Browsing Category

Featured

ପିଲାଙ୍କ ପାଇଁ କେତେ ସୁରକ୍ଷିତ କାରର ଏୟାର ବ୍ୟାଗ?

ନୂଆଦିଲ୍ଲୀ- ସାଇସ ମିସ୍ତ୍ରୀଙ୍କ ମୃତ୍ୟୁ ସାରା ଦେଶକୁ ଦୋହଲାଇ ଦେଇଥିଲା । ଏହା ପରେ ସବୁ କାରରେ ଏୟାର ବ୍ୟାଗ ଲଗାଇବାକୁ ଆରମ୍ଭ ହୋଇଥିଲା ଅଭିଯାନ । ହେଲେ ସେହି ଏୟାର ବ୍ୟାଗ ପାଇଁ ଚାଲିଯାଇଛି ୬ ବର୍ଷର ଶିଶୁର ଜୀବନ ।…

କୋଟି କୋଟି ମୋବାଇଲ ୟୁଜର୍ସଙ୍କୁ ସରକାରଙ୍କ ୱାର୍ଣ୍ଣିଂ, ଏହି ନମ୍ବରରୁ ଆସୁଥିବା କଲ୍‌କୁ ଭୁଲରେ ବି ଉଠାନ୍ତୁନି

ନୂଆଦିଲ୍ଲୀ: ସ୍ମାର୍ଟଫୋନ ଦୁନିଆରେ ଗତ କିଛି ସମୟରେ ସାଇବର ଅପରାଧ ମାମଲା ବଢିବାରେ ଲାଗିଛି। ସ୍କମାର୍ସ ଲୋକଙ୍କୁ ଠକିବା ଲାଗି ଲଗାତାର ନୂଆ-ନୂଆ ଉପାୟ ଆପଣାଉଛନ୍ତି। ସରକାର ଏବଂ ଟେଲିକମ କମ୍ପାନୀଗୁଡିକ ସାଇବର ଫ୍ରଡ…

ଆସୁଛି ଓଲିଉଡ୍ ସୁପରଷ୍ଟାର ଅନୁଭବଙ୍କ Biography, ରହିଛି ଟିଭି ଆଙ୍କର ଜାଗୃତିଙ୍କ ବଡ଼ ଭୂମିକା

ଓଡ଼ିଶା ଭାସ୍କର: ଓଲିଉଡ୍ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ଅନୁଭବ ମହାନ୍ତି । ତାଙ୍କ ଜୀବନ ଏକ ଖୋଲା ବହି । ତାଙ୍କ ସହ ଘଟିଥିବା ଏମିତି କୌଣସି ଘଟଣା ନାହିଁ ଯାହା ଲୋକଙ୍କ ପାଖରେ ପହଞ୍ଚିନାହିଁ । ଆଲବମ୍ରୁ ଫିଲ୍ମ…

ନୂଆ ରାଷ୍ଟ୍ରପତିଙ୍କ ସହ ଆମେରିକାକୁ ମିଳିଲା ନୂଆ ଜାତୀୟ ପକ୍ଷୀ, ୨୪୦ ବର୍ଷରୁ ଶକ୍ତିର ପ୍ରତୀକ

ୱାଶିଂଟନ: ଆମେରିକାକୁ ନୂଆ ରାଷ୍ଟ୍ରପତି ସହ ନୂଆ ଜାତୀୟ ପକ୍ଷୀ ମଧ୍ୟ ମିଳିଯାଇଛି। ମଙ୍ଗଳବାର ଦିନ ଆମେରିକାରେ ୨୪୦ରୁ ଅଧିକ ବର୍ଷ ହେଲାଣି ଶକ୍ତିର ପ୍ରତୀକ ଭାବେ ‘ବାଲ୍ଡ ଇଗଲ’କୁ ଦେଶର ଜାତୀୟ ପକ୍ଷୀଭାବେ ଘୋଷଣା…

(Video) ଶିଳ୍ପା ଶେଟ୍ଟୀଙ୍କ ଘରକୁ ଆସିଲେ ସାଣ୍ଟା, ସାଙ୍ଗରେ ଆଣିଥିଲେ ଅନେକ ଗିଫ୍ଟ, ପିଲାଙ୍କ ସଙ୍ଗେ ପାଳନ କଲେ ଖ୍ରୀଷ୍ଟମାସ

ନୂଆଦିଲ୍ଲୀ: ରଣବୀର କପୁର-ଆଲିଆ ଭଟ୍ଟ କିଛିଦିନ ତଳେ ମହେଶ ଭଟ୍ଟଙ୍କ ଘରେ ଖ୍ରୀଷ୍ଟମାସ ସେଲିବ୍ରେସନ କରିଥିଲେ। ବଲିଉଡର ଷ୍ଟାରମାନେ ନିଜ ନିଜ ଢଙ୍ଗରେ ଉତ୍ସବ ପାଳନ କରୁଛନ୍ତି। ଏହାରି ମଧ୍ୟରେ ଶିଳ୍ପା ସେଟ୍ଟୀ ମଧ୍ୟ ନିଜ…

ଆହୁରି ୨୪ ଘଣ୍ଟା ଓଦା ହେବ ଓଡ଼ିଶା, ସୂଚନା ଜାରି କଲେ ପାଣିପାଗ ନିର୍ଦ୍ଦେଶିକା

ଭୁବନେଶ୍ୱର: ୨୪ ଘଣ୍ଟାରେ ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ ବୋଲି କୁହାଯାଉଛି। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସୁନ୍ଦରଗଡ଼ ଓ…

ଓଜନ ହ୍ରାସ ଔଷଧକୁ ମିଳିଲା ମଞ୍ଜୁରୀ, ନୀଦରେ ନିଶ୍ୱାସ ଅଟକିଯିବା ସମସ୍ୟାକୁ ମଧ୍ୟ କରିବ ଦୂର, ଖୁବଶୀଘ୍ର ଭାରତରେ ହେବ ଲଞ୍ଚ

ନୂଆଦିଲ୍ଲୀ: ଯେଉଁମାନେ ଓଏସଏ (ଅବଷ୍ଟ୍ରକ୍ଟିଭ୍ ସ୍ଲିପ ଆପନିଆ) ରୋଗରେ ପୀଡିତ, ସେମାନଙ୍କ ପାଇଁ ଖୁସି ଖବର। ଏହି ଖୁସି ଖବର ଆମେରିକା ପ୍ରଦାନ କରିଛି। ଏହି ଔଷଧରେ ନୀଦରେ ଅଚାନକ ନିଶ୍ୱାସ ଅଟକିଯିବା ରୋଗର ଚିକିତ୍ସା…

ବଡ଼ଦିନରେ ଚମକିବେ ଏହି ୩ ରାଶି, ପଢନ୍ତୁ ଆଜିର ରାଶିଫଳ

ଓଡ଼ିଶା ଭାସ୍କର: ଆଜି ସାରା ବିଶ୍ୱରେ ଖ୍ରୀଷ୍ଟମାସ ଡେ’ ପାଳନ ହେଉଥିବା ବେଳେ ଓଡ଼ିଆମାନେ ଏହି ଦିବସକୁ ବଡ଼ ଦିନ ଭାବେ ପାଳନ କରିଥାଆନ୍ତି। କାରଣ ଏହି ଦିନଠାରୁ ଦିନ ବଡ଼ ହୋଇଥାଏ। ତେବେ ଆଜି ୩ଟି ରାଶିର ଲୋକଙ୍କ ପାଇଁ ଖୁବ…

ତୁଳସୀ ପୂଜନ ଦିବସ: ଏହି ମନ୍ତ୍ର ଜପ କଲେ ଦୂର ହେବ ବାସ୍ତୁଦୋଷ

ଓଡ଼ିଶା ଭାସ୍କର: ଆଜି ତୁଳସୀ ପୂଜନ ଦିବସ । ମାଁ ତୁଳସୀ ଦେବୀଙ୍କର ଘରେ ଘରେ ପୂଜନ, ଅର୍ଚ୍ଚନା, ବନ୍ଦନା ଏହି ଦିବସରେ କରାଯାଏ। ପଦ୍ମ ପୁରାଣରେ ଲେଖାଯାଇଛି ଯେ ତୁଳସୀର ପତ୍ର,ଫୁଲ,ଫଲ,ଶାଖା,ଛଲି, ଗଣ୍ଡି ଓ ମାଟି ଆଦି ସବୁ…

ଫାଇଲ ଖୋଜୁ ଖୋଜୁ କୋର୍ଟ ରୁମରୁ ବାହାରିଲା ସାପ, ଜଜ ସ୍ଥଗିତ ରଖିଲେ ଶୁଣାଣି

ମୁମ୍ବାଇ: ମଙ୍ଗଳବାର ମୁମ୍ବାଇର ମୁଲୁଣ୍ଡରେ ଥିବା ମାଜିଷ୍ଟ୍ରେଟ କୋର୍ଟର ଏକ କୋଠରୀରେ ସାପ ବାହାରିବା ପରେ ହଇଚଇ ସୃଷ୍ଟି ହୋଇଛି। ଏହି କାରଣରୁ ପ୍ରାୟ ଏକ ଘଣ୍ଟା ଧରି କୋର୍ଟ କାର୍ଯ୍ୟ ବ୍ୟାହତ ହୋଇଛି। ଅପରାହ୍ନରେ…