Browsing Category

Featured

ପ୍ରଥମ ଥର ପାଇଁ ୫ଟ୍ରିଲିୟନ ଡଲାର ଛୁଇଁଲା BSE ତାଲିକାଭୁକ୍ତ କଂପାନିଗୁଡ଼ିକର ମାର୍କେଟ୍ କ୍ୟାପ୍

ମୁମ୍ୱାଇ: ବିଏସଇ ୱେବସାଇଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ବିଏସଇରେ ତାଲିକାଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜି ପ୍ରଥମ ଥର ପାଇଁ ରେକର୍ଡ ୫ ଟ୍ରିଲିୟନ ଡଲାର ଅତିକ୍ରମ କରିଛି। ମେ ୨୧ ରେ ଏକ ନୂତନ ଉଚ୍ଚସ୍ତରରେ…

‘ପୁଣେର ନାବାଳକ ଡ୍ରାଇଭର୍ ଗୋଟେ ହ୍ୟୁମାନ୍ ବମ୍, ତା’ ଜାମିନକୁ ରଦ୍ଦ କରାଯାଉ’

ପୁଣେ: ମହାରାଷ୍ଟ୍ରର ବହୁଚର୍ଚ୍ଚିତ ପୁଣେ ହିଟ୍ ଆଣ୍ଡ ରନ୍ ମାମଲାରେ ଆଇଟି ଇଞ୍ଜିନିୟର ଗିରଫ। ଅନୀଶ ଅଧିଆ ଓ ଅଶ୍ୱିନୀ କୋସ୍ତାଙ୍କ ମୃତ୍ୟୁ ଘଟିଛି। ଅଶ୍ୱିନୀ କୋଷ୍ଠା ମଧ୍ୟପ୍ରଦେଶର ଜବଲପୁରର ବାସିନ୍ଦା ଥିଲେ। ଅନୀଶ…

ବଡ଼ ଖବର: ବୁର୍ଲା ଭୀମସାରରେ ଏକ ୟୁନିଟରେ ଅଗ୍ନିକାଣ୍ଡ; ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

ସମ୍ବଲପୁର: (ଓଡ଼ିଶା ଭାସ୍କର) ବୁର୍ଲା ଭୀମସାରରେ ଏକ ୟୁନିଟରେ ଅଗ୍ନିକାଣ୍ଡ । ଫାର୍ମାକୋଲୋଜି ବିଭାଗର ଏମ୍‌ଆର୍‌ୟୁରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସର୍ଟସର୍କିଟରୁ ନିଆଁ…

ଭାରତରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ: ଏହ ସହରରେ ବ୍ୟାପୁଛି KP.1 ଏବଂ KP.2

ନୂଆଦିଲ୍ଲୀ: ଟୀକାକରଣ ପରେ କରୋନା ମହାମାରୀ ଭୟରୁ ମୁକ୍ତି ପାଇଛି ଭାରତ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ବିଭିନ୍ନ ଭାରିଆଣ୍ଟ ଦେଶରେ ଚିହ୍ନଟ ହେବା ସହ ସଂକ୍ରମଣ ମଧ୍ୟ କରୁଥିବା ରେକର୍ଡ କରାଯାଉଛି । ଏହାମଧ୍ୟରେ…

ଓଟିପି ସଂପର୍କିତ ଫ୍ରଡ୍ ଉପରେ ରୋକ ଲଗାଇବ Googleର Android 15: ଜାଣନ୍ତୁ କିପରି

ନୂଆଦିଲ୍ଲୀ: ଆଜିକାଲି ଓ୍ବାନ ଟାଇମ୍ ପାସଓ୍ବାର୍ଡ (OTP) ସଂପର୍କିତ ଠକେଇ ବଢ଼ିବାରେ ଲାଗିଛି । ଦେଶରେ ଓଟିପି ସଂପର୍କିତ ଫ୍ରଡ୍ ଉପରେ ରୋକ ଲଗାଇବାକୁ ଗୁଗୁଲ୍ Android 15ର ନୂଆ ବିଟା ଭର୍ଜନ ଲଞ୍ଚ କରିଛି । ଆଗାମୀ…

(Video) କୁକୁର କାମୁଡ଼ିବା ପରେ କୁକୁର ଭଳି ଆଚରଣ କରୁଛନ୍ତି ଜଣେ ଯୁବକ…

ରାୟଗଡ଼ା: (ଓଡ଼ିଶା ଭାସ୍କର) କୁକୁର କାମୁଡ଼ିବା ପରେ ଜଣେ କୁକୁର ଭଳି ହୋଇଯାଇଛନ୍ତି । ବ୍ୟବହାରରେ ହୋଇଛି ପରିର୍ତ୍ତନ । ଆଉ ସେମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଗୋଷ୍ଠୀ…

ଗୌତମ ଗମ୍ଭୀର ନା ଷ୍ଟିଫେନ୍ ଫ୍ଲେମିଙ୍ଗ… M.S Dhoni ବାଛିବେ ଟିମ ଇଣ୍ଡିଆର ପରବର୍ତ୍ତୀ କୋଚ! BCCI ଦେବ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ଆସନ୍ତା ଟି-୨୦ ବିଶ୍ୱକପ୍ ପରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ତେଣୁ ଆଗକୁ ଟିମ ଇଣ୍ଡିଆର ନୂଆ କୋଚ୍ ପଦବୀ ପାଇଁ ଆବେଦନ ବିଜ୍ଞପ୍ତି ପକାଶ…

ଖାଲି ମିଠା ଖାଇଲେ ହୁଏନି ଡାଇବେଟିସ ! ଏହିସବୁ କାରଣ ମଧ୍ୟ ଦାୟୀ

ଅନେକ ସମୟରେ ଆମେ ଲୋକଙ୍କୁ କହୁଥିବାର ଶୁଣିଥିବା ଅଧିକ ମିଠା ଖାଇଲେ ଡାଇବେଟିସ ହୋଇଥାଏ । ପ୍ରକୃତରେ ମିଠା ଖାଇଲେ ମଧୁମେହ ରୋଗ ହୋଇନଥାଏ । ମଧୁମେହ ରୋଗୀଙ୍କୁ ଡ଼ାକ୍ତରମାନେ ମିଠା ଖାଇବା ପାଇଁ ମନା କରିଥାନ୍ତି ।…

(Video) କି ଅଦ୍ଭୁତ ଘଟଣା! ପ୍ରବଳ ଖରାରେ ବି ଦିଶୁନି ଛାଇ… କାହିଁକି ଏବଂ କେଉଁଠି ହଜିଗଲା ‘ପ୍ରକୃତ ସାଥୀ’?

ଓଡ଼ିଶା ଭାସ୍କର: ଡହଡହ ଖରାରେ ସିଝୁଛି ସାରା ଭାରତ । ବିଭିନ୍ନ ରାଜ୍ୟରେ ତାପମାତ୍ରା ୩୫-୪୦ଡିଗ୍ରୀ ରହିଥିବା ବେଳେ ଗ୍ରୀଷ୍ମପ୍ରବାହ ଲୋକଙ୍କ ପାଇଁ କାଳ ସାଜିଛି । କିନ୍ତୁ ଏତେ ଖରାରେ ମଧ୍ୟ ଏକ ଅଦ୍ଭୁତ ତଥା…

BIG BREAKING…ଝଡ଼ତୋଫାନରେ ଫସିଲା ବିମାନ; ଜଣେ ଯାତ୍ରୀଙ୍କ ମୃତ୍ୟୁ, ୩୦ଆହତ

ନୂଆଦିଲ୍ଲୀ: ଲଣ୍ଡନରୁ ସିଙ୍ଗାପୁର ଯାଉଥିବା ଏକ ବିମାନ ଝଡ଼ତୋଫାନରେ ପ୍ରଭାବିତ ହୋଇଥିବା ବେଳେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଏଥିସହିତ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏଭଳି ଏୟାର ଷ୍ଟର୍ମକୁ ଏୟାର ଟର୍ବୁଲାନ୍ସ…