Browsing Category

Featured

Baby Care ହସ୍ପିଟାଲ ଦୁର୍ଘଟଣାର କିଏ ହେବ ଉତ୍ତରଦାୟୀ? ଆଖି ବୁଜିଲେ ୭ ନବଜାତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବିବେକ ବିହାରର ବେବି କେୟାର ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ସମସ୍ତଙ୍କ ଛାତି ତରାଇ ଦେଇଛି । ଏହି ଦୁର୍ଘଟଣାରେ ୭ ଜଣ ନବଜାତ ଶିଶୁ ପ୍ରାଣ ହରାଇଛନ୍ତି । ଏହାବ୍ୟତୀତ ଅଗ୍ନିକାଣ୍ଡ ସମୟରେ…

(Video)ନିିମ୍ବ ଗଛରେ ଫଳୁଛି ଆମ୍ବ; ମନ୍ତ୍ରୀଙ୍କ ବଗିଚାରେ ଅଜବ ଦୃଶ୍ୟ, ବୈଜ୍ଞାନିକ କହିଲେ ଏହାର କାରଣ

ଭୋପାଳ: ମଧ୍ୟପ୍ରଦେଶ ଭୋପାଳରେ କିଛି ଅଜବ ଦୃଶ୍ୟ ନଜରକୁ ଆସିଛି । ଏଠାରେ ଏକ ନିମ୍ବ ଗଛରେ ଆମ୍ବ ଫଳିଥିବାର ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶର ପଞ୍ଚାୟତ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କ ବଙ୍ଗଳା ଏବେ…

IPL Final ମ୍ୟାଚରେ କୋଲକାତା-ହାଇଦ୍ରାବାଦ ମୁକାବିଲା: ଫାଇନାଲ ଲଢେଇରେ କ’ଣ ରହିବ ପ୍ଲେଇଙ୍ଗ-୧୧?

ନୂଆଦିଲ୍ଲୀ: ଆଇପିଏଲ ଫାଇନାଲ ମ୍ୟାଚରେ ଆଜି ମୁହାଁମୁହିଁ ହେବାକୁ ଯାଉଛନ୍ତି କୋଲକାତା ନାଇଟ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ । ଚେନ୍ନାଇର ଏମ.ଏ ଚିଦାମ୍ବରମ ଷ୍ଟାଡିୟମରେ ଏହି ଫାଇନାଲ ମୁକାବିଲା ଖେଳାଯିବ ।…

ପିଲାଙ୍କୁ ଲାଗିଛି କି ମୋବାଇଲ ନିଶା, ଛଡ଼ାଇଲେ ରାହା ଧରି କାନ୍ଦୁଛନ୍ତି ? ତେବେ ଆପଣାନ୍ତୁ ଏହି ଉପାୟ, ଭୁଲିଯିବେ ଜିଦ୍

ଆଜିକାଲି ଦିନକୁ ଦିନ ମୋବାଇଲ୍ ନିଶା ବୃଦ୍ଧି ପାଉଛି। ବିଶେଷକରି ଛୋଟ ପିଲାମାନଙ୍କର। ଅଧିକାଂଶ ପିଲା ସ୍ମାର୍ଟଫୋନ୍, ଟାବ୍‌ଲେଟ୍ ଏବଂ ଲାପଟପ୍ ସହିତ ଅନେକ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ବ୍ୟବହାର କରୁଛନ୍ତି। ଏହା କେବଳ…

ବାଲେଶ୍ୱର ସଂସଦୀୟ କ୍ଷେତ୍ରର ଭୋଟର ସବୁଠାରୁ ଭିନ୍ନ: ପ୍ରତି ଥର ନୂଆ ପ୍ରାର୍ଥୀଙ୍କୁ ଚୟନ କରୁଛନ୍ତି ଜନତା, ୧୫ ବର୍ଷର ଇତିହାସ ବଢ଼ାଉଛି ଚିନ୍ତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ନିର୍ବାଚନ ପାଇଁ ସାରା ଦେଶ ରାଜନୀତିମୟ ହୋଇ ଉଠିଛି । ଏହା ମଧ୍ୟରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି ।…

ପ୍ରଚାର ପାଇଁ ପୁଣି ଓଡ଼ିଶା ଆସୁଛନ୍ତି ମୋଦି-ଶାହା, ଜାଣନ୍ତୁ କେବେ

ଭୁବନେଶ୍ୱର : ପ୍ରଚାର ପାଇଁ ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା। ୨୮ ତାରିଖରେ ଶାହା ଆସୁଥିବାବେଳେ ୨୯ରେ ପ୍ରଧାନମନ୍ତ୍ରୀ ମୋଦି ଆସୁଛନ୍ତି। ମଙ୍ଗଳବାର ଶାହା ୩ଟି ସଭା…

ବେଲ ରସ ସେବନ କରନ୍ତୁ : ଉଭେଇ ଯିବ ଅନେକ ରୋଗ

ଓଡିଶା ଭାସ୍କର: ଗ୍ରୀଷ୍ମ ସମୟରେ ଶରୀରକୁ ସୁସ୍ଥ ଓ ସତେଜ ରଖିବା ପାଇଁ ଆପଣ ଅନେକ ଫଳକୁ ଖାଇଥାନ୍ତି, ଯାହା ଆପଣଙ୍କର ଶରୀରକୁ ଥଣ୍ଡା ରଖିବା ସହ ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ । ଆଜି ଆମେ ଯେଉଁ ଫଳର କଥା କହିବାକୁ…

(Video)ପ୍ରଚଣ୍ଡ ଖରାରେ ତେଲ ଗରମ କରି ଭାଜିଲେ ମାଛ, ଯୁବତୀଙ୍କ ଏହି ଭିଡିଓ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ

ଓଡ଼ିଶା ଭାସ୍କର: ଦେଶର ବିଭିନ୍ନ ରାଜ୍ୟରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ବିଭିନ୍ନ ସ୍ଥାନରେ ତାପମାତ୍ରା ୪୭ ଡିଗ୍ରୀ ଛୁଇଁଛି । ଏପରି ସ୍ଥିତିରେ ଦ୍ୱିପ୍ରହର ସମୟରେ ବାହାରକୁ ବାହାରିବା ନିଆଁ ଗୁଳା…

ଘରର ଏହି ଭାଗକୁ ଭଡ଼ା ଦେଲେ ଆପଣଙ୍କର ହୋଇଯିବ ସର୍ବନାଶ, ଜାଣନ୍ତୁ କ’ଣ କହୁଛି ବାସ୍ତୁ

ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ସେ ଘର ହେଉ କି ମନ୍ଦିର ହେଉ, ନଗର ସ୍ଥାପନା ହେଉ କି ବିବାହ ମଣ୍ଡପ, ହସ୍ପିଟାଲ, ହୋଟେଲ, ଫ୍ୟାକ୍ଟ୍ରି, ଦୋକାନଘର ଆଦି ଯେତେ ପ୍ରକାର ନିର୍ମାଣ ହେଉ ସମସ୍ତ ସ୍ଥାନରେ ବାସ୍ତୁର ନିୟମ…

ଜୁଲାଇ ୨୧ରେ ପ୍ରିଲିମ୍ସ: ଆୟୁର୍ବେଦିକ ଆସିଷ୍ଟାଣ୍ଟ, କେୟାର ଟେକର, ୟୁନାନି ଆସିଷ୍ଟାଣ୍ଟ, ଅମିନ ପରୀକ୍ଷା ତାରିଖ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆୟୁର୍ବେଦିକ ଆସିଷ୍ଟାଣ୍ଟ, ହୋମିଓପାଥିକ ଆସିଷ୍ଟାଣ୍ଟ, ୟୁନାନି ଆସିଷ୍ଟାଣ୍ଟ, ଜୁନିୟର ମତ୍ସ୍ୟ ଟେକ୍ନିକାଲ ଆସିଷ୍ଟାଣ୍ଟ, କେୟାର ଟେକର ଓ ଅମିନ ପଦକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ରାଜ୍ୟ…