
Browsing Category
Featured
ନିର୍ବାଚନ ପାଇଁ ରାଜନୀତି ସରଗରମ : BJDରେ ମିଶିଲେ ବିଜେପିର ଏହି ବରିଷ୍ଠ ନେତା
ଗଞ୍ଜାମ : ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଉଠିଛି । ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି । କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ଦଳ ଅଦଳ ବଦଳ…
(Video) ପିପିଲିରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ବିରୋଧରେ ମୈଦାନକୁ ଓହ୍ଲାଇଲେ ପତ୍ନୀ ଜାଗୃତି ପଣ୍ଡା
ପୁରୀ: ରୋଚକ ହେଉଛି ପିପିଲି ରାଜନୀତି । ବିଜେଡିରୁ ଲଢୁଛନ୍ତି ରୁଦ୍ର ମହାରଥୀ । ସ୍ତ୍ରୀ ଜାଗୃତି ପଣ୍ଡା ହେଲେ ସ୍ୱାଧୀନ ପ୍ରାର୍ଥୀ । ରାଜ୍ୟ ରାଜନୀତିରେ ନିର୍ବାଚନୀ ଉଷ୍ମତା ଭିତରେ ପିପିଲିରୁ ଆସିଛି ବଡ ଖବର ।…
ସରିଲା ୩ୟ ପର୍ଯ୍ୟାୟ ନିର୍ବାଚନ: ଜାଣନ୍ତୁ କେତେ ପ୍ରତିଶତ ଲୋକ କଲେ ମତଦାନ ?
ନୂଆଦିଲ୍ଲୀ: ଛୋଟ ଛୋଟ ହିଂସାକୁ ଛାଡ଼ିଦେଲେ ୩ୟ ପର୍ଯ୍ୟାୟ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ସନ୍ଧ୍ୟା ୭ଟା ସୁଦ୍ଧା ତୃତୀୟ ପର୍ଯ୍ୟାୟରେ ୯୩ଟି ଆସନରେ ୬୧ ପ୍ରତିଶତ ମତଦାନ ହୋଇଛି। ସବୁଠାରୁ ଅଧିକ ମତଦାନ…
ଚାଇନାର ଚତୁରତାରେ ଧ୍ୱଂସ ହେଲା ମୋଇଜୁ ସରକାର; ଜାଣନ୍ତୁ ଭାରତ ମୁହଁ ଫେରେଇବା ପରେ ମାଳଦ୍ୱୀପକୁ ପଡିଲା କେତେ କ୍ଷତି ?
ନୂଆଦିଲ୍ଲୀ: ଚୀନ୍ ର ଶକ୍ତି ଉପରେ ଭାରତକୁ ଆଖି ଦେଖାଇଥିବା ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁଙ୍କ ଅବସ୍ଥା ଖରାପ। ଭାରତକୁ ଧମକ ଦେଉଥିବା ମୋଇଜ୍ଜୁ ନିଜେ ଆକାଶମାର୍ଗରୁ ବାହାରକୁ ଚାଲିଯାଇଛନ୍ତି। ଚୀନ୍ ପ୍ରତି ନିଜର…
କେରଳରେ ବ୍ୟାପୁଛି ୱେଷ୍ଟ ନାଇଲ ଜ୍ୱର:କ’ଣ ମଶା ଦ୍ୱାରା ବ୍ୟାପୁଛି କି ଏହି ବିପଜ୍ଜନକ ରୋଗ ? ଜାଣନ୍ତୁ ଲକ୍ଷଣ ଓ ବର୍ତ୍ତିବାର ଉପାୟ
ନୂଆଦିଲ୍ଲୀ: କେରଳରେ ବ୍ୟାପୁଛି ୱେଷ୍ଟ ନାଇଲ ଜ୍ୱର । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଏହି ରୋଗର ୫ ଟି ମାମଲା ରୁଜୁ ହୋଇଛି । ସଂକ୍ରମିତ ମଶା କାମୁଡ଼ିବା ଦ୍ୱାରା ଏହି ରୋଗ ମଣିଷଙ୍କ ନିକଟରେ ବ୍ୟାପିଥାଏ । ଯଦି ରୋଗୀକୁ…
ଆସନ୍ତାକାଲି ମହାପ୍ରଭୁଙ୍କ ବନକ ଲାଗି ନୀତି; ୬ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ: (ଓଡ଼ିଶା ଭାସ୍କର) ଆସନ୍ତାକାଲି ମହାପ୍ରଭୁଙ୍କ ବନକ ଲାଗି ନୀତି । ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ଆପାତତଃ ସଂଧ୍ୟା ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀଜିଉଙ୍କ…
ସଙ୍କଟରେ ହରିୟାଣା ସରକାର; ଲୋକସଭା ନିର୍ବାଚନ ମଧ୍ୟରେ ହରାଇଲେ ସଂଖ୍ୟାଗରିଷ୍ଠତା!
