Browsing Category

Featured

୪୧ବିମାନ ବନ୍ଦର, ୬୦ହସ୍ପିଟାଲ ଉଡ଼ାଇବାକୁ ଧମକ; ବୋମା ମାଡ଼ କରିବାକୁ ଦୁର୍ବୃତ୍ତଙ୍କ ଚିଠି

ମୁମ୍ୱାଇ: ମଙ୍ଗଳବାର ସିଏସଏମଆଇଏ ସମେତ ଦେଶର ୪୧ଟି ବିମାନବନ୍ଦରରେ ବୋମା ଧମକପୂର୍ଣ୍ଣ ଇମେଲ୍ ଆସିଛି। ତେବେ ଏହି ସବୁ ଧମକ ମିଥ୍ୟା ପ୍ରମାଣିତ ହୋଇଛି। ମୁମ୍ବାଇ ବିମାନ ବନ୍ଦର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି…

ଏହି ୫ଟି ରାଶିଙ୍କ ପାଇଁ ଆଜିର ଦିନ ଶୁଭ ରହିବ, ଆରମ୍ଭ କରିବେ ନୂଆ କାମ

ଓଡ଼ିଶା ଭାସ୍କର: ୧୯ ଜୁନ ବୁଧବାର ଅର୍ଥାତ ଆଜି ପାଞ୍ଚଟି ରାଶିର ଲୋକଙ୍କ ପାଇଁ ଶୁଭ ରହିବ । ବୃଷ, କର୍କଟ, ସିଂହ, କନ୍ୟା ଏବଂ ଧନୁ ରାଶିର ଲୋକଙ୍କ ପାଇଁ ଆଜିର ଦିନ ଶୁଭ ରହିବ । ଏମାନଙ୍କୁ ଭାଗ୍ୟର ସାଥ୍ ମିଳିବ ।…

Video; ପ୍ୟାରିସ ଅଲିମ୍ପିକ୍ସ ପୂର୍ବରୁ ଇତିହାସ ରଚିଲେ ନୀରଜ ଚୋପ୍ରା, ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ପୁଣି ଥରେ ସାରା ବିଶ୍ୱରେ ଦେଶର ନାଁ'କୁ ଉଜ୍ୱଳ କଲେ ଭାରତର ଷ୍ଟାର ଜାଭେଲିନ୍ ଥ୍ରୋଅର୍ ନୀରଜ ଚୋପ୍ରା । ନୀରଜ ଚୋପ୍ରା ଫିନଲ୍ୟାଣ୍ଡରେ ଚାଲିଥିବା ପାଭୋ ନୁରମି ଗେମ୍ସରେ ପ୍ରଥମ ସ୍ଥାନ ଅଧିକାର କରି…

(Video) କୁଆଡେ ଗଲା ‘କବଚ’ ସିଷ୍ଟମ ? ବାରମ୍ବାର ଘଟିଚାଲିଛି ଟ୍ରେନ୍ ଦୁର୍ଘଟଣା, ବାଜିରେ ଲାଗୁଛି ଜୀବନ

ଓଡ଼ିଶା ଭାସ୍କର: ପଶ୍ଚିମବଙ୍ଗର ନ୍ୟୁ ଜଲପାଇଗୁଡୀରେ ବଡ ଟ୍ରେନ ଦୁର୍ଘଟଣା ଘଟିବା ପରେ ଏବେ ତାକୁ ନେଇ ଚାରିଆଡେ ଚର୍ଚା । କାରଣ ଏହି ଦୁର୍ଘଟଣାରେ ୧୦ ଜଣଙ୍କର ପ୍ରାଣ ଯାଇଥିବା ବେଳେ ୬୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।…

କେନ୍ଦ୍ର ସରକାରଙ୍କ ନିୟମ: ବାରମ୍ବାର ବିଜୁଳି କଟ୍ ହେଲେ ଆପଣ ସହାୟତା ଦାବି କରିପାରିବେ, ଏହି ୮ଟି ତ୍ରୁଟି ଦେଖାଦେଲେ ଅଭିଯୋଗ କରିହେବ!

ନୂଆଦିଲ୍ଲୀ: ବର୍ତ୍ତମାନର ଗ୍ରୀଷ୍ମ ସିଜିନରେ ଦେଶର ଅଧିକାଂଶ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଛି । ଏପରି ସ୍ଥିତିରେ ବିଜୁଳି କଟ୍ ହେବା ପ୍ରତ୍ୟେକ ଲୋକ ଓ ପରିବାର ପାଇଁ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଥାଏ ।…

ଟି-୨୦ ଦଳରୁ ବାଦ ପଡ଼ିବେ ରୋହିତ-ବିରାଟ: ଦଳରେ ହେବ ୭ଟି ପରିବର୍ତ୍ତନ, ସୁଯୋଗ ପାଇବେ IPL ଷ୍ଟାର

ନୂଆଦିଲ୍ଲୀ: ବର୍ତ୍ତମାନ ଟି-୨୦ ବିଶ୍ୱକପରେ ଦମଦାର ପ୍ରଦର୍ଶନ ଜାରି ରଖିଛି । ଲିଗ୍ ପର୍ଯ୍ୟାୟରେ ସମସ୍ତ ମ୍ୟାଚରେ ବିଜୟ ହାସଲ କରି ସୁପର-୮ରେ ଏଣ୍ଟ୍ରି କରିଛି ଟିମ ଇଣ୍ଡିଆ । କିନ୍ତୁ ଏହାଭିତରେ ଏକ ବଡ଼ ଖବର ସାମନାକୁ…

କଟକ ଆଗ୍ରିଭେଟର ଅତ୍ୟାଧୁନିକ ଶସ୍ୟ ଭିତ୍ତିକ ଇଥାନଲ ପ୍ଲାଣ୍ଟ ଉଦଘାଟିତ: ସୃଷ୍ଟି ହେବ ୧୨୦୦ରୁ ଅଧିକ ନିଯୁକ୍ତି ସୁଯୋଗ, ଉପକୃତ ହେବେ ୩୦ ହଜାରରୁ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକ ଆଗ୍ରିଭେଟର ଅତ୍ୟାଧୁନିକ ଶସ୍ୟ ଭିତ୍ତିକ ଇଥାନଲ ପ୍ଲାଣ୍ଟ ଉଦଘାଟିତ ହୋଇଯାଇଛି । ଦୈନିକ ୧୨୫ କିଲୋଲିଟର କ୍ଷମତା ବିଶିଷ୍ଟ ଏହି ପ୍ଲାଣ୍ଟରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇ…

PNBରେ ଅଛି କି ଆକାଉଣ୍ଟ? ସାବଧାନ୍, ଏହି କାରଣ ପାଇଁ ବନ୍ଦ ହୋଇପାରେ ଆପଣଙ୍କ ଖାତା!

ଓଡ଼ିଶା ଭାସ୍କର: ପଞ୍ଜାବ ନେସନାଲ ବ୍ୟାଙ୍କ(PNB) ବର୍ତ୍ତମାନ ଅନେକ ଲୋକଙ୍କର ଖୁବ ପସନ୍ଦ ପାଲଟିଛି । ତେବେ ଏହି ବ୍ୟାଙ୍କକୁ ନେଇ ବର୍ତ୍ତମାନ ଏକ ବଡ଼ ଖବର ସାମନାକୁ ଆସିଛି । ଏହି ବ୍ୟାଙ୍କରେ ଆକାଉଣ୍ଟ ଥିବା…

ଏହି ହୋଟେଲରେ ହେବ ସୋନାକ୍ଷୀ ସିହ୍ନା ଏବଂ ଜହୀର ଇକବାଲଙ୍କ ରିସେପ୍ସନ, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବଂ ଜହୀର ଇକବାଲଙ୍କର ଖୁବ ଶୀଘ୍ର ବିବାହ ହେବାକୁ ଯାଉଛି । ୨୩ ଜୁନରେ ଏମାନେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ସୋନାକ୍ଷୀ-ଜହୀର ଇକବାଲ ବିବାହ ପରେ…

ୱାୟନାଡ ଲୋକସଭା ଆସନରୁ ରାହୁଲ ଗାନ୍ଧୀଙ୍କ ଇସ୍ତଫାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ନିକଟରେ ସମାପ୍ତ ହୋଇଥିବା ଲୋକସଭା ନିର୍ବାଚନରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇଟି ଆସନରୁ ସାଂସଦ ଭାବେ ବିଜୟୀ ହୋଇଥିଲେ । ଉତ୍ତରପ୍ରଦେଶର ରାଏବରେଲି ଓ କେରଳ ୱାୟନାଡ ଆସନ ମଧ୍ୟରୁ କେଉଁଟିକୁ…