Browsing Category
Featured
ସରକାରୀ ହୋମିଓପାଥିକ ମେଡିକାଲ କଲେଜରେ ଅଧ୍ୟାପକ ନିଯୁକ୍ତି: ଜୁଲାଇ ୧୪ରେ ଲିଖିତ ପରୀକ୍ଷା, ସମ୍ପୂର୍ଣ୍ଣ ବିବରଣୀ ଜାରି କଲା OPSC
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ ହୋମିଓପାଥିକ ମେଡିକାଲ କଲେଜମାନଙ୍କରେ ବିଭିନ୍ନ ବିଭାଗରେ ଅଧ୍ୟାୟପକଙ୍କୁ ନିଯୁକ୍ତି ଦିଆଯିବ । ଏନେଇ ପୂର୍ବରୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ବିଜ୍ଞପ୍ତି ଜାରି…
ସୁସ୍ଥ ହେଲେ ବରିଷ୍ଠ ବିଜେପି ନେତା-ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ; ଦିଲ୍ଲୀ ଏମ୍ସ୍ରୁ ଡିସଚାର୍ଜ
ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଦିଲ୍ଲୀ ଏମ୍ସରୁ ଡିସଚାର୍ଜ କରାଯାଇଛି। ଲାଲକୃଷ୍ଣ ଆଡଭାନୀ ଦିଲ୍ଲୀ ଏମ୍ସର ଘରୋଇ ୱାର୍ଡରୁ ତାଙ୍କ ସରକାରୀ ବାସଭବନକୁ…
ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ‘ଇମରଜେନ୍ସି’ ସହ ଜଡ଼ିତ ଅଧ୍ୟାୟ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଇମରଜେନ୍ସିର ଏକ ଅଧ୍ୟାୟ ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ । ବୁଧବାର ଦିନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ରାଜ୍ୟ ସ୍କୁଲ ପାଠ୍ୟକ୍ରମରେ ଏହାକୁ ସାମିଲ କରିବାକୁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ…
ଯଦି ଆପଣ ନିଜ ଶରୀରକୁ ଫିଟ୍ ରଖିବା ପାଇଁ ମଲ୍ଟି ଭିଟାମିନ୍ ନେଉଛନ୍ତି, ତେବେ ସାବଧାନ ! ହୋଇପାରେ ମାରାତ୍ମକ
ଆଜିକାଲି ଶକ୍ତି ବଢାଇବାକୁ ମଲ୍ଟିଭାଇଟାମିନ୍ ଗ୍ରହଣ କରିବାର ଧାରା ବୃଦ୍ଧି ପାଇଛି । ଲୋକମାନେ ଭାବନ୍ତି ଯେ ଭିଟାମିନ୍ ବଟିକା ଖାଇବା ଦ୍ଵାରା ଶରୀର ଫିଟ୍ ରୁହେ । ରୋଗ ଦୂରରେ ରହିଥାଏ | ବୟସର ପ୍ରଭାବ କମ୍ ଦେଖାଯାଏ…
ଆତ୍ମହତ୍ୟା ପାଇଁ ବାଧ୍ୟ କରୁଛି ସୋସିଆଲ ମିଡିଆ! ଏହିସବୁ କଥା ଉପରେ ଧ୍ୟାନ ଦିଅନ୍ତୁ ଅଭିଭାବକ…
ନୂଆଦିଲ୍ଲୀ: ଆଜି କାଲିର ଇଣ୍ଟରନେଟ୍ ଯୁଗରେ ସୋସିଆଲ ମିଡିଆର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବ୍ୟାଙ୍କିଂ ସେବା ହେଉ ଅବା ସପିଙ୍ଗ କିମ୍ବା କାହା ସହ କଥା ସମସ୍ତ କାର୍ଯ୍ୟ ଏହି ସୋସିଆଲ ମିଡିଆ ମାଧ୍ୟମରେ…
IND vs ENG Semi Final; ଆଜି ପ୍ରତିଶୋଧର ଲଢେଇ… ଫାଇନାଲକୁ ଟାର୍ଗେଟ: ପ୍ଲେଇଙ୍ଗ-୧୧ରେ ପରିବର୍ତ୍ତନ କରିବ କି ଟିମ୍ ଇଣ୍ଡିଆ?
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ-୨୦୨୪ର ପ୍ରଥମ ଫାଇନାଲିଷ୍ଟ ଦଳ ମିଳି ସାରିଛି । ଆଫଗାନିସ୍ତାନକୁ ହରାଇ ଦକ୍ଷିଣ ଆଫ୍ରିକା ଫାଇନାଲରେ ପ୍ରବେଶ କରି ସାରିଛି । ବର୍ତ୍ତମାନ ଦ୍ୱିତୀୟ ଦଳ କିଏ ହେବ ତାହାକୁ ଅପେକ୍ଷା ରହିଛି ।…
ଆପଲ ଏବଂ ଆଇଫୋନ ତିଆରି କରୁଥିବା କମ୍ପାନୀ ବିବାହିତ ମହିଳାମାନଙ୍କୁ ଦେଉନାହାନ୍ତି ଚାକିରି, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ଆପଲ ଏବଂ ଆଇଫୋନ ତିଆରି କରୁଥିବା କମ୍ପାନୀ ଫକ୍ସକନ ଇଣ୍ଡିଆ ନିଜ ପ୍ଲାଣ୍ଟରେ ବିବାହିତ ମହିଳାଙ୍କୁ କାମରେ ରଖୁନାହିଁ । ଏଥିରେ କେନ୍ଦ୍ରୀୟ ଶ୍ରମ ମନ୍ତ୍ରାଳୟ ଦ୍ୱାରା ତାମିଲନାଡୁର ଶ୍ରମ ବିଭାଗରୁ ରିପୋର୍ଟ…
ୟୁରିକ୍ ଏସିଡ୍ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ଦେବ ଜୁଆଣି: ଜାଣନ୍ତୁ କିପରି କରିବେ ବ୍ୟବହାର
ଆଜିର ପରିବର୍ତ୍ତିତ ଲାଇଫ୍ ଷ୍ଟାଇଲ୍ରେ, ଯୁବକ ଠାରୁ ମଧ୍ୟମ ବୟସ୍କର ଲୋକ ସମସ୍ତେ ଅନେକ ପ୍ରକାରର ରୋଗର ଶିକାର ହେଉଛନ୍ତି । ୟୁରିକ୍ ଏସିଡ୍ ବର୍ତ୍ତମାନ ଲାଇଫ୍ ଷ୍ଟାଇଲ୍ର ଏକ ଗମ୍ଭୀର ରୋଗ ପାଲଟିଛି । ବାସ୍ତବରେ…
ବ୍ୟାଙ୍କରେ କାମ କରୁଥିବାବେଳେ କର୍ମଚାରୀଙ୍କୁ ଆସିଲା ହାର୍ଟ ଆଟାକ୍: ମୃତ୍ୟୁର ଲାଇଭ Video ଭାଇରାଲ
ନୂଆଦିଲ୍ଲୀ : ମହୋବାରେ ଏକ ସପ୍ତାହ ପୂର୍ବରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁର ଲାଇଭ ଭିଡିଓ ଭାଇରାଲ ହେବାରେ ଲାଗିଛି। ଚେୟାରରେ ବସି ବ୍ୟାଙ୍କ କର୍ମଚାରୀଙ୍କ ହଠାତ୍ ମୃତ୍ୟୁ ହେବାର ଏକ ଭିଡିଓ ସାମ୍ନାକୁ ଆସିଛି। 5…
ହାତରେ କେତେ ଦିନ ରକ୍ଷାସୂତ୍ର ବାନ୍ଧିବା ଆବଶ୍ୟକ, ଜାଣନ୍ତୁ ଏହାର ୫ଟି ମହତ୍ତ୍ୱପୂର୍ଣ୍ଣ କଥା
ଓଡ଼ିଶା ଭାସ୍କର: ହିନ୍ଦୁ ପରମ୍ପରା ଅନୁଯାୟୀ, ଆମେ ସାଧାରଣତଃ ପୂଜା-ଯଜ୍ଞ- ମନ୍ଦିର ଆଦି ସ୍ଥାନମାନଙ୍କରେ ହାତରେ ରକ୍ଷାସୂତ୍ର ବାନ୍ଧିଥାଉ । କୌଣସି ପୂଜା ହେଲେ ଆମକୁ ପୁରହିତ ଏହାକୁ ପିନ୍ଧାଇଥାଆନ୍ତି । ଏହାର ନାମ…