୍ଜ କଲେ ବାଲି ମାଫିଆ, ଚଢାଉ ବେଳେ ମାଇନିଂ ଅଫିସରଙ୍କୁ ଘେରିଗଲେ…
କପ୍ତିପଦା: (ଓଡ଼ିଶା ଭାସ୍କର) ବେଆଇନ ଭାବେ କରୁଥିଲେ ବାଲି ଚୋରା ଚାଲାଣ, ମାଡି ବସିଲା ମାଇନିଂ ବିଭାଗ । ଆଉ କରିଲା ମୋଟା ଅଙ୍କର ଫାଇନ । ଫାଇନ ହେବା ପରେ ତାତିଲେ ମାଫିଆ, ବିଭାଗ ଗାଡି ଏବଂ ଅଧିକାରୀ ରଖିଲେ ଅଟକ ।…
ଇନଷ୍ଟାଗ୍ରାମ ଡାଉନ୍: ସ୍କିନରୁ ଇନଷ୍ଟା ରିଲ୍ ଏବଂ ଭିଡିଓ ଗାଏବ୍ , ପେଜରେ ଆସୁଛି ଏଭଳି ଫଟୋ
ନୂଆଦିଲ୍ଲୀ: ବର୍ତ୍ତମାନ ସୋସିଆଲ ମିଡିଆରେ ବ୍ୟବହାରକାରୀଙ୍କ ମଧ୍ୟରେ ଏକ ଅଜବ ଅସନ୍ତୋଷ ଦେଖାଦେଇଛି । ବାସ୍ତବରେ, ଇନଷ୍ଟାଗ୍ରାମ ଡାଉନ୍ ହୋଇଛି, ଯେଉଁଥିପାଇଁ ସୋସିଆଲ ମିଡିଆ ବ୍ୟବହାରକାରୀମାନେ କିଛି ଦେଖିବାକୁ ଅସମର୍ଥ…
ନିଟ୍ ପେପର ଲିକ୍ ମାମଲା; ଗୁଜୁରାଟର ୭ଟି ସ୍ଥାନରେ ସିବିଆଇ ଚଢ଼ାଉ, ଝାଡ଼ଖଣ୍ଡରୁ ସାମ୍ବାଦିକ ଗିରଫ
ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସିବିଆଇ। ଗୁଜରାଟର ୪ଟି ଜିଲ୍ଲାର ୭ଟି ସ୍ଥାନରେ ସିବିଆଇ ଚଢ଼ାଉ ଜାରି ରଖିଛି। ଗୁଜରାଟର ଗୋଧ୍ରା, ଖେଡା, ଆନନ୍ଦ ଓ ଅହମ୍ମଦାବାଦରେ ସିବିଆଇ…