Browsing Category

Featured

ଜୁନ୍ ୯ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ! ଗୋଟିଏ ପଟେ କ୍ୟାବିନେଟ ଶପଥ ଗ୍ରହଣ, ଅନ୍ୟପଟେ ଭାରତ-ପାକ୍ ବିଶ୍ୱକପ୍ ଲଢ଼େଇ

ନୂଆଦିଲ୍ଲୀ: ଆଜି ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ସନ୍ଧ୍ୟା ୭.୩୦ରେ ମୋଦୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ ।…

ପ୍ରଚଣ୍ଡ ଖରାରେ ଛଟପଟ ହେବେ ଏହି ରାଜ୍ୟବାସୀ, ପାଣିପାଗକୁ ନେଇ IMD ଜାରି କଲା ଚେତାବନୀ

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ ଚେତାବନୀ ଜାରି କରି କହିଛି ଯେ, ଉତ୍ତର-ପଶ୍ଚିମ ଭାରତରେ ୯ ଜୁନ ରୁ ଗ୍ରୀଷ୍ମଲହରୀ ଦେଖିବାକୁ ମିଳିବ । ଏଥିସହ ପାଣିପାଗ ବିଭାଗ ପ୍ରବଳ ବର୍ଷା ଯୋଗୁଁ ଆଗାମୀ ୨୪ ଘଣ୍ଟାରେ…

୧୩୯ ଦିନ ପର୍ଯ୍ୟନ୍ତ ଶନିଙ୍କ ବକ୍ର ଚଳଣ, ଏହି ରାଶିଙ୍କ ଉପରେ ରହିବ ଆଶୀର୍ବାଦ

ଓଡ଼ିଶା ଭାସ୍କର:ବୈଦିକ ଜ୍ୟୋତିଷରେ ଶନି ଗ୍ରହ ବହୁତ ଖାସ୍ ହୋଇଥାନ୍ତି । ଏହା ସହିତ ଶନିଙ୍କ ଗୋଚର ବି ଅଧିକ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଶନିଦେବଙ୍କୁ କର୍ମଫଳଦାତା କୁହାଯାଏ । ଶନି ଜାତକଙ୍କୁ ସେମାନଙ୍କ କର୍ମ ଅନୁସାରେ…

୨.୦ ଦେଲା ଖୁସି- ୩.୦ ଦେଲା ଝଟକା! ଏଥର ମୋଦୀ କ୍ୟାବିନେଟରୁ ବାଦ୍ ପଡ଼ିବେ ୨୦ ଜଣ ହେଭିୱେଟ୍! ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ: ଆଜି ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଥିବା ବେଳେ କ୍ୟାବିନେଟରେ ଅନେକ ନୂଆ ଚେହେରାଙ୍କୁ ସୁଯୋଗ ମିଳିବ । ସେଥିପାଇଁ ସମ୍ଭାବ୍ୟ ମନ୍ତ୍ରୀମାନଙ୍କ…

(Video) ଗୋଟିଏ ରନୱେରେ ଦୁଇଟି ବିମାନ: ଗୋଟିଏ ଅବତରଣ କଲା ଏବଂ ଅନ୍ୟଟି ଭରିଲା ଉଡ଼ାଣ, ଆକ୍ସନ ନେଲା ଡିଜିସିଏ

ମୁମ୍ବାଇ: ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ଇଣ୍ଡିଗୋ ବିମାନ ଏ୩୨୦ ଅବତରଣ କରିବାକୁ ଚେଷ୍ଟା କଲା ଯେତେବେଳେ ଏକ ଏୟାର ଇଣ୍ଡିଆ ବିମାନ ସମାନ…

ବ୍ୟାଙ୍କିଂ ସେକ୍ଟରରେ ନିଯୁକ୍ତି: ପୂରଣ ହେବ ୩୦୦୦ ପଦ, ଜୁନ ୧୭ ଆବେଦନର ଅନ୍ତିମ ତାରିଖ

ନୂଆଦିଲ୍ଲୀ: ବ୍ୟାଙ୍କିଂ କ୍ଷେତ୍ରରେ କ୍ୟାରିୟର କରିବାକୁ ଇଚ୍ଛୁକ ଥିବା ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ୩ ହଜାର ପଦ ପୂରଣ ହେବ । ଏଥିପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ ଗତ…

ହୋଟେଲ ରୁମରୁ ଏହି ଜିନିଷ ନେବା ଆପଣଙ୍କୁ ପଡ଼ିପାରେ ମହଙ୍ଗା, ଜାଣନ୍ତୁ କେଉଁ ଜିନିଷ ମାଗଣାରେ ନେଇପାରିବେ ଘରକୁ ?