ଚଣ୍ଡିଗଡ଼: ହରିୟାଣାରେ ନୟାବ ସିଂହ ସାଇନି ସରକାର ତଥ୍ୟ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ସରକାର ଏବେ ସଂଖ୍ୟାଲଘୁରେ ପରିଣତ ହୋଇଛି। ହରିୟାଣା କଂଗ୍ରେସ ଏହା ଦାବି କରିଛି। ସ୍ୱାଧୀନ ବିଧାୟକମାନେ ସମର୍ଥନ ପ୍ରତ୍ୟାହାର…
ରାମ ଗୋପାଳଙ୍କ ବିବାଦୀୟ ବୟାନ, କହିଲେ- ଅଯୋଧ୍ୟା ରାମ ମନ୍ଦିର ବେକାର, ଆଉ କ’ଣ ହେବ କେଜାଣି … Video ଦେଖନ୍ତୁ
ଉତ୍ତରପ୍ରଦେଶ : ଲୋକସଭା ନିର୍ବାଚନ ୨୦୨୪ ର ତୃତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି । ଏଭଳି ପରିସ୍ଥିତିରେ ଉତ୍ତରପ୍ରଦେଶ ତଥା ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ ମହାସଚିବ ରାମ ଗୋପାଳ ଯାଦବ ରାମ…
ନିର୍ବାଚନ ଭିତରେ ପୁଣି ଉଠିଲା ପାକିସ୍ତାନ ପ୍ରସଙ୍ଗ; ଏବେ କ’ଣ କହିଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ର ପ୍ରଚାରରେ ପୁଣି ଥରେ ପାକିସ୍ତାନ ପ୍ରସଙ୍ଗ ଉଠିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ମହାରାଷ୍ଟ୍ରର ଅହମ୍ମଦନଗରରେ ଏକ ରାଲିକୁ ସମ୍ବୋଧିତ କରିଛନ୍ତି ।…
(Video) ହଠାତ୍ ଲାଗିଲା ନିଆଁ; ଜଲିଗଲା ୬୦ଟି ଘର, ପାଉଁଶ ତଳେ ନିଜର ଜରୁରୀ ଜିନିଷ ଖୋଜୁଛନ୍ତି ଗାଁ ଲୋକେ
ମୟୁରଭଞ୍ଜ: କିଛି କୁଆଡେ ନଥିଲା ହଠାତ୍ ଲାଗିଲା ନିଆଁ ଗୋଟିଏ ଘର ନୁହେଁ ଏକା ସାଙ୍ଗରେ ଜଲିଗଲା ୬୦ଟି ଘର। ଘରେ ଏମିତି ନିଆଁ ଲାଗିଲା ଯେ ଘରୁ କିଛି ବି ବାହାର ପାରିଲେନି ଗାଁ ଲୋକେ। ପୁରା ଗାଁକୁ ଛାରଖାର କରିଦେଇଛି ଏହି…