ଓଡ଼ିଶା ଭାସ୍କର: ଅଧିକାଂଶ ସମୟରେ ଆମେ କେଉଁ ସ୍ଥାନକୁ ଭ୍ରମଣ ପାଇଁ ଯାଇଥିଲେ ଭଲ ହୋଟେଲରେ ରହିଥାଉ । ନିଜ ବଜେଟ୍ ଅନୁଯାୟୀ ଆମେ ହୋଟେଲ ଚୟନ କରିଥାଉ । କହିବାକୁ ଗଲେ ସମସ୍ତ ହୋଟେଲ ସେମାନଙ୍କ ଦ୍ୱାରା ଉପଲବ୍ଧ କରାଉଥିବା…

ନୀଳ ଆଖି ଲୋକେ କାହିଁକି ଅନ୍ୟ ଲୋକଙ୍କଠାରୁ ଭିନ୍ନ? ରିସର୍ଚରୁ ଖୁଲାସା

ଓଡ଼ିଶା ଭାସ୍କର: ଦୁନିଆରେ ଲୋକମାନଙ୍କ ମଧ୍ୟରେ ପ୍ରାତୟଃ ୩ ପ୍ରକାର ରଙ୍ଗର ଆଖି ଦେଖାଯାଇଥାଏ । କାହାର କଳା ହୋଇଥିବା ବେଳେ କାହା ଆଖି ବ୍ରାଉନ କଲର ଏବଂ ଆଉ କାହା ଆଖି ନୀଳ ରଙ୍ଗର ହୋଇଥାଏ । ହେଲେ ଆପଣ ଜାଣିଛନ୍ତି କି…

(Video)ଆପଣ ଆଗରୁ କେବେ ଦେଖି ନ ଥିବେ ଏପରି ବର୍ଗର, ପୋକ ଭର୍ତ୍ତି ଚାଇନିଜ୍‌ ବର୍ଗର ଦେଖି ୟୁଜରଙ୍କ ମୁଣ୍ଡ ଖରାପ

ଓଡ଼ିଶା ଭାସ୍କର: ଇଣ୍ଟରନେଟ୍‌ରେ ଖାଦ୍ୟପେୟ ସହ ଜଡିତ ବିଭିନ୍ନ ପ୍ରକାର ଭିଡିଓ ସାମ୍ନାକୁ ଆସିଥାଏ । ଏଥିରେ ଜଣେ ବ୍ୟକ୍ତି ଏକ ବର୍ଗର ଖାଉଛନ୍ତି ଯେଉଁଥିରେ ପୋକ ଭର୍ତ୍ତି ହୋଇଥିବାର ଦେଖିବାକୁ ମିଳୁଛି । ଏହାକୁ ଚାଇନିଜ୍…

ରାଜ୍ୟ ଖଦି ବୋର୍ଡ ସଭାପତି ପଦରୁ ଇସ୍ତଫା ଦେଲେ ସଂଗ୍ରାମ ପାଇକରାୟ

ଭୁବନେଶ୍ୱର: ଓଡିଶା ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବିଭାଗ ବୋର୍ଡର ସଭାପତି ପଦରୁ ଆଜି ସଂଗ୍ରାମ କେଶରୀ ପାଇକରାୟ ଇସ୍ତଫା ଦେଇଛନ୍ତି । ସେ ପ୍ରଥମେ ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବିଭାଗରେ ୩୧ ଆଗଷ୍ଟ ୨୦୧୯ ରୁ ୫ ଜୁନ ୨୦୨୨